Latest Odisha News

BREAKING NEWS

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ଶିବୁ ସୋରେନଙ୍କ ସମେତ ଅନ୍ୟ ୧୪

ନୂଆଦିଲ୍ଲୀ: ସୋମବାର ରାଜ୍ୟସଭାରେ ଶପଥ ଗ୍ରହଣ କରିଛନ୍ତି ୧୫ଜଣ ନବ ନିର୍ବାଚିତ ସଦସ୍ୟ । ଏମାନଙ୍କ ମଧ୍ୟରେ ରହିଛନ୍ତି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖ୍ୟ ଶିବୁ ସୋରେନ, ଡିଏମକେ ନେତା ତିରୁଚି ଶିବ ଏବଂ ବିଜେପିର ସୟଦ ଜାଫର ଇସଲାମ। କୋଭିଡ଼-୧୯ ମହାମାରୀକୁ ଦୃଷ୍ଟିରେ ରଖି ସଂସଦର ମୌସୁମୀ…

୨୦୧୯-୨୧ରେ ବାଘ ଓ ହାତୀ ପ୍ରକଳ୍ପରେ ଓଡିଶାକୁ ମିଳିଛି ୩୬ କୋଟି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ବାଘ ଏବଂ ହାତୀଙ୍କ ଭଳି ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ ସଂରକ୍ଷଣ ପାଇଁ ଓଡିଶାକୁ ୨୦୧୯-୨୧ ବର୍ଷ ମଧ୍ୟରେ ଭାରତ ସରକାର ବାଘ ଓ ହାତୀ ପ୍ରକଳ୍ପରେ ୩୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି…

ଲେହର ଆଙ୍ଗଲିଙ୍ଗ ଗାଁ…ପ୍ରତି ଘରେ ସ୍ପେଶାଲ ସିକ୍ରେଟ ଫୋର୍ସ, ଚୀନ ବି ଭୟ କରୁଛି !

ଲେହ: ଲେହ ଅଂଚଳରେ ଏପରି ଏକ ଗ୍ରାମ ଅଛି ଯାହାକୁ ଚୀନର ପିଏଲଏ ଆର୍ମି ଭୟ କରୁଛି । ପୂର୍ବ ଲଦାଖର ଆଙ୍ଗଲିଙ୍ଗ ଗ୍ରାମରେ ରହିଛି ୪୦୦ ଘରେ । ପ୍ରତି ଘରେ ରହୁଛନ୍ତି ସ୍ପେଶାଲ ସିକ୍ରେଟ ଫୋର୍ସ । ଏମାନଙ୍କ ଯୁଦ୍ଧ କୌଶଳ ସର୍ବଦା ଚୀନ ମନରେ ଭୟ ସୃଷ୍ଟି କରି ଆସିଛି । ଭାରତୀୟ ସେନା ପକ୍ଷରୁ ଗ୍ରାମର…

ହରିବଂଶ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ହେଲ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ । ସେ ବାଚନିକା ଭୋଟରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାୟିଡୁ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ମନୋଜ ଝା ପ୍ରାର୍ଥୀ ହୋଇଥିଲେ । ତାଙ୍କୁ ହରାଇ ଲଗାତର…

ବିହାର ନିର୍ବାଚନ: ବିଜେପିର ଷ୍ଟାର କ୍ୟାମ୍ପେନର ହେବେକି କଙ୍ଗନା!

ପାଟନା: ବିହାରର ବିଧାନସଭା ନିର୍ବାଚନକୁ ନେଇ ଏବେଠୁ ରାଜ୍ୟ ରାଜନୀତି ଏକପ୍ରକାର ସରଗରମ ହୋଇ ଉଠିଛି । ଏଭଳି ସମୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବିହାର ନିର୍ବାଚନରେ ଷ୍ଟାର କ୍ୟାମ୍ପେନର କରିବା ନେଇ ପଚରା ଯାଇଥିବା ଏକ ପ୍ରଶ୍ନର କିଛି ଏଭଳି ଉତ୍ତର ରଖିଛନ୍ତି ମହାରାଷ୍ଟ୍ରର…

ଦିଲ୍ଲୀ ଦଙ୍ଗା ମାମଲା: ଜେଏନୟୁ ଛାତ୍ର ନେତା ଉମର ଖାଲିଦ ଗିରଫ

ନୂଆଦିଲ୍ଲୀ: ଫେବୃୟାରୀ ଦିଲ୍ଲୀ ଦଙ୍ଗାରେ ଭୂମିକା ନିର୍ବାହ କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ପୂର୍ବତନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ର ନେତା ଉମର ଖାଲିଦଙ୍କୁ ଗିରଫ କରିଛି । ୧୧ ଘଣ୍ଟା ପଚରାଉଚରା ପରେ ଖାଲିଦଙ୍କୁ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ (UAPA) ଅନୁଯାୟୀ…

ଜେଲ୍‌ରୁ ମୁକୁଳି ଶୋଭାଯାତ୍ରାରେ ବୁଲିଲେ ଅଭିଯୁକ୍ତ

ଭୁବନେଶ୍ୱର:ଖୋଲା ଜିପରେ ବାହାରିଛି ଶୋଭାଯାତ୍ରା । ଶହ ଶହ ଯୁବକ ଏକାଠି ହୋଇ ରାଲି କରୁଛନ୍ତି । ଗାଡିରେ ଅଛନ୍ତି କିଛି ଯୁବକ ଆଉ ବାହାରେ ଶହ ଶହ ଯୁବକ ଜୟ ଜୟ ନାରା ଦେଉଛନ୍ତି । ଆପଣ ଦେଖୁଥିବା ଏହି ଦୃଶ୍ୟ କୌଣସି ନିର୍ବାଚନ ବେଳର ନୁହେଁ । କିମ୍ବା ନିର୍ବାଚନ ଜିତିବା ପରେ ନେତା…

ଭାରତର ୧୩୫୦ ରାଜନେତାଙ୍କ ଉପରେ ନଜର ରଖିଛି ଚୀନ

ନୂଆଦିଲ୍ଲୀ: ଚୀନ ଭାରତୀୟ ରାଜନେତାଙ୍କ ସମ୍ପର୍କରେ ଚୋରାରେ ତଥ୍ୟ ସଂଗ୍ରହ କରୁଛି । ଯାହାକି ଏବେ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୫ ପୂର୍ବତନ ପ୍ରଧାନମନ୍ତ୍ରୀ ରହିଛନ୍ତି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୩୫୦…

‘ଜରିମାନା ଦେବାର ଅର୍ଥ ନୁହେଁ ମୁଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛି’

ନୂଆଦିଲ୍ଲୀ: ଏକ ଅବମାନନା ମାମଲାର ରାୟ ଆଧାରରେ ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ ତାଙ୍କ ଉପରେ ଅଦାଲତଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ୧ ଟଙ୍କାର ଜରିମାନା ରାଶିକୁ ଆଜି ସୁପ୍ରିମ କୋର୍ଟ ରେଜିଷ୍ଟ୍ରିରେ ଦାଖଲ କରିଛନ୍ତି। ଏହି ଅବସରରେ ନ୍ୟାୟାଳୟ…

କରୋନା ସଂକ୍ରମିତ ଓଡିଆ ଡାକ୍ତରଙ୍କ ମୃତ୍ୟୁ

ଭୁବନେଶ୍ୱର: ବ୍ରିଟେନରେ ଅବସ୍ଥାପିତ ଓଡିଆ ଡାକ୍ତର ବିଷ୍ଣୁ ମୋହନ ରାଉତରାୟଙ୍କର କରୋନା ସଂକ୍ରମଣରେ ରବିବାର ଦିନ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ସ୍କଟଲାଣ୍ଡର ଏକ ହସ୍ପିଟାଲରେ ଇଏନଟି ସର୍ଜନ ଭାବରେ କାର୍ଯ୍ୟ କରୁଥିଲେ । ସେ ବିଗତ ୪୦ ବର୍ଷ ପୂର୍ବେ…