ପିଏଲ୍ଆଇ ଯୋଜନା ଭାରତକୁ ଏକ ବିଶ୍ୱ ଉତ୍ପାଦନ ହବ୍ରେ ପରିଣତ କରିପାରେ
ନୂଆଦିଲ୍ଲୀ: ଶିଳ୍ପ ସଂସ୍ଥା ଆସୋଚାମ୍ ଅନୁଯାୟୀ, ସରକାରଙ୍କ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା ଭାରତକୁ ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ କରିପାରିବ। ଆସୋଚାମର ରିପୋର୍ଟ ଅନୁଯାୟୀ ସରକାରଙ୍କ ଏହି ଯୋଜନା ଯଥେଷ୍ଟ ପ୍ରଭାବଶାଳୀ। ଯଦି ଏହା ଧୀରେ ଧୀରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହୁଏ,…