Latest Odisha News

BREAKING NEWS

ଦ୍ଵିତୀୟା ଭାର ନେଇ ଯାଉଥିଲେ, ପିଟି ଦେଲା ଟ୍ରକ: ମାମୁଁ, ଭଣଜା ମୃତ

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ୧୬ନଂ ଜାତୀୟ ରାଜପଥର ସାହାପୁର ନିକଟ ଖରସ୍ରୋତା ନଦୀ ପୋଲ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଧକ୍କାରେ ମାମୁ ଭଣଜାଙ୍କ ମୃତ୍ୟୁ। ଭଉଣୀ ଘରକୁ ଦ୍ଵିତୀୟା ଓଷା ଭାର ନେଇ ଯାଉଥିବା ବେଳେ ଘଟିଛି ଏହି ଅଘଟଣ । ମୃତକ ସ୍ଥାନୀୟ ମଧୁବନ ନଗୁଆଁ ଗ୍ରାମର…

କଙ୍ଗନାଙ୍କ ନାଁରେ ପୁଣି ମାମଲା

ମୁମ୍ବାଇ: ଦିନକୁ ଦିନ ବଢ଼ୁଛି କଙ୍ଗନାଙ୍କ ବିବାଦ । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ଲାଗିଛି । କଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତିଜନକ ଟିପ୍ପଣୀ କରିଛନ୍ତି । ଏନେଇ ଆଜି କଙ୍ଗନାଙ୍କ ନାଁରେ ମୁମ୍ବାଇର ବିକ୍ରୋଲି…

ଏନଏସଡିର ମୁଖ୍ୟ ହେଲେ ଅଭିନେତା ପରେଶ ରାୱଲ

ନୂଆଦିଲ୍ଲୀ : ଅଭିନେତା ପରେଶ ରାୱଲ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି) ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନିଯୁକ୍ତି ଦେଇଥିବା କେନ୍ଦ୍ର ପର୍ପ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଟ୍ୱିଟ କରି ଜଣାଇଛନ୍ତି । ଏହା ଦ୍ୱାରା ବହୁ…

ରିୟା ଚକ୍ରବର୍ତ୍ତୀ ଜଣେ “ବେଙ୍ଗଲୀ ବ୍ରାହ୍ମଣ “: ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ: ଡ୍ରଗ୍ ଅଭିଯୋଗରେ ଅଭିନେତା ରିୟା ଚକ୍ରବର୍ତ୍ତୀଙ୍କ ଗିରଫଦାରୀକୁ "ହାସ୍ୟାସ୍ପଦ" ବୋଲି ବର୍ଣ୍ଣନା କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ।ରିୟା ଜଣେ 'ବେଙ୍ଗଲୀ ବ୍ରାହ୍ମଣ ମହିଳା' ଯାହାଙ୍କ ପିତା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ, ଯିଏ ପିଲାମାନଙ୍କ ପାଇଁ ନ୍ୟାୟ …

ଖଣ୍ଡଗିରିରେ ନାବାଳକକୁ ହତ୍ୟା ଘଟଣା: ‘ନିଶା ନୁହେଁ ପୂର୍ବ ଶତ୍ରୁତାରୁ ହତ୍ୟା’

ଭୁୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଛକ ଭରତପୁରରେ ଜଣେ ନାବାଳକକୁ ନିଶା ପାଇଁ ଗତକାଲି ହତ୍ୟା କରାଯାଇଥିଲା । ଏହି ଘଟଣା ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାସ । ନିଶା ନୁହେଁ ପୂର୍ବ ଶତ୍ରୁତାରୁ ହତ୍ୟା ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଡ୍ରଗ୍ସ କଥା…

ରିଲାଏନ୍ସ ରିଟେଲ୍ ଭେଂଚର୍ସରେ ୭,୫୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ସିଲ୍‌ଭର୍ ଲେକ୍‌

ବିଶ୍ୱର ଅନ୍ୟତମ ସର୍ବବୃହତ ପ୍ରଯୁକ୍ତି କ୍ଷେତ୍ର ନିବେଶକ ପକ୍ଷରୁ ଏହି ପୁଞ୍ଜିନିବେଶ ଭାରତ ପାଇଁ ରିଲାଏନ୍ସ ରିଟେଲ୍ ପ୍ରସ୍ତୁତ କରିଥିବା ଅନ୍ତର୍ଭୁକ୍ତୀକରଣ ଏବଂ ପରିବର୍ତନକାରୀ ନୂଆ କମର୍ସ ମଡେଲ୍ ପ୍ରତି ସ୍ୱୀକୃତି ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍…

ବିଗ୍‌ବସ୍‌ରେ ବିବାଦ, ସୋ’ ଛାଡିଲେ ନିଆ ଶର୍ମା !

ମୁମ୍ବାଇ: ଛୋଟ ପରଦାକୁ ଆସିନି । କରୋନା ପାଇଁ ସାମାନ୍ୟ ବିଳମ୍ବ ହେଉଛି । ହେଲେ ବି ଚର୍ଚ୍ଚାର ଶୀର୍ଷରେ ରହିଛି ବିଗ୍‌ବସ୍ । ସିଜିନ-୧୪ରେ ଦେଖିବାକୁ ମିଳିବ ନିଶ୍ଚିତ ଭାବେ କିଛି ନୂଆ । ସାମ୍ନାକୁ ପ୍ରମୋ ଆସିବା ପରେ ଏହି ବିବାଦୀୟ ସୋ'କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି ।…

ଜୁଲାଇ ମାସରେ ଅଟୋ ସେକ୍ଟରରେ ଉନ୍ନତି, ଟ୍ରାକ୍ଟର ବିକ୍ରି ବୃଦ୍ଧି ଘଟିଛି

ନୂଆଦିଲ୍ଲୀ: ଅଟୋ ସେକ୍ଟର କରୋନା ଠାରୁ ଏପର୍ଯ୍ୟନ୍ତ ପୁନଃରୁଦ୍ଧାର ହୋଇପାରି ନାହିଁ । କରୋନା ଯୋଗୁଁ ଅଟୋ ସେକ୍ଟର ଅଧିକ କ୍ଷତିଗ୍ରସ୍ତ ହୋଇଛି | ତେବେ, ଜୁଲାଇ ୨୦୨୦ ରେ, ଜୁନ୍ ୨୦୨୦ ତୁଳନାରେ ଅଟୋ ସେକ୍ଟରରେ ଉନ୍ନତି ଘଟିଥିବାବେଳେ ଟ୍ରାକ୍ଟର ବିକ୍ରିରେ ଭଲ ବୃଦ୍ଧି ଘଟିଛି। ବୋଷ୍ଟନ୍ ଆଣ୍ଡ…

ଯାଜପୁରରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୫ ଗୁରୁତର

ଯାଜପୁର : ଗ୍ୟାସ ଟାଙ୍କିର ପାଇପକୁ ସଜାଡୁଥିବା ବେଳେ ଫାଟିଲା ଟାଙ୍କି । ଗୋଟିଏ ପରିବାରର ୫ ଗୁରୁତର । ଘଟଣାଟି ଘଟିଛି ଯାଜପୁର ଖାଇରାବାଦ କାଳିନ୍ଦ୍ରାବାଦ ଗାଁରେ । ଗୁରୁତର ପାଞ୍ଚ ଜଣଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

ଭାରତରେ ବନ୍ଦ ହେଲା କରୋନା ଟିକା ଟ୍ରାଏଲ

ନୂଆଦିଲ୍ଲୀ: ଅକ୍ସଫୋର୍ଡ କରୋନା ଟିକାରେ ଲାଗିଲା ବ୍ରେକ୍ । ଭାରତରେ କରୋନ ଟିକା ପରୀକ୍ଷଣ ସାମୟିକ ଭାବେ ବନ୍ଦ ହୋଇଛି । ପରୀକ୍ଷଣ ବନ୍ଦ ନେଇ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସୂଚନା ଦେଇଛି । ଡିସିଜିଆଇର ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।…