Latest Odisha News

BREAKING NEWS

ପ୍ରାଚୀଙ୍କ ସହ ପୃଥ୍ୱୀ ଶ’ଙ୍କର କିଛି ଚକ୍କର ଚାଲିଛି କି!

ମୁମ୍ବାଇ: ଟିମ୍ ଇଣ୍ଡିଆର ଉଦୀୟମାନ ପୃଥ୍ୱୀ ଶ’ ଓ ଅଭିନେତ୍ରୀ ପ୍ରାଚୀ ସିଂଙ୍କ ମଧ୍ୟରେ କିଛି ଚକ୍କର ଚାଲିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଏଥିନେଇ ଉଭୟଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଆସି ନାହିଁ । ଏବେ ଶ’ ଇଣ୍ଡିଆନ ପ୍ରିମିୟର ଲିଗ ଖେଳିବା ପାଇଁ ୟୁଏଇ ଗସ୍ତରେ ଅଛନ୍ତି । ସେ ଦିଲ୍ଲୀ…

ସେପ୍ଟେମ୍ବର ୧୫ ଯାଏଁ ଓଡିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୩ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ର ଉପକୂଳରେ ଏକ ଘୃର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ସେପ୍ଟେମ୍ବର ୧୨ ତାରିଖ ଆଡକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏପରିକି ୧୧ ରୁ…

“ନିଟ୍‌-୨୦୨୦” ପରୀକ୍ଷା ପାଇଁ କେନ୍ଦ୍ରର ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରେ ଆୟୋଜିତ ହେବ ନିଟ-୨୦୨୦ ପରୀକ୍ଷା । ତେବେ କରୋନା କାଳରେ ଏହି ପରୀକ୍ଷା ପରିଚାଳନା ନିମେନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ‘ଅଲ୍ ଇଣ୍ଡିଆ ମେଡିକାଲ୍ ଏଣ୍ଟ୍ରାନ୍ସ୍‌ ଏକ୍ଜମିନେସନ୍-୨୦୨୦’ ଦେବାକୁ ଆଗ୍ରହୀ…

ତେଲୁଗୁ ଫିଲ୍ମରେ ଅନୀଲ କପୁର

ମୁମ୍ବାଇ: ଟଲିଉଡରେ ଡେବ୍ୟୁ କରିବେ ବଲିଉଡ୍ ସୁପରଷ୍ଟାର । ୬୩ ବର୍ଷର ମାଚୋ ମ୍ୟାନ୍ ଅନୀଲ କପୁରଙ୍କୁ ମିଳିଛି ନେଗେଟିଭ୍ ରୋଲ୍ । ଅର୍ଥାତ୍ ଫିଲ୍ମରେ ଭିଲେନ୍ ରୋଲରେ ଦେଖାଦେବେ ବଲିଉଡର ଲଖନ । ଆଉ ଏହି ଅପ କମିଂ ପ୍ରୋଜେକ୍ଟରେ ହିରୋ ଭୂମିକାରେ ନଜର ଆସିବେ ସୁପରଷ୍ଟାର ମହେଶ ବାବୁ । ଦଶହରା ପରେ…

ପୁଣି ଜଳିଲା ବୈରୁଟ ବନ୍ଦର!!!

ଲେବାନନ: ବିସ୍ଫୋରଣର ଏକ ମାସ ପରେ ପୁଣି ବୈରୁଟ ବନ୍ଦର ଅଞ୍ଚଳରେ ପ୍ରବଳ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଆଜି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା କିଛି ଚିତ୍ର ରୁ ବନ୍ଦର ଉପର ଆକାଶରେ କଳା ଧୂଆଁ ସାଙ୍ଗକୁ ନିଆଁ ଲାଗିବାର ଦେଖାଯାଇଥିଲା । ବିସ୍ଫୋରଣରେ କ୍ଷୟକ୍ଷତି ହୋଇଥିବା ବନ୍ଦରରେ…

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #ହାପିବାର୍ଥଡେଚରସିଅନୁରାଗ

ମୁମ୍ବାଇ: ଅନୁରାଗ କାଶ୍ୟପ ଗୁରୁବାର ଦିନ ୪୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏପରିକି ତାଙ୍କ ଜନ୍ମଦିନକୁ ୟୁଜର୍ସ ମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରେଣ୍ଡ କରୁଛନ୍ତି। ନିକଟରେ ନିଜେ ଅନୁରାଗ ଓ ସୁଶାନ୍ତଙ୍କ ମ୍ୟାନେଜରଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର କିଛି ପୁରୁଣା ହ୍ବାଟ୍ସ…

ଶ୍ରୀମନ୍ଦିର ମା’ ବିମଳାଙ୍କ ପୀଠେ ମୂଳାଷ୍ଟମୀ ତଥା ଶାରଦୀୟ ଦୁର୍ଗୋତ୍ସବର ଆୟମାରମ୍ଭ

ଶ୍ରୀକ୍ଷେତ୍ରର ବିଭିନ୍ନ ଶକ୍ତି ପୀଠରେ ଷୋଡ଼ଶ ଉପଚାର ପୂଜା ବା ଶାରଦୀୟ ପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଶ୍ରୀକ୍ଷେତ୍ରରେ ଥିବା ସପ୍ତ ଦେବୀ ପୀଠକୁ ଏହା ଯାଇଥାଏ । ଗୁରୁବାର ପବିତ୍ର ମୂଳାଷ୍ଟମୀ ଦିନଠାରୁ ଷୋଡ଼ଶ ଉପଚାର…

ଦେଶର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର, ଥରେ ଚାର୍ଜରେ ୬୫ କିଲୋମିଟର ଚାଲିବ

ନୂଆଦିଲ୍ଲୀ: ଦେଶରେ ପ୍ରଦୂଷଣ ବୃଦ୍ଧି ହେତୁ ବୈଦ୍ୟୁତିକ ଯାନ ଉପରେ କ୍ରମାଗତ ଗୁରୁତ୍ୱ ଦିଆଯାଉଛି। ତଥାପି, ଏପର୍ଯ୍ୟନ୍ତ ଭାରତରେ ସମ୍ପୂର୍ଣ୍ଣ  ବୈଦ୍ୟୁତିକ ଯାନ ସେତେ ସକ୍ରିୟ ହୋଇପାରିନାହିଁ | ଯଦି ଆପଣ ମଧ୍ୟ ପରିବେଶକୁ ସ୍ୱଛ ରଖିବାକୁ ଚାହୁଁଛନ୍ତି ଏବଂ ଏକ ଇଲେକ୍ଟ୍ରକ୍ ସ୍କୁଟର କିଣିବାକୁ…

UNSC ରେ ସ୍ଥାୟୀ ଆସନ ପାଇଁ ଭାରତର ପ୍ରାର୍ଥୀତାକୁ ସମର୍ଥନ ଦେଲା ଫ୍ରାନ୍ସ

ଅମ୍ବାଲା: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ପ୍ରାର୍ଥୀତାକୁ ସମର୍ଥନ ଦେଉଛି ଫ୍ରାନ୍ସ । ଏନେଇ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀ ଇସାରା ଦେଇଛନ୍ତି । ଗୁରୁବାର ଅମ୍ବାଲା ଏୟାରବେସରେ ଆୟୋଜିତ ରାଫାଲ ଯୁଦ୍ଧ ବିମାନର ପ୍ରଥମ…

ଫାର୍ମ ଅର୍ଡିନାନ୍ସ ବିରୋଧରେ ପ୍ରଦର୍ଶନ ବେଳେ ଚାଷୀଙ୍କ ଉପରକୁ ଲାଠି ମାଡ଼

ଚଣ୍ଡିଗଡ଼: କେନ୍ଦ୍ର ସରକାରଙ୍କ ତିନୋଟି ଚାଷ ସମ୍ବନ୍ଧୀୟ ନିୟମକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ବେଳେ ଚାଷୀଙ୍କ ଉପରକୁ ଲାଠି ମାଡ଼ କରାଯାଇଛି ।  ରାଜ୍ୟ ତଥା ଜିଲ୍ଲା ପ୍ରଶାସନର କରୋନା କଟକଣା କୁ ଅଣଦେଖା କରି ଏହି ରାଲିର ଆୟୋଜନ କରାଯାଉଥିବା କୁରୁକ୍ଷେତ୍ରରେ ପୋଲିସ ଅଭିଯୋଗ କରିଛି ।…