ପ୍ରଥମ ଦିନରେ କଟିଲା ୨ଲକ୍ଷ ୯୨ ହଜାରର ଚାଲାଣ
ଭୁବନେଶ୍ୱର: ଆଜିଠାରୁ ମୋଟରଯାନ ଆଇନ କଡାକଡି ହେବା ସହ ଜୋରଦାର ଧରପଗଡ ହୋଇଛି । ରାଜଧାନୀରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହୋଇଛି । ଗୋଟିଏ ଦିନରେ ପାଖାପାଖି ୨ଲକ୍ଷରୁ ଅଧିକ ଟଙ୍କାର ଜରିମାନା ଆଦାୟ ହୋଇଥିବା ଜଣାପଡିଛି । ଭୁବନେଶ୍ୱରର ଆରଟିଓ-୨ ଆଜି…