Latest Odisha News

BREAKING NEWS

‘ମାମୁ ଭଣଜା ଯୋଡି ଡିନାମାଇଟ ଲଗାଇ ବନ୍ଧ ଭାଙ୍ଗିଛନ୍ତି’

ଭୁବନେଶ୍ୱର: ମାମୁ ଭଣଜା ଯୋଡି ଡିନାମାଇଟ ଲଗାଇ ନଦୀର ବନ୍ଧ ଭାଙ୍ଗିଛନ୍ତି । ନଦୀ ବନ୍ଧ ଭାଙ୍ଗି ଲକ୍ଷାଧିକ ଲୋକଙ୍କ ଜୀବନକୁ ସଂକଟାପନ୍ନ କରିଛନ୍ତି । ଏପରି କହି ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ସେ…

ପୋଲିସ ଏସ୍‌ଆଇଙ୍କୁ ଅପହରଣ ପରେ ହତ୍ୟା କଲେ ନକ୍ସଲ

ମାଲକାନଗିରି: ପୁଣି ମାଲକାନଗିରି ଜିଲ୍ଳା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ମାଲିତଲେ ନକ୍ସଲ । ଜଣେ ପୋଲିସ ଏସ୍‌ଆଇଙ୍କୁ ଅପହରଣ କରି ତାଙ୍କୁ ହତ୍ୟା କରିଛନ୍ତି । ମୃତ ଏଏସ୍‌ଆଇଙ୍କ ନାମ ନଗେୟା କର୍ସା ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ନଗେୟା କର୍ସା ଡିୟୁଟିରୁ ଫେରୁଥିବା…

ସେପ୍ଟେମ୍ବରରେ ମିଳିବ ୪ ମାସର ଭତ୍ତା

ଭୁବନେଶ୍ୱର: ହିାଧିକାରୀଙ୍କ ପାଇଁ ଖୁସି ଖବର । ଏକା ଥରକେ ୪ ମାସର ମଧୁବାବୁ ପେନ୍‌ସନ୍ ଟଙ୍କା ପାଇବେ ହିତାଧିକାରୀ । ଏନେଇ ଆଜି ସରକାର ନିଷ୍ପତ୍ତି ନେଇଛନ୍ତି । ସବୁ ହିତାଧିକାରୀଙ୍କୁ ସେପ୍ଟେମ୍ବରରେ ମିଳିବ ଏକକାଳିନ ୪ ମାସର ଭତ୍ତା । ସେପ୍ଟେମ୍ବରରୁ ଡିସେମ୍ବର ଯାଏଁ ଭତ୍ତା ଏକକାଳୀନ…

ମିଳିଲା ଗ୍ରୀନ୍ ସିଗ୍‌ନାଲ, କଟକରେ ହେବ ଶାରଦୀୟ ଦୁର୍ଗାପୂଜା

କଟକ: ଏ ବର୍ଷ କଟକରେ ହେବ ଦୁର୍ଗାପୂଜା । ଏନେଇ ହାଇକୋର୍ଟ ପକ୍ଷରୁ ଆଜି ଗ୍ରୀନ୍ ସିଗ୍‌ନାଲ ମିଳିଛି । କୋଭିଡ ଗାଇଡଲାଇନ୍‌କୁ ମାନି ବାଲୁ ବଜାର ପୂଜା କମିଟିକୁ ଦୁର୍ଗାପୂଜା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂଜା ସମୟରେ ମଣ୍ଡପରେ ଅଜଥା ଭିଡ ନ ଜମାଇବାକୁ କୋର୍ଟ କହିଛନ୍ତି। ଗତ…

ଖେଳରେ ଖେଳରେ ଶିଖିବା : କାଗଜ ହେଲିକପଟର

ଏବେ ତ କରୋନା ପାଇଁ ଚାରିଆଡେ ଲକ୍ ଡାଉନ । ସ୍କୁଲ ବି ବନ୍ଦ । ତେଣୁ ତମେ ପିଲାମାନେ ଘରେ ରହି ରହି ବୋର ହେଇଯିବଣି । ବାହାରକୁ ଯାଇ ତ ଖେଳିବା ମନା । ଘରେ ସେଇ ଖେଳଣାରେ କେତେ ଆଉ ଖେଳିବ । ତେଣୁ ଆଜି ଆମେ ଗୋଟେ ନୂଆ କଥା ଶିଖିବା । ଆଜି ଶିଖିବା କାଗଜର ହେଲିକପଟର କେମିତି ତିଆରି କରନ୍ତି ।…

ବେୟର ଗ୍ରୀଲ୍ସଙ୍କ ସହ ଅକ୍ଷୟ କୁମାରଙ୍କ ଖତରନାକ ଏଡଭେଞ୍ଚର୍ସ; ଦେଖନ୍ତୁ ଭିଡିଓ

..ଭୁବନେଶ୍ୱର: ଦୁନିଆର ସବୁଠୁ ଲୋକପ୍ରିୟ ଶୋ ‘ମେନ୍ ଭସେର୍ସ ୱାଇଲ୍ଡ’ରେ ବଲିଉଡ ଅଭିନେତା ଅକ୍ଷୟ କୁମାର ନଜର ଆସିବାକୁ ଯାଉଛନ୍ତି । ସୋମବାର ଦିନ ଅକ୍ଷୟ କୁମାର ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ । ଏହି ଭିଡିଓରେ ବେୟର ଗ୍ରୀଲ୍ସଙ୍କ ସହ ଖତରନାକ ଏଡଭେଞ୍ଚର୍ସ କରୁଥିବା ନଜର…

ଏଥର ଭୁବନେଶ୍ୱରରେ ନିରାଡମ୍ବର ଦୂର୍ଗାପୂଜା

ଭୁୁବନେଶ୍ୱର: ଏଥର ରାଜଧାନୀ ଭୁବନେଶ୍ୱରରେ ଜମିବନି ଦୁର୍ଗାପୂଜା । ଚଳିତ ବର୍ଷ ଆଡମ୍ବରଶୂନ୍ୟ ଦୁର୍ଗାପୂଜା ଆୟୋଜିତ ହେବ ଭୁବନେଶ୍ୱରରେ। ବିଭିନ୍ନ ପୂଜା କମିଟି ସହ ପୋଲିସ କମିଶନରଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ପୂଜାରେ ତୋରଣ ଓ…

ତହସିଲଦାର କରୋନା ଆକ୍ରାନ୍ତ ଚିହ୍ନଟ

ଚାନ୍ଦବାଲି: ଚାନ୍ଦବାଲିର ତହସିଲଦାର ସୁଶାନ୍ତ ସୁତାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଭଦ୍ରକ ପ୍ରଶାସନ । ସୂଚନାନୁଯାୟୀ, ଅସୁସ୍ଥତା ଅନୁଭବ କରିବା ପରେ ଶ୍ରୀ ସୁଶାନ୍ତ ଶନିବାର ଦିନ କରୋନା ଟେଷ୍ଟ କରାଇଥିଲେ । ଟେଷ୍ଟ ରିପୋର୍ଟ ରବିବାର ଦିନ…

କୋଭିଡ ସଂକ୍ରମିତ ମହିଳାଙ୍କ ସନ୍ତାନ ପ୍ରସବ

ଝାରସୁଗୁଡା: ଝାରସୁଗୁଡାର ଏକ କୋଭିଡ ହସ୍ପିଟାଲରେ ଜଣେ କରୋନା ସଂକ୍ରମିତ ମହିଳା ସୋମବାର ଦିନ ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ମହିଳା ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ରବିବାର ବିଳମ୍ବିତ ରାତିରେ ମହିଳାଙ୍କ…

ବୃଦ୍ଧାଙ୍କ ଡ୍ୟାନ୍ସ ଜଲଓ୍ୱା, ଭିଡିଓ ଦେଖିଲେ ଖୁସ୍ ହୋଇଯିବେ

ଆଶା ଭୋସଲେଙ୍କ ଗୀତରେ ଦୁଇ ବୃଦ୍ଧାଙ୍କ ଜବରଦସ୍ତ ଡ୍ୟାନ୍ସ । ଧମାକାଦାର ଷ୍ଟେପ୍ ସାଙ୍ଗକୁ ଜମାଣିଆ ଫେସିଆଲ୍ ଏକ୍ସପ୍ରେସନ୍ । ଭାଇରାଲ୍ ଭିଡିଓକୁ ଯିଏ ଦେଖିବ କହିବ ଓ୍ୱା ... ଓ୍ବା ...। କଣ ଡ୍ୟାନ୍ସ କରୁଛନ୍ତି ସେମାନେ ! ୧୯୭୫ ମସିହାର ଫେମସ ସଙ୍ଗ୍ ପିୟା ତୁ ଅବ ତୋ ଆଜା ... ଗୀତରେ…