Latest Odisha News

BREAKING NEWS

ପିଆଜ @ ୧୦୦

ଭୁବନେଶ୍ୱର: ରାତି ପାହିଲେ ବଢ଼ିଚାଲିଛି ପିଆଜ ଦର। ଗତ ସପ୍ତାହରେ ୬୦ ଭିତରେ ଥିବା ଏବେ ୯୦ ଛୁଇଁଥିବା ବେଳେ ଆଜି କଟକରେ ପିଆଜ ଦର ୧୦୦ ଛୁଇଁଛି । ପ୍ରତିଦିନ ପିଆଜର ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିଙ୍କୁ କଲବଲ କରିଦେଲାଣି। ଚାରି ମାସ ତଳେ କିଲୋ ପିଛା ୨୦ ରୁ ୨୫ ଟଙ୍କାରେ ବିକ୍ରି ହେଉଥିବା…

ପାରାଦୀପ ବନ୍ଦରରେ ଲାଗିଲା ଭାରତୀୟ ଯୁଦ୍ଧଜାହାଜ; ଆଜି ଦେଖିପାରିବେ ସର୍ବସାଧାରଣ

ପାରାଦୀପ: ଭାରତୀୟ ନୌସେନାର ୨ଟି ଜାହାଜ ଆଇଏନଏସ ରାଣା ଓ ଆଇଏନଏସ ଘଡ଼ିଆଳ ଶନିବାର ରାତିରେ ପାରାଦୀପ ବନ୍ଦରରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଆଜି ସ୍କୁଲପିଲା ଓ ସର୍ବସାଧାରଣ ଏହାକୁ ଦେଖିବାକୁ ସୁଯୋଗ ପାଇବେ । ତେବେ ଏଥିପାଇଁ ନୌସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।…

ଭଦ୍ରକର ପୁରାତନ ମହାବୀର ମନ୍ଦିର; ଯେଉଁଠି ବଢିଚାଲିଛନ୍ତି ସ୍ୱୟଂ ହନୁମାନ !

ଭଦ୍ରକ: ରାମାୟଣରେ ବର୍ଣ୍ଣନା ଅନୁଯାୟୀ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ସର୍ବ ଶକ୍ତିମାନ ହନୁମାନଜୀଙ୍କ ଅସାଧ୍ୟ ସାଧନ କଥା ସମସ୍ତେ ଜାଣିଛନ୍ତି । ଯେଉଁ ସ୍ଥାନକୁ ଯିବା ଅସମ୍ଭବ ସେହି ସ୍ଥାନକୁ ଯାଇ ଶ୍ରୀ ହନୁମାନଜୀ ଅନେକଙ୍କ ପ୍ରାଣରକ୍ଷା କରିଛନ୍ତି । ମର୍ଯ୍ୟାଦା ପୁରୁଷ ପ୍ରଭୁ…

ରାଜଧାନୀରେ ଚାଞ୍ଚଲ୍ୟ, ଇସ୍କନ ମନ୍ଦିର ପରିସରରୁ ଉଦ୍ଧାର ହେଲା ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ଇସ୍କନ ମନ୍ଦିର ପରିସରରୁ ରବିବାର ଦିନ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିଙ୍କ ନାମ ବାବୁ ସାହୁ ଏବଂ ସେ ଗଞ୍ଜାମ ଜିଲ୍ଲା ଶେରଗଡର ବାସିନ୍ଦା ବୋଲି ପୋଲିସ ସୁତ୍ରରୁ ପ୍ରକାଶ । ସେ ମନ୍ଦିର ପରିସରରେ ଥିବା ଏକ…

କ୍ରୋଧ ନିୟନ୍ତ୍ରଣ କରିବାର ସରଳ ଉପାୟ

ଭୁବନେଶ୍ୱର: କଣ ଆପଣ କଥା କଥାରେ ରାଗନ୍ତି ? କେବେ ନିଜ ଲୋକଙ୍କ ଉପରେ ରାଗି ତାଙ୍କ ମନ ଦୁଃଖ କରିଛନ୍ତି ? କେବେ ନିଜର ରାଗ ପାଇଁ ନିଜ କାମ ଖରାପ କରିଛନ୍ତି ? ଯଦି ଆପଣଙ୍କ ଏହି ରାଗ ଆପଣଙ୍କ ଜୀବନରେ କିଛି ବ୍ରେକ୍ ଲଗାଇଦେଇଛି । ତେବେ ତଳେ ଦିଆଯାଇଥିବା ଏହି ଟିପ୍ସ ଆପଣାନ୍ତୁ, ଆଉ ନିଜ ରାଗ…

ବିଜେଡିରେ ମିଶିଲେ ପ୍ୟାରୀଙ୍କ ଝିଅ ସିକ୍ତା

ଭୁବନେଶ୍ୱର: ବିଜେଡିର ପୂର୍ବତନ ସାଂସଦ ତଥା ଦିବଂଗତ ନେତା ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି ରବିବାର ଦିନ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ସେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଶାସକ ଦଳ ବିଜେଡି (ବିଜୁ…

ଜାନୁଆରୀ ୧ରୁ ମହଙ୍ଗା ହେବ ଫ୍ରିଜ୍ ଓ ଏସି…

ଭୁବନେଶ୍ୱର: ଫ୍ରିଜ ଓ ଏସି ଇତ୍ୟାଦି କିଣିବାକୁ ଚାହୁଁଥିବା ଉପଭୋକ୍ତା ଏକ ଜାନୁଆରୀ ପୂର୍ବରୁ କିଣିଦିଅନ୍ତୁ | କାରଣ ୧ ଜାନୁଆରୀ ୨୦୨୦ ରୁ ପକେଟରୁ ଅଧିକା ୬୦୦୦ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିପାରେ | ଜାନୁଆରୀରୁ ବ୍ୟୁରୋ ଅଫ ଏନର୍ଜି (ବି.ଇ.ଇ) ପାଞ୍ଚ ତାରକା ମାନଙ୍କ ଲାଗୁକରିବାକୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୪-୧୧-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୨୪ ରିଖ ରବିବାର ବିଛା ୦୮ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଚିତ୍ରା ନକ୍ଷତ୍ର ନକ୍ଷତ୍ର ତୁଳା ଚନ୍ଦ୍ର ଘାତ…

ଭୁବନେଶ୍ୱର ସୈନିକସ୍କୁଲରେ ‘ଫିଟ୍ ଇଣ୍ଡିଆ ସାଇକ୍ଲୋଥନ୍ ’ ଅନୁଷ୍ଠିତ

ଭୁବନେଶ୍ୱର: ରାଜଧାନୀସ୍ଥିତ ସୈନିକସ୍କୁଲ ପକ୍ଷରୁ ଶନିବାର ଦିନ ‘ଫିଟ୍ ଇଣ୍ଡିଆ ସାଇକ୍ଲୋଥନ୍ ’ ଅନୁଷ୍ଠିତ ହୋଇଯାଇଛି । ଏହି ସାଇକ୍ଲୋଥନରେ ସୈନିକସ୍କୁଲର ୧୪୩ କ୍ୟାଡେଟ୍ , ୧୦ ଷ୍ଟାଫ୍ ମେମ୍ବରଙ୍କ ସମେତ ସୈନିକସ୍କୁଲ ଅଧ୍ୟକ୍ଷ ଗ୍ରୁପ୍ କ୍ୟାପ୍ଟେନ୍ ଏସ୍. ଡୋମିନିକ୍ ରାୟନ୍ ଫିଟ୍ ଇଣ୍ଡିଆ…

ଆସନ୍ତା ୨୪ ଓ ୨୫ରେ ଭୁବନେଶ୍ୱରର ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତା ନଭେମ୍ବର ୨୪ ଓ ୨୫ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।…