Latest Odisha News

BREAKING NEWS

ବୃଦ୍ଧି ପାଇବ ତମ୍ବାଖୁ ସେବନର ବୟସ ସୀମା

ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ତମ୍ବାଖୁ ସେବନର ଆଇନଗତ ବୟସ ସୀମା ୧୮ ବର୍ଷ ବୟସରୁ ୨୧କୁ ବୃଦ୍ଧି ପାଇବ । ଏନେଇ ଏକ ସୁପାରିଶ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କମିଟି ମନ୍ତ୍ରଣାଳୟକୁ ଦେଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁଯାୟୀ, ନିକଟଷର ଏସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ…

ସିଏଏ ବିରୋଧରେ ମୌଜପୁରରେ ପଥର ମାଡ; ପୋଲିସର ଲୁହବୁହା ଗ୍ୟାସ ପ୍ରୟୋଗ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଆନ୍ଦୋଳନ ଉଗ୍ର ରୂପ ନେଇଛି । ସିଏଏ ବିରୋଧରେ ଶାହିନ ବାଗ ପରେ ଜାଫରାବାଦରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଜାଫରାବାଦ ପ୍ରଦର୍ଶନର ପାଲଟା ଜବାବରେ ବିଜେପି ନେତା କପିଲ ମିଶ୍ରା ଓ ତାଙ୍କ ସମର୍ଥକ ରାସ୍ତାକୁ…

ଗ୍ୟାଙ୍ଗଷ୍ଟର ରବି ପୂଜାରୀ ଦକ୍ଷିଣ ଆଫ୍ରିକାରେ ଗିରଫ

ନୂଆଦିଲ୍ଲୀ: ୧୫ ବର୍ଷ ଧରି ଫେରାର ଥିବା ଗ୍ୟାଙ୍ଗଷ୍ଟାର ରବି ପୂଜାରୀ ଶେଷରେ ଧରାପଡିଛନ୍ତି । ଦକ୍ଷିଣ ଆଫ୍ରିକାରେ ସେ ଗିରଫ ହୋଇଛନ୍ତି । ଏଥିପାଇଁ ଗଠନ କରାଯାଇଥିବା ଟିମରେ କର୍ଣ୍ଣାଟକର ଜଣେ ବରିÂ ଆଇପିଏସ ଅଧିକାରୀ ରହିଛନ୍ତି । ତାଙ୍କ ନାମରେ ଅନେକ କେସ୍ ରହିଛି । ସୋମବାର ବିଳମ୍ବିତ…

କରୋନା ଭାଇରସରୁ ଝିଅକୁ ରକ୍ଷା କରିବା ପାଇଁ ମାଆର ଅଭିନବ ପ୍ରୟାସ

ଉହାନ: ଚୀନର ହୁବଇ ପ୍ରାନ୍ତର ଏକ ଗାଁରେ ୭ ବର୍ଷର ବି ମେନଗୀ ନାମକ ଝିଅର ମାଆ ତାଙ୍କ ପାଇଁ ଏକ ପଲିଥିନର ଟେଣ୍ଟ ତିଆରି କରିଛନ୍ତି । ଯେଉଁଥିରୁ ସେ କରୋନା ଭାଇରସର ସଂକ୍ରମଣରୁ ବଂଚିପାରିବେ ଓ ଅନଲାଇନରେ କ୍ଲାସ କରିପାରିବେ । ଘର ଭିତରେ ଇଣ୍ଟରନେଟ୍ କନେକ୍ସନ ଦୁର୍ବଳ ଥିବାରୁ ମନେଗୀ ଘର…

କରୋନା ଭୂତାଣୁ: ସିଙ୍ଗାପୁର ନ ଯିବାକୁ ନାଗରିକଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମାରାତ୍ମକ ଭୂତାଣୁ କରୋନା । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ସିଙ୍ଗାପୁର ନଯିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି । ନିହାତି ଜରୁରୀ କାମ ନଥିଲେ ଭାରତୀୟ ସିଙ୍ଗାପୁର ନଯିବା ପାଇଁ ପରାମର୍ଶ ଦିଆଯାଇଛି । ସୋମବାରଠୁ ନେପାଳ,…

ହ୍ୱାଟ୍ସଆପରେ ଆସିଲା ନୂଆ ଅପଡେଟ୍ ଫିଚର୍‌, ଜାଣନ୍ତୁ…

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ସ ହ୍ୱାଟ୍ସଆପରେ ଯୋଡି ହୋଇଛି ନୂଆ ଫିଚର୍ । ଏହାର ଡାର୍କ ମୋଡରେ କମ୍ପାନୀ ପକ୍ଷରୁ କିଛି ନୂଆ ଅପଡେଟ୍ ଜାରି କରାଯାଇଛି । ଖାସ୍ କରି ଆଇଫୋନ୍ ତଥା ଆପେଲ୍ ଗ୍ରାହକଙ୍କ ଲାଗି ଏହି ଅପଡେଟ୍ ଜାରି କରାଯାଇଛି । ଯାହାଫଳରେ ଏବେ ଡାର୍କମୋଡରେ ସାମିଲ ହୋଇଛି…

ଭୁବନେଶ୍ୱରରେ ଇଣ୍ଡିଗୋ ଫ୍ଲାଇଟର ଜରୁରୀ ଅବତରଣ, ହୃଦଘାତରେ ଯାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରବିବାର ଏକ ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କୋଲକାତାରୁ ବାଙ୍ଗାଲୁରୁ ଅଭିମୁଖେ ଯାଉଥିବା ଏହି ବିମାନରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟବସ୍ଥା ହଠାତ୍…

ବେଙ୍ଗଲ ୪୪୩ ରନରେ ଅଗ୍ରଣୀ, ଓଡିଶାର ସେମିରେ ପ୍ରବେଶ ଆଶା କ୍ଷୀଣ

କଟକ: ରଣଜୀ କ୍ୱାର୍ଟର ଫାଇନାଲରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ବ୍ୟାଟ୍ସମ୍ୟାନଙ୍କ ପରେ ବୋଲରମାନେ ମଧ୍ୟ ବେଙ୍ଗଲ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବାରେ ସଫଳ ହୋଇପାରି ନାହାନ୍ତି । ୪ର୍ଥ ଦିବସ ଖେଳ ଶେଷ ବେଳକୁ ବେଙ୍ଗଲ ଦ୍ୱିତୀୟ ଇନିଂସରେ ୭ ଉଇକେଟ ବିନିମୟରେ ୩୬୧ ରନ କରି ଓଭରାଲ…

‘ଭୁଲଭୁଲେୟା-୨’ରେ ପୁଣି ରାଜପାଲ

ମୁମ୍ବାଇ: ଚର୍ଚ୍ଚାରେ ଅପକମିଂ ଫିଲ୍ମ ‘ଭୁଲଭୁଲେୟା-୨’ । ନିଦେ୍ର୍ଧଶକ ତଥା ଲେଖକ ଅନୀସ ବଜ୍‌ମୀଙ୍କ ଏହି ଫିଲ୍ମର ଲିଡ୍ ରୋଲରେ କାର୍ତ୍ତିକ ଆରୟନ୍ ନଜର ଆସିବେ । ତାଙ୍କ ସହ କମେଡିଆନ୍ ରାଜପାଲ ଯାଦବ ମଧ୍ୟ ନଜର ଆସିବେ । ଫିଲ୍ମ ‘ଭୁଲ୍ଭୁଲେୟା’ରେ ରାଜପାଲ ନିଜ କମେଡିରେ ଲୋକଙ୍କୁ ଖୁବ୍…

ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ମୋଦୀ ଦେଲେ ସ୍ୱାଗତ ସନ୍ଦେଶ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଦୁଇ ଦିନ ଭାରତରେ ରହିବେ । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ତାଙ୍କୁ ସ୍ୱାଗତ ସନ୍ଦେଶ ଦେଇଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏକ ଭିଡିଓ ପୋଷ୍ଟ…