Latest Odisha News

BREAKING NEWS

ରାଜଧାନୀର ବିସ୍କୁଟ କାରଖାନାରୁ ୨୮, ପୋଲିସ ସିକ୍ୟୁରିଟି ୱିଙ୍ଗରୁ ବାହାରିଲେ ୩୨ ପଜିଟିଭ

ଭୁବନେଶ୍ୱର: ରାଜଧାଦୀରେ ଦିନକୁ ଦିନ କରୋନା ସଂକ୍ରମଣ ଶୀର୍ଷକୁ ଉଠୁଛି । ଆଜି ପୁଣି ଭୁବନେଶ୍ୱରରୁ ୨୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚନ୍ଦକା ଅଂଚଳରେ ଥିବା ଏକ ବିସ୍କୁଟ କାରଖାନାରେ ୨୮ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ପୁଲିସ ସିକ୍ୟୁରିଟି ଓ୍ଵିଙ୍ଗ୍‌ରୁ ୩୨ ଜଣ…

ଏୟାର ଆମ୍ବୁଲାନ୍ସରେ ଜର୍ମାନୀ ପହଂଚିଲେ ରୁଷ ବିପକ୍ଷ ଦଳର ନେତା ନାଭେଲନୀ

ମସ୍କୋ:ରୁଷ ବିରୋଧୀ ଦଳର ନେତା ଏଲେକ୍ସି ନାଭେଲନୀଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଜର୍ମାନୀ ନିଆଯାଇଛି । ନାଭେଲନୀ ୨ ଦିନ ତଳେ ବିମାନରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଚା’ରେ ବିଷ ଦିଆ ଯାଇଥିବା ସନ୍ଦେହ କରାଯାଉଛି । ବର୍ତମାନ ସେ କୋମା ଷ୍ଟେଜରେ ଅଛନ୍ତି । ଜର୍ମାନୀ ପଠାଇବା ପାଇର୍…

ନୂଆଖାଇ ଚଳଚଞ୍ଚଳ ସୋନପୁର, ନବାନ୍ନ ଖାଇବା ପାଇଁ ବିଭିନ୍ନ ଗଛର ପତ୍ରରୁ ପ୍ରସ୍ତୁତ ସରିଲାଣି ପତ୍ର ଓ ଦନା

ସୋନପୁର: ଆସନ୍ତାକାଲି ନୂଆଖାଇ । ପଶ୍ଚିମ ଓଡିଶାର ଏହି ଗଣ ପର୍ବ ପାଇଁ ଏବେ ଚାରିଆଡ ଉତ୍ସବମୁଖର । ଧାର୍ଯ୍ୟ ସମୟ ଅନୁସାରେ ପରିବାରର ସମସ୍ତେ ମିଶି ନୂଆ ଖାଇବେ । ସାନମାନେ ବଡମାନଙ୍କ ଆଶୀର୍ବାଦ ନେବେ । ଲୋକ ପର୍ବ ନୂଆଁଖାଇ ରେ ଦେଖିବାକୁ ମିଳେ ମଣିଷ ଓ ପ୍ରକୃତିର ନିବିଡ ସମ୍ପର୍କ ।…

‘ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରେ ଆକ୍ଟିଭ କେସ୍ ୫ ହଜାର ଟପିବ’

ଭୁବନେଶ୍ୱର: ଗଲା ମାସରେ ଭୁବନେଶ୍ୱରରେ ସେରୋଲଜିକାଲ ସର୍ଭେ କରାଯାଇଥିଲା । ସର୍ଭେ ଅନୁସାରେ କମ୍ ଲୋକଙ୍କ ଦେହରେ ଆଂଟିବଡି ରହିଛି । ଅନ୍ୟ ସହର ତୁଳନାରେ ଭୁବନେଶ୍ୱର କମ୍ ପ୍ରଭାବିତ ହୋଇଛି । ଏବେ ରାଜଧାନୀରେ ସଂକ୍ରମଣ ଶୀର୍ଷରେ ରହିଛି ବୋଲି ଆଜି ବିଏମ୍‌ସି କମିଶନର ସାମ୍ବାଦିକ ସମ୍ମିଳନୀରେ…

ଚୀନର ସମ୍ପୃକ୍ତି ଯୋଗୁ ଭାରତୀୟ ରେଲୱେ ବନ୍ଦେ ଭାରତ ଟ୍ରେନ ନିର୍ମାଣ ଠିକାକୁ ରଦ୍ଦ କରିଛି

ନୂଆଦିଲ୍ଲୀ: ଭାରତ ସହ ଶତ୍ରୁତା ଚୀନକୁ ଆର୍ଥୀକ ଦୃଷ୍ଟି କୋଣରୁ ମହଙ୍ଗା ସାବ୍ୟସ୍ତ ହୋଇଛି । ଲଦାଖ ସୀମା ବିବାଦ ପରେ ଭାରତ ଗୋଟିଏ ପରେ ଝଟକା ଚୀନକୁ ଦେବାରେ ଲାଗିଛି । ଭାରତୀୟ ରେଲୱେ ଶନିବାର ୪୪ ସେମି ହାଇସ୍ପିଡ ବନ୍ଦେ ଭାରତ ଟ୍ରେନ ନିର୍ମାଣ ଠିକାକୁ ରଦ୍ଦ କରିଛି । ଗତ ବର୍ଷ ଏଥିପାଇଁ…

ସୁପରଷ୍ଟାର ପ୍ରଭାସ୍ ଓ ୯୫୦ କୋଟି ଟଙ୍କା !

ହାଇଦ୍ରାବାଦ: ପ୍ରଭାସଙ୍କ ଉପରେ ଲାଗିଛି ୯୫୦ କୋଟି ଟଙ୍କା । ହେଲେ କୌଣସି ସଟ୍ଟା କି ଜୁଆଖେଳରେ ନୁହେଁ । ବରଂ ପ୍ରଭାସଙ୍କର କିଛି ଅପକମିଂ ଫିଲ୍ମର ବଜେଟ୍ ରହିଛି ୯୫୦ କୋଟି ଟଙ୍କା । ଫିଲ୍ମ ବାହୁବଲିର ସଫଳତା ପରେ ପ୍ରଭାସଙ୍କ କ୍ୟାରିୟର ଗ୍ରାଫ ଉପରକୁ ଉଠିବାରେ ଲାଗିଛି । ତାଜା ସ୍ଥିତିରେ…

ପୁରୀ ବଗଲା ଧର୍ମଶାଳା ନେଇ ସରକାରଙ୍କୁ ବିଜେପିର ୩ଟି ପ୍ରଶ୍ନ

ପୁରୀ: ପୁରୀରେ ଥିବା ବଗଲା ଧର୍ମଶାଳାର ଜମି ପ୍ଲଟିଂ କରି ବିକ୍ରି କରାଯିବାକୁ ନେଇ ସରକାରଙ୍କୁ ଘେରିଛି ବିଜେପି । ଏହାର ପ୍ରତିବାଦରେ ବିଜେପି ବିଧାୟକ ଓ କର୍ମୀ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଧାରଣାରେ ସାମିଲ ହୋଇଛି । ଜମି ବିକ୍ରି ପଛରେ ବଡ କରାସାଦି ଥିବା ସେ ଅଭିଯୋଗ କରିଛନ୍ତି…

ବିକ୍ରି ହୋଇନି ପୁରୀ ବଗଲା ଧର୍ମଶାଳା ଜମି: ଜିଲ୍ଲା ପ୍ରଶାସନ

ପୁରୀ: ପୁରୀ ବଗଲା ଧର୍ମଶାଳା ଜମି ବିବାଦ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ପୁରୀ ଜିଲ୍ଲା ପ୍ରଶାସନ । କାହାକୁ ଦିଆଯାଇନି ବଗଲା ଜମି । ଘରୋଇ ଲଜ୍‌ ମାଲିକଙ୍କୁ ଜମି ଦିଆଯାଇନି । ସେବାୟତଙ୍କ ବିସ୍ଥାପନ ପାଇଁ ଜମିର ୧୨% ବ୍ୟବହାର ହୋଇଛି । ୭୫ ମିଟର ଉଚ୍ଛେଦ ବେଳେ ଜମି ହରାଇଥିଲେ ଏହି ସେବାୟତ ।…

ସୁଶାନ୍ତ କେସ୍ : ସନ୍ଦୀପଙ୍କ ପ୍ରତି ସନ୍ଦେହ ବୃଦ୍ଧି ପାଉଛି

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ କେସ୍‌ରେ ସିବିଆଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛି । କୁକ୍ ନୀରଜ, ରୁମମେଟ୍ ସିଦ୍ଧାର୍ଥ ପିଠାନୀ ପରେ ଏବେ ସନ୍ଦୀପଙ୍କୁ ଜେରା କରିବା ପାଇଁ ବିଚାର କରୁଛି । ସନ୍ଦୀପ ସୁଶାନ୍ତଙ୍କ ଜଣେ ଭଲ ବନ୍ଧୁ ଭାବେ ନିଜକୁ ଚିତ୍ରଣ କରୁଛି । ୧୪ ଜୁନ୍ ସୁଶାନ୍ତଙ୍କ…

ସ୍ୱଚ୍ଛ ଭାରତ ଅଭିଯାନରେ ଓଡିଶାରେ ନିର୍ମାଣ ହୋଇଛି ୮୦ ଲକ୍ଷ ଶୌଚାଳୟ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ସ୍ୱଚ୍ଛ ଭାରତ ଅଭିଯାନରେ ଓଡିଶାରେ ନିର୍ମାଣ ହୋଇଛି ୮୦ ଲକ୍ଷରୁ ଅଧିକ ଶୌଚାଳୟ । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଲାଭ ପାଇବାରେ ଓଡିଶା ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ରହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସ୍ୱାମୀ…