Latest Odisha News

BREAKING NEWS

ସାବଧାନ ! ଓଡ଼ିଶାରେ କରୋନାର ପୁନଃ ସଂକ୍ରମଣ

ଭୁବନେଶ୍ୱର: ଓଡ଼ିଶାରେ କରୋନାର ରି-ଇନଫେକ୍ସ (ପୁନଃ ସଂକ୍ରମଣ) ମାମଲା ସାମନାକୁ ଆସିଛି । ଆଇଏଲଏସରେ କୋଭିଡ୍ ଟେଷ୍ଟ ହୋଇଥିବା କିଛି ଲୋକଙ୍କ ମଧ୍ୟରୁ ୩-୪ ଜଣଙ୍କର ପୁନଃ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନସେସ୍ ବା…

ଦୀପାବଳି ପରେ ରାଜ୍ୟରେ ଖୋଲିବ କି ସ୍କୁଲ !

ଭୁବନେଶ୍ୱର: ଦିପାବଳୀ ପରେ ରାଜ୍ୟରେ ସ୍କୁଲ ଖୋଲିବ କି ନାହିଁ, ତାକୁ ନେଇ ସସପେନ୍ସ ଲାଗି ରହିଛି । ଏନେଇ ସରକାର ବିଚାରବିମର୍ଶ ଚଳାଇଛନ୍ତି । କୌଣସି ନିଷ୍କର୍ଷ ହୋଇ ନାହିଁ । ପୂର୍ବରୁ ମୁଖ୍ୟମନ୍ତ୍ରୀ ପୂଜା ଛୁଟି ଯାଏ ସ୍କୁଲ ବନ୍ଦ ରହିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ କେବେ…

୨୦୨୦ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ସବୁଠାରୁ ମହଙ୍ଗା ନିର୍ବାଚନ ହେବ; ଦ ସେଣ୍ଟର ଫର୍‌ ରେସ୍‌ପନ୍‌ସିଭ୍‌…

ନୂଆଦିଲ୍ଲୀ: ୨୦୨୦ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ସବୁଠାରୁ ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି। ଗତ ରାଷ୍ଟ୍ରପତି ନିର୍ବାଚନ ତୁଳନାରେ ଏହା ଦୁଇ ଗୁଣ ମହଙ୍ଗା। ଏକ ଅନୁସନ୍ଧାନ ଗୋଷ୍ଠୀର ଆକଳନ ଅନୁଯାୟୀ ଏହି ନିର୍ବାଚନର ମୋଟ ମୂଲ୍ୟ ୧୪ ବିଲିୟନ ଆମେରିକୀୟ ଡଲାରକୁ ଯାଇପାରେ।…

‘ଆରୋଗ୍ୟ ବନ’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦ ଅଭିମୁଖେ ଗସ୍ତ କରିଥିଲେ। ସେଠାରେ ସେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ…

ବବି ଦିଓଲଙ୍କୁ ଫୁରସତ୍ ନାହିଁ, ଆସୁଛି ନୂଆ ଫିଲ୍ମ !

ମୁମ୍ବାଇ: ଶାହରୁଖ ଖାନଙ୍କ ହୋମ୍ ପ୍ରଡକ୍ସନ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଓ ଦ୍ରିଶ୍ୟମ ଫିଲ୍ମସ୍ ଏକ ନୂଆ ପ୍ରୋଜେକ୍ଟ ପାଇଁ ଏକାଠି ହେବେ । ପ୍ରୋଜେକ୍ଟ ତଥା ଫିଲ୍ମର ଟାଇଟଲ ରହିଛି ଲଭ୍ ହଷ୍ଟେଲ୍ । ଫିଲ୍ମରେ ନଜର ଆସିବେ ତିନିତିନିଜଣ ମଲ୍ଟିି ଟ୍ୟାଲେଣ୍ଟେଡ ବଲିଉଡ୍ ଆକ୍ଟର । ସୋସିଆଲ୍…

ଭଲ ଜୀବନସାଥୀଟେ ପାଇଁ ୧୦ ଥର ବିବାହ କରିସାରିଛନ୍ତି ମହିଳା; ତଥାପି ଖୋଜୁଛନ୍ତି….

ନୂଆଦିଲ୍ଲୀ: ଲୋକମାନେ ସବୁବେଳେ ବିବାହ କରିବା ପାଇଁ ଏବଂ ସେମାନଙ୍କ ଦାମ୍ପତ୍ୟ ଜୀବନକୁ ସୁଖରେ ବିତାଇବା ପାଇଁ ଏକ ଉପଯୁକ୍ତ ସାଥୀଟିଏ ଖୋଜନ୍ତି। କିନ୍ତୁ ଆମେରିକାର ଜଣେ ମହିଳା ଉପଯୁକ୍ତ ଜୀବନସାଥୀଟିଏ ଖୋଜିବା ପାଇଁ ଏପର୍ଯ୍ୟନ୍ତ ୧୦ ଥର ବିବାହ କରିସାରିଲେଣି। ଆଶ୍ଚର୍ଯ୍ୟର କଥା, ସେ…

ଭିନ୍ନ ପ୍ରତିବାଦ, ଜାଳିଦେଲେ ୨.୪୨ କୋଟି ମୂଲ୍ୟର ମର୍ସିଡିଜ୍ ଗାଡି !

ଭୁବନେଶ୍ୱର: ଏକ ଚକିତକର ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଋଷିଆ ଦେଶ । ଜଣେ ୟୁଟ୍ୟୁବର୍ ନିଜ ଦାମୀ ତଥା ଇମ୍ପୋର୍ଟେଡ୍ ଗାଡିରେ ନିଆଁ ଲଗାଇ ସୋସିଆଲ୍ ମିଡିଆରେ ଭିଡିଓଟିକୁ ଭାଇରାଲ୍ କରିଛନ୍ତି । ୟୁଟ୍ୟୁବର୍ ମିଖାଇଲ୍ ଲିଟ୍‌ଭିନ୍‌ଙ୍କର ୪.୯୭ ମିଲିୟନ୍ ସବସ୍କ୍ରାଇବର ଅଛନ୍ତି । ଏଇ ନିକଟରେ ଏକ…

ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଦେଖିପାରିବେନି ଶ୍ରଦ୍ଧାଳୁ

ପୁରୀ: ଆସନ୍ତା ନଭେମ୍ବର ୨୭ ତାରିଖରେ ହେବାକୁ ଥିବା ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ବିନା ଭକ୍ତରେ ହେବ ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) ନିଷ୍ପତ୍ତି ନେଇଛନ୍ତି । ଚଳିତ ଥର କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି।…

ଷ୍ଟାର୍ଟଅପ୍ କମ୍ପାନି ‘ୱେଲଭର୍ସଡ୍‌’ର ବ୍ରାଣ୍ଡ୍‌ ଆମ୍ବାସାଡାର ହେବେ ଯୁବରାଜ!

ନୂଆଦିଲ୍ଲୀ: ପୁଷ୍ଟିକର ଦ୍ରବ୍ୟ ସହିତ ଜଡିତ ଏକ ଷ୍ଟାର୍ଟଅପ୍ କମ୍ପାନି 'ୱେଲଭର୍ସଡ୍‌'ରେ କ୍ରିକେଟର ଯୁବରାଜ ସିଂ ବିନିଯୋଗ କରିଛନ୍ତି। ଏହି ବିନିଯୋଗ ସହିତ ସେ କମ୍ପାନୀର ସବୁଠାରୁ ବଡ ନିବେଶକ ମଧ୍ୟ ହୋଇପାରିଛନ୍ତି। ତେବେ ସେ ବିନିଯୋଗ ରାଶି ବିଷୟରେ ପ୍ରକାଶ କରି ନଥିବା ଜଣାପଡ଼ିଛି।…

ଓଡିଶାରେ ୧୫୪୭ ନୂଆ କୋଭିଡ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ ଘଣ୍ଟାରେ ନୂଆ ୧୫୪୭ କୋଭିଡ ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ୬୪୬ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…