Latest Odisha News

BREAKING NEWS

“ମୁଁ ବି ଷ୍ଟ୍ରଗଲ୍ କରିଛି” କରିନା କାପୁର ଖାନ୍ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜିମ୍‌କୁ ନେଇ ବଲିଉଡରେ ନିଆଁ ଲାଗିଥିଲା । ଏ ନେଇ କିଛି ଷ୍ଟାର୍ ସଫେଇ ରଖିଥିଲାବେଳେ ଅଧିକାଂଶ ଚୁପ୍ ରହିବାକୁ ପସନ୍ଦ କରିଥିଲେ । ତେବେ ଶେଷରେ ମୁହଁ ଖୋଲିଛନ୍ତି ପଟୌଦୀ ଖାନଦାନର ବୋହୁ କରିନା କାପୁର ଖାନ । ଏକ ଇଣ୍ଟରଭ୍ୟୁରେ ବେଶ…

ଆଇପିଏଲର ଆଗାମୀ ସଂସ୍କରଣରୁ ହଟିଲା ଭିଭୋ

ନୂଆଦିଲ୍ଲୀ:ଚୀନ କମ୍ପାନୀ ଭିଭୋ ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣର ସ୍ପନଶର ହେବ ନାହିଁ । ଲଦାଖରେ ଭାରତ-ଚୀନ ସଂଘର୍ଷ ପରେ ଆଇପିଏଲରେ ଭିଭୋର ସାମିଲ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ଚାରିଆଡୁ ଚାପ ପଡିବା ପରେ ଶେଷରେ ବିସିସିଆଇ ଭିଭୋକୁ ହଟାଇବାକୁ ପଡିଥିଲା । କିଛି…

ସବୁ ରେକର୍ଡ ଭାଙ୍ଗିଲା ଭାରତ, କରୋନାରୁ ଦିନକରେ ୪୪,୩୦୬ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କରୋନାର କୋପ ଜାରି ରହିଛି । ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମଣ ସଂଖ୍ୟା । ତେବେ ସେହି ଅନୁସାରେ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି । ଗତ ୨୪ ଘଂଟାରେ ଭାରତରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦିନକରେ ୪୪ ହଜାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…

ରୋନାଲଡୋ କିଣିଲେ ଦୁନିଆର ସବୁଠୁ ଦାମୀ କାର ‘ବୁଗାଟୀ ଲା ଭଏଚର ନୋଇରେ ‘

ପର୍ତ୍ତୁଗାଲର ପ୍ରସିଦ୍ଧ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କ ଗ୍ୟାରେଜରେ ଆଉ ଏକ ବିଳାସପୂର୍ଣ୍ଣ କାର ଯୋଡିଛନ୍ତି। ଏଥର ରୋନାଲଡୋ ଦୁନିଆର ସବୁଠୁ ଦାମୀ କାର 'ବୁଗାଟୀ ଲା ଭଏଚର ନୋଇରେ ' କିଣିଛନ୍ତି। ମୂଲ୍ୟ ଏତେ ଯେ ଏହି ଦାମ ରେ ୭୫୦ ଟି ହୁଣ୍ଡାଇ କ୍ରେଟା ଏସୟୁଭି କିଣି ପାରିବେ | ଯାହାର…

୧୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି । ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୦ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପ୍ରବଳରୁ ଅତି ପ୍ରବଳ…

ୟୁପିଏସ୍‌ସିରେ ସଫଳ ପରୀକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଜି ୨୦୧୯ର ୟୁପିଏସସି ରେଜଲ୍ଟ ପ୍ରକାଶ ପାଇଛି । ଟପ ୧୦ ଲିଷ୍ଟରେ ଥିବା ଓଡ଼ିଶାର ୨ଜଣ ଓ ସଫଳ ପରିକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସମସ୍ତ ସଫଳ ପରୀକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ମଧ୍ୟ କରିଛନ୍ତି ନବୀନ । ଏହାସହ ଲୋକଙ୍କ ପାଇଁ…

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା: ମହାରାଷ୍ଟ୍ର ସରକାରଙ୍କୁ ତଦନ୍ତ ରିପୋର୍ଟ ମାଗିବ କେନ୍ଦ୍ର ସରକାର !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ମହାରାଷ୍ଟ୍ର ଓ ବିହାର ରାଜ୍ୟ ସରକାର ମୁହାଁମୁହିଁ ହୋଇଛନ୍ତି । ତାଜା ରିପୋର୍ଟ ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୁଶାନ୍ତ କେସର ରିପୋର୍ଟ ମହାରାଷ୍ଟ୍ର ସରକାରକୁ ମାଗିପାରେ । ତେବେ ଏଥିନେଇ କୌଣସି ଔପଚାରିକ ଘୋଷଣା ହୋଇ ନାହିଁ । ବିହାର…

ଆଜିଠୁ ଶିକ୍ଷକଙ୍କ ଅନ୍‌ଲାଇନ୍ କ୍ଲାସ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଶିକ୍ଷକଙ୍କ ଅନ୍‌ଲାଇନ୍ କ୍ଲାସ । ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ ଟି ଯୁକ୍ତ ଦୁଇ ନୋଡାଲ କଲେଜ୍ ଓ ଶିକ୍ଷକ ଶିକ୍ଷା କଲେଜ୍ ର ଶିକ୍ଷକଙ୍କୁ ଅନଲାଇନ ତାଲିମ ଦିଆଯାଇଛି । ପ୍ରଥମ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ସଚିବ…

ଭୀମସାର୍‌ର ୯ ଡାକ୍ତରଙ୍କୁ କରୋନା

ସମ୍ବଲପୁର: ଏବେ କିଲର ଭାଇରସ କରୋନା କବଳରେ କୋଭିଡ ଯୋଦ୍ଧା । ବର୍ଲା ଭୀମସାରର ୯ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମେଡିସିନ ବିଭାଗର ୯ ଡାକ୍ତରଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ମେଡିସିନ ବିଭାଗର ଓପିଡିକୁ ଆଜି ପାଇଁ ବନ୍ଦ ରଖାଯାଇଛି । ଏନେଇ ଭୀମସାର ନିର୍ଦ୍ଦେଶକ ଡାକ୍ତର…

ରାମ ମନ୍ଦିର ନେଇ ଲୋକଙ୍କ ଉତ୍ସାହ ବଢ଼ୁଛି, କୁଇଟାଂଲରୁ ଊର୍ଦ୍ଧ୍ୱ ରୂପା ଦାନ ବାବଦକୁ ଆସିଲାଣି

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ନେଇ ଲୋକଙ୍କ ଉତ୍ସାହ ଦିନକୁ ଦିନ ବଢ଼ିବାରେ ଲାଗିଛି । ୧୦୦ କୋଟି ଟଙ୍କାର ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଲୋକମାନେ ସ୍ୱତଃ ଦାନ ଦେବା ଆରମ୍ଭ କରିଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷଙ୍କ ମତରେ କୁଇଟାଂଲରୁ ଊର୍ଦ୍ଧ୍ୱ ରୂପା…