ବିସ୍ଫୋରଣରେ ଥରିଲା ଲେବାନନ୍ ରାଜଧାନୀ, ଦେଖନ୍ତୁ ଭିଡିଓ
ବେରୁତ: ଲେବାନନ ରାଜଧାନୀରେ ଭୟଙ୍କର ବିସ୍ଫୋରଣ । ଦୁଇ ଦୁଇଟି ବିସ୍ଫୋରଣରେ ଥରିଲା ବେରୁତ । ଲେବାନନ ରାଜଧାନୀ ଆକାଶରେ ନିଆଁ ଓ ଧୂଆଁର ଆସ୍ତରଣ ଦେଖିବାକୁ ମିଳିଥିଲା । କୁହାଯାଇଛି ବିସ୍ଫୋରଣରେ ସହରରେ ବହୁ ବଡ଼ ବଡ଼ କୋଠା କ୍ଷତିଗ୍ରସ୍ତ ହୋଇଛି ।
ଗୋଟିଏ ବିସ୍ଫୋରଣ ବନ୍ଦର ଅଞ୍ଚଳରେ ଓ ଆଉ…