Latest Odisha News

ଟ୍ରମ୍ପଙ୍କ ଟାରିଫ ଖେଳ: ପାକିସ୍ତାନ-ବାଂଲାଦେଶକୁ ପ୍ରେମ, ଭାରତ ଉପରେ ଚାବୁକ ପାହାର!

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପଡ଼ୋଶୀ ପାକିସ୍ତାନ ଓ ବାଂଲାଦେଶଙ୍କୁ ଟାରିଫରେ ବଡ଼ ରିହାତି ଦେଇଛନ୍ତି। ଭାରତ ଉପରେ ୨୫% ଟାରିଫ ଲଗାଇଛନ୍ତି। ରୁଷିଆ ସହ ବାଣିଜ୍ୟ ପାଇଁ ଅଲଗା ଜରିମାନା ଲଗାଇବାକୁ କହିଛନ୍ତି। ପାକିସ୍ତାନକୁ ୧୯% ଓ ବାଂଲାଦେଶକୁ ୨୦% ଟାରିଫ…

ଚିଠିର ଜବାବ ନଦେଇ ଏବେ ଧମକେଇବା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିଶନ (ଇସିଆଇ) ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇଛି। ରାହୁଲ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଉପରେ ବଡ଼ ଧରଣର ଭୋଟ ଜାଲିଆତି ଅଭିଯୋଗ ଆଣିଛନ୍ତି। ରାହୁଲ ଦାବି କରିଛନ୍ତି, ତାଙ୍କ ପାଖରେ ନିର୍ବାଚନ…

କିଏ ସେ ଖାଲିଦ ଜମିଲ..୧୩ ବର୍ଷ ପରେ ଭାରତୀୟ ଫୁଟବଲ୍ ଦଳର ଦେଶୀ ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍ ଦଳର ନୂତନ ମୁଖ୍ୟ କୋଚଙ୍କ ନାମ ଘୋଷଣା କରାଯାଇଛି। ଖାଲିଦ ଜମିଲ ବରିଷ୍ଠ ଭାରତୀୟ ପୁରୁଷ ଫୁଟବଲ୍ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଛନ୍ତି। ୨୦୧୭ରେ ଆଇଜଲ ଫୁଟବଲ୍ କ୍ଲବକୁ ଆଇ-ଲିଗ୍ ଟାଇଟଲ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଖାଲିଦ ଜମିଲଙ୍କୁ…

୧୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳରୁ ୧୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି । ବରାଳ ଗ୍ରାମ ନିକଟରେ ଥିବା ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରୁ ଜବତ ହୋଇଛି ୧୨୨ ଗ୍ରାମର ବ୍ରାଉନ ସୁଗାର ।‌ ଅବକାରୀ ବିଭାଗ ଚଢାଉ କରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ…

ବୁମରାହଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ: କଠୋର ହେଲା ବିସିସିଆଇ

ନୂଆଦିଲ୍ଲୀ:ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟା ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିଲେ । ଏବେ ସେ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ବିସିସିଆଇ ଶୁକ୍ରବାର ଏହା ଘୋଷଣା କରିଛି । ଇଂଲଣ୍ଡ ଗସ୍ତ ପୂର୍ବରୁ ବୁମରାହ ସିରିଜରେ ୩ଟି ମ୍ୟାଚ ଖେଳିବେ ବୋଲି…

ଆସନ୍ତା ୩୧ରେ ହେବ ସ୍ପେଶାଲ୍ OTET;ଦୁଇଟି ସିଟିଂରେ…

ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ତେବେ ସ୍ପେଶାଲ୍ OTET ନେଇ ଆସିଗଲା ନୂଆ ତାରିଖ । ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET ପରୀକ୍ଷା । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆଜି ସୂଚନା ଦିଆଯାଇଛି ।…

‘ମୁଁ ଅତୁଲ ସୁବାଷ ନୁହେଁ, ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବି’

ଭୁବନେଶ୍ୱର: ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ଥାନାରେ ହାଜର ହେଲେ OAS ସାର୍ଥକ ସୌରଭ ମହାପାତ୍ର । ମହିଳା ଥାନାରୁ ବାହାରିବା ପରେ ମୁହଁ ଖୋଲିଲେ ସାର୍ଥକ । ସେ ତାଙ୍କ ସ୍ତ୍ରୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଅର୍ଚ୍ଚନା ଯାହା ଅଭିଯୋଗ…

ବିପଦରେ ପାରାଦୀପ! ସହରକୁ ମାଡି ଆସିପାରେ ସମୁଦ୍ର…

ପାରାଦୀପ: କୌଣସି ମୁହୂର୍ତ୍ତରେ ବି ପାରାଦୀପ ଭିତରକୁ ମାଡି ଆସିପାରେ ସମୁଦ୍ର । କୋଷ୍ଟାଲ ହାଇୱେ ଯୋଗୁଁ ଏବେ ବିପଦରେ ରହିଛି ବନ୍ଦର ନଗରୀ ପାରାଦ୍ୱୀପ । ତିଆରି ହେଉଥିବା କୋଷ୍ଟାଲ ହାଇୱେ ପାଇଁ ସମୁଦ୍ରକୂଳ ଲୁଣା ବାଲି ବ୍ୟବହାର ହେଉଥିବାରୁ ଏପରି ବିପଦ ଦେଖାଦେଇଛି । କେନ୍ଦ୍ର ସରକାରଙ୍କ…

ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି;ରହିବ ଏହି ସବୁ ସୁବିଧା…

ଭୁବନେଶ୍ବର: ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବଡ଼ ଘୋଷଣା । ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି । ରାଜ୍ୟର ୩୦ଟି ଜିଲ୍ଲାରେ ହେବ ୩୮ଟି ମଡେଲ୍ ମଣ୍ଡି । ଆବଶ୍ୟକତା ଦେଖି ବଡ଼ ଜିଲ୍ଲାରେ ୨ଟି ମଣ୍ଡି ହେବ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି…

୪୦୦୦ କୋଟି ବଜେଟର ରାମାୟଣ ପାଇଁ ରଣବୀର ଛାଡିଲେ ଏହି ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କାପୁର ଏବେ ୪୦୦୦ କୋଟି ବଜେଟରେ ନିର୍ମିତ ହେଉଥିବା ରାମାୟଣ ଫିଲ୍ମ ପ୍ରତି ସମ୍ପୂର୍ଣ୍ଣ ମନୋନିବେଶ କରିଛନ୍ତି । ନୀତେଶ ତିୱାରୀଙ୍କ ଏହି ଫିଲ୍ମରେ ରଣବୀର ଶ୍ରୀରାମଙ୍କ ଭୂମିକା କରୁଛନ୍ତି । ଏହା ୨ଟି ପାର୍ଟରେ ନିର୍ମିତ ହେଉଛି । ପ୍ରଥମ ପାର୍ଟ ୨୦୨୬…