ନାବାଳକଙ୍କୁ ଗାଡି ଦେଇ ଫସିଲେ ମାଲିକ: ଗଣିଲେ ୨୬ ହଜାର ଟଙ୍କା ଜୋରିମାନା
କଟକ: କିଛିଦିନ ତଳେ ଅନୁଗୁଳ ଜିଲ୍ଲାର ଜଣେ ନାବାଳକ ଦୁଇଚକିଆ ଗାଡି ଚଳାଉଥିବା ବେଳେ ଧରାପଡିବାରୁ ଗାଡି ମାଲିକ ୨୬୦୦୦ ଟଙ୍କା ଜୋରିମାନା ଭରିଥିଲେ । ମଙ୍ଗଳବାର ଦିନ କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ସେହିଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି ।
ମିଳିଥିବା ସୂଚନା ଅନୁସାରେ କଟକ ବାରଙ୍ଗ…