ଅଗଷ୍ଟରେ ଖୋଲିପାରେ ସିନେମା ହଲ୍
ନୂଆଦିଲ୍ଲୀ: କେବେ ଖୋଲିବ ସିନେମା ହଲ୍ ? ଲକଡାଉନ ପରଠୁ ଦେଶରେ ବନ୍ଦ ରହିଥିବା ସିନେମା ହଲ୍ ଅଗଷ୍ଟ ମାସରୁ ପୁଣି ଥରେ ଖୋଲିପାରେ । ଅନୁମତି ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ।
ତୃତୀୟ ପର୍ଯ୍ୟାୟ ଅନଲକ୍ ସମୟରେ ସିନେମା ହଲ ଖୋଲିବା…