Latest Odisha News

BREAKING NEWS

ଜ୍ୱର ପାଇଁ ଆସିଥିବା ଶିଶୁକୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେବା ଘଟଣା, ସଂପୃକ୍ତ ଡାକ୍ତରଙ୍କୁ ଅପସାରଣ

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପ-ଖଣ୍ଡ ହସ୍ପିଟାଲରେ ଗୁରୁତର ଚିକିତ୍ସା ଅବହେଳା ଘଟଣା। ଜ୍ୱର ପାଇଁ ଆସିଥିବା ଜଣେ ଶିଶୁକୁ ଭୁଲରେ ଦିଆଗଲା କୁକୁର କାମୁଡ଼ା ଇଞ୍ଜିକେସନ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସଂପୃକ୍ତ ଡାକ୍ତରଙ୍କୁ ବଣାଇରୁ ଅପସାରଣ କରାଯାଇଛି । ସୂଚନା ଅନୁସାରେ, ୨୯…

ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ, ପବନ ସମ୍ଭାବନା: ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ଗୁରୁବାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ତେବେ ଆଜି ୩ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।…

ଭାରତରେ ଆସିଗଲା ସବୁଠାରୁ ପତଳା କ୍ବାଡ୍‌-କର୍ଭଡ ଫୋନ୍ Vivo T4R 5G; ରହିଛି ଦମଦାର ଫିଚର

ନୂଆଦିଲ୍ଲୀ:ଗୁରୁବାର ଦିନ ଭାରତରେ Vivo T4R 5G ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି। ଏହି ସ୍ମାର୍ଟଫୋନଟି ସବୁଠୁ ପତଳା କ୍ବାଡ୍‌ କର୍ଭଡ୍‌ ଡିସପ୍ଲେ ସହିତ ଆସିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୧୯୪୯୯ ଟଙ୍କା ରହିଛି । Vivo T4R 5G ଦୁଇଟି ରଙ୍ଗ ବିକଳ୍ପ ନୀଳ ଏବଂ ସିଲଭର ରଙ୍ଗରେ ଉପଲବ୍ଧ। କମ୍ପାନୀ…

ଆଜିଠାରୁ ୟୁପିଆଇ ନିୟମରେ ପରିବର୍ତ୍ତନ: ଦେଣନେଣ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ନୂଆ ନିୟମ

ନୂଆଦିଲ୍ଲୀ: ଆଜିଠାରୁ ୟୁପିଆଇରେ ଲାଗୁ ହେଲା ନୂଆ ନିୟମ। ପ୍ରଭାବିତ ହେବ ୟୁପିଆଇ ଓ ବ୍ୟାଙ୍କ ନେଣଦେଣ। ଦେଣନେଣ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ନୂଆ ନିୟମ ଲାଗୁ ହେଲା। ବାୟୋମେଟ୍ରିକ୍ ତଥ୍ୟ ଜରିଆରେ ପେମେଣ୍ଟ୍‌ କରିହେବ। ଫିଙ୍ଗରପ୍ରିଣ୍ଟରେ ପେମେଣ୍ଟ୍‌ କରିପାରିବେ ବ୍ୟବହାରକାରୀ।…

ଆଜିଠାରୁ ଭାରତ ଉପରେ ଆମେରିକାର ଟାରିଫ୍ ପ୍ଲାନ୍, ୨୫ ପ୍ରତିଶତ ଟାରିଫ୍ ସହ ଜରିମାନା ହେବ ଆଦାୟ

ନୂଆଦିଲ୍ଲୀ: ଆଜିଠାରୁ ଭାରତ ଉପରେ ଆମେରିକାର ଟାରିଫ୍ ପ୍ଲାନ୍। ୨୫ ପ୍ରତିଶତ ଟାରିଫ୍ ସହ ଜରିମାନା ଆଦାୟ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା। ଭାରତ ପାଇଁ ଆମେରିକା ବଜାରରେ ସମସ୍ୟା ବୃଦ୍ଧି। ପ୍ରବଳ ଭାବରେ ପ୍ରଭାବିତ ହେବ ବୟନ ଶିଳ୍ପ, ଧାତୁ ଏବଂ ଔଷଧ କମ୍ପାନୀ।…

ଏବେ ମସୁରୀ ଆସୁଥିବା ପର୍ଯ୍ୟଟକଙ୍କୁ କରିବାକୁ ପଡିବ ବାଧ୍ୟତାମୂଳକ ପଞ୍ଜୀକରଣ…

ଡେରାଡୁନ: ମସୁରୀକୁ ଯିବା ପୂର୍ବରୁ ପର୍ଯ୍ୟଟକମାନଙ୍କୁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ହୋଇଯାଇଛି। ପର୍ଯ୍ୟଟନ ଋତୁରେ ପ୍ରବଳ ଭିଡ଼ ଏବଂ ଟ୍ରାଫିକ ଚାପକୁ ଦୃଷ୍ଟିରେ ରଖି, ପର୍ଯ୍ୟଟନ ବିଭାଗ ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଅନଲାଇନ୍ ପଞ୍ଜୀକରଣ ବାଧ୍ୟତାମୂଳକ କରିବାକୁ ଯାଉଛି। ଏହି ବ୍ୟବସ୍ଥା…

ଖୋଲିଲା ଭିତରକନିକା, ପ୍ରଥମଥର ପର୍ଯ୍ୟଟକଙ୍କ ପାଇଁ ଚାଲିବ ୪ଟି ବ୍ୟାଟ୍ରି ଚାଳିତ ଗାଡି

କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ ଉତ୍ସାହିତ ଅଛନ୍ତି। ଏବେ ନୂଆ ରୂପରେ ସଜେଇ ହୋଇଛି ଭିତରକନିକା ।…

ଶ୍ରୀ ଭାଗବତ ସାର ୧୧୫: ରାଜା ପୃଥୁଙ୍କ କନ୍ୟା ହିସାବରେ ଆମ ଧରିତ୍ରୀଙ୍କ ନାମ ହେଲା ପୃଥିବୀ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଅନେକ ତତ୍ୱର ସମାହାର, ଆମେ ଜାଣିଲେ ରାଜା ପୃଥୁଙ୍କ କନ୍ୟା ହିସାବରେ ଆମ ଧରିତ୍ରୀଙ୍କ ନାମ ହେଲା ପୃଥିବୀ। ଏହି ପୃଥିବୀରେ ସର୍ବ ଜ୍ଞାନର ଆଧାର ବେଦ ଥିଲା ଯାହା ଶଙ୍ଖାସୁର ନାମକ ଦୈତ୍ୟ ଦ୍ୱାରା ଅପହୃତ ହୋଇଗଲା…

କୋରିଅର ଜରିଆରେ ଚାଲିଛି ବେଆଇନ କଫ ସିରପ କାରବାର; ଜଣେ ଅଟକ

କଟକ: ସିଲଭର ସିଟିରେ ବେଆଇନ କଫ ସିରପ ଜବତ। ବିପୁଳ ପରିମାଣର କପ ସିରପ ଜବତ କଲା STF । ବାଦମବାଡ଼ି ନ୍ୟୁ ଏଲଆଇସି କଲୋନୀ ସ୍ଥିତ ଏକ କୋରିଅର ସଂସ୍ଥାରୁ ଜବତ ହେଲା ୬୦ ରୁ ଉର୍ଦ୍ଧ୍ବ ପ୍ୟାକେଟରୁ ହଜାର ହଜାର ବେଆଇନ କଫ ସିରପ । STF, ଜିଲ୍ଲା ପ୍ରଶାସନ, ଡ୍ରଗ୍ସ କଣ୍ଟ୍ରୋଲରଙ୍କ ମିଳିତ…

ଦରମା ବନ୍ଦ ନେଇ ୩୦ ସିଏମ୍‌ସି କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ

କଟକ: ସିଏମ୍‌ସି କମିଶନରଙ୍କ କଡ଼ା ଆଭିମୁଖ୍ୟ । ବିଳମ୍ବରେ ଅଫିସ୍ ଆସିବାରୁ ୩୦ ସିଏମ୍‌ସି କର୍ମଚାରୀଙ୍କୁ ସୋ' କଜ୍‌ ନୋଟିସ୍ ଜାରି କଲେ ସିଏମ୍‌ସି କମିଶନର । ଏଥିସହ ଜଣେ OAS ଅଧିକାରୀଙ୍କୁ ସୋ' କଜ୍‌ ନୋଟିସ୍ ଦିଆଯାଇଛି ।  ଅଫିସରେ ନଥିବାରୁ ଜଏଣ୍ଟ କମିଶନର ବରେନ୍ଦ୍ର ମହାନ୍ତିଙ୍କୁ ସୋ'…