Latest Odisha News

BREAKING NEWS

ପ୍ଲାଷ୍ଟିକ ସର୍ଜରୀ କ’ଣ ? ଜାଣନ୍ତୁ, ଏହାର ବିଶେଷତ୍ଵ

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଜୁଲାଇ ୧୫ ତାରିଖକୁ 'ଜାତୀୟ ପ୍ଲାଷ୍ଟିକ ସର୍ଜରୀ' ଦିବସ ରୂପେ ପାଳନ କରାଯାଇଥାଏ । ବର୍ତମାନ ପରିସ୍ଥିତିରେ ପ୍ଲାଷ୍ଟିକ ସର୍ଜରୀର ଗୁରୁତ୍ୱକୁ ନେଇ ଜନସାଧାରଣଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଯଦିଓ ପ୍ଲାଷ୍ଟିକ୍ ସର୍ଜରୀ…

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଚିନ୍ତା ବଢ଼ାଉଛି କରୋନା ।ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବଢି ଚାଲିଛି ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୩ ଜଣ ପ୍ରାଣ କରୋନା ଭୁତାଣୁ ଯୋଗୁଁ ଯାଇଥିବା…

୨୪ ଘଣ୍ଟା, ୨୨ ଜିଲ୍ଲାରୁ ୬୧୮ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କାୟା ବିସ୍ତାର କରି ଚାଲିଛ କରୋନା । ମାଡ଼ି ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୧୮ ନବଆ ଆକ୍ରାନ୍ତ । ୨୨ଟି ଜିଲ୍ଲାରୁ ପଜିଟିଭ୍ କେସ୍ ବାହାରିଛି । କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧୧ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍…

ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ୬ ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୬ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟତମ ରିପୋର୍ଟ ଅନୁଯାୟୀ ବୁଧବାର ରାଜ୍ୟର ପ୍ରାୟ ଏହି ସବୁ…

ଓ୍ୱାର୍ଲଡ ୟୁଥ ସ୍କିଲ ଡେ: ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଓ୍ୱାର୍ଲଡ ୟୁଥ୍ ସ୍କିଲ୍ ଡେ ଅବସରରେ ଦେଶବାସୀଙ୍କୁ ଆଜି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି କେନ୍ଦ୍ର ସରକାରଙ୍କ ସ୍କିଲ୍ ଇଣ୍ଡିଆ ମିଶନକୁ ପାଞ୍ଚ ବର୍ଷ ବି ପୂରୁଛି । ଏହି ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରାଳୟ ପକ୍ଷରୁ ଡିଜିଟାଲ କନକ୍ଲେଭର…

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ: ୬ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ରାୟଗଡା: ଲଗାଣ ବର୍ଷାରେ ଭାସି ଯାଇଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରସ୍ଥିତ କଲ୍ୟାଣୀ ନଦୀର ଅସ୍ଥାୟୀ ପୋଲ । ମଙ୍ଗଳବାର ରାତି ସାରା ଉପରମୁଣ୍ଡରେ ପ୍ରବଳ ଜୋରରେ ବର୍ଷା ଲାଗି ରହିଥିଲା। ଯାହାଫଳରେ ପୋଲଟି ଭାସି ଯାଇଛି । ଏହାଦ୍ୱାରା ୬ଟି ପଞ୍ଚାୟତ ଯଥା କଲ୍ୟାଣସିଂହପୁର, ପୂଜାରିଗୁଡ଼ା,…

ବିଜେପିରେ ମିଶିବି ନାହିଁ, କଂଗ୍ରେସରେ ଅଛି: ସଚିନ ପାଇଲଟ

ଜୟପୁର: ଗେହଲଟ ପ୍ଲେନରୁ ଫାଇଟର୍ ଫାଇଟର୍ ପାଇଲଟ୍ ଆଉଟ୍ ହୋଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ସଚିନ ପାଇଲଟ ବିଦା ହେବା ପରେ ତାଙ୍କ ଗତି କୁଆଡ଼େ ? ତାଙ୍କର ପରବର୍ତ୍ତୀ ନିଷ୍ପତ୍ତି କଣ ? ବିଜେପିରେ ସାମିଲ ହେବେ କି ? ଏଭଳି ଚର୍ଚ୍ଚା ଭିତରେ ସଚିନ ପାଇଲଟ କହିଛନ୍ତି…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯,୪୨୯ ନୂଆ ଆକ୍ରାନ୍ତ: ଦେଶରେ ୯ ଲକ୍ଷ ୩୬ ହଜାର ଟପିଲା କରୋନା ମାମଲା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୯,୪୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ୫୮୨ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୩୬,୧୮୧…

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ରେଜଲ୍ଟ : ସରକାରୀ ଆପ୍ସ ସାହାଯ୍ୟରେ ଜାଣିପାରିବେ ମାର୍କ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅର୍ଥାତ୍ ସିବିଏସଇର ଦଶମ ଶ୍ରେଣୀ ରେଜଲ୍ଟ ଆଜି ଦିନ ୧୧ଟାରେ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ www.cbse.nic.in ୨୦୨୦ ବ୍ୟତୀତ ସରକାରଙ୍କର ଏକ ସ୍ୱତନ୍ତ୍ର ଆପ୍ସ ଅଛି, ଯାହା ସାହାଯ୍ୟରେ ଆପଣ ଆପଣଙ୍କର ଦ୍ୱାଦଶ ଶ୍ରେଣୀର ଫଳାଫଳକୁ ସହଜରେ…

ଭାରତ-ଚୀନ୍ ମଧ୍ୟରେ ୧୫ ଘଣ୍ଟାର ମାରାଥନ୍ ଆଲୋଚନା

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ଭାରତ-ଚୀନ କମାଣ୍ଡରସ୍ତରୀୟ ବୈଠକ ବିଳମ୍ବିତ ରାତିରେ ଶେଷ ହୋଇଛି । ପାଖାପାଖି ୧୫ ଘଣ୍ଟା ଧରି ଦୁଇ ଦେଶର କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ଚାଲିଥିଲା । ଇଷ୍ଟର୍ଣ୍ଣ ଲଦାଖର ଚୁସୁଲରେ ହୋଇଥିଲା ବୈଠକ । ଗତକାଲି ସକାଳ ସାଢ଼େ ୧୧ଟା ବେଳେ ବୈଠକ ଆରମ୍ଭ…