Latest Odisha News

BREAKING NEWS

ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ; କମାଣ୍ଡରଙ୍କୁ ଗୁଳି ମାରି ନିଜକୁ ଗୁଳି କଲେ ଯବାନ

ଋାଞ୍ଚି: ଝାଡଖଣ୍ଡସ୍ଥିତ ରାଞ୍ଚି ନିକଟରେ ଥିବା ଖେଲଗାଁରେ ରହିଥିବା ଏକ ସିଆରପିଏଫ୍ କ୍ୟାମ୍ପରେ ସୋମବାର ଦିନ ଜଣେ କମ୍ପାନୀ କମାଣ୍ଡରଙ୍କ ସହ ଅନ୍ୟଜଣେ ଯବାନଙ୍କର ମୃତ୍ୟୁ ଘଟିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆଜି ସକାଳେ କୌଣସି କାରଣବଶତଃ କମ୍ପାନୀ କମାଣ୍ଡର ଓ…

ସମସ୍ତ ଜନହିତକର ଯୋଜନାରେ ଆଧାର ଲିଙ୍କ୍ କରିବେ ଓଡିଶା ସରକାର !

ଭୁବନେଶ୍ୱର: ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ତଥା ଯୋଜନାର ପରିଚାଳନାକୁ ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ କରିବା ପାଇଁ ଏବେ ଓଡିଶା ସରକାର ଆଧାର ସଂଯୋଗକୁ ବାଧ୍ୟତାମୂଳକ କରିବା ପାଇଁ ଯୋଜନା କରୁଛନ୍ତି । ଏନେଇ ସ୍ୱତନ୍ତ୍ର ସଚିବ, ଅର୍ଥ, ପିକେ ବିଶ୍ୱାଳ, ଅତିରିକ୍ତ ମୁଖ୍ୟ ସଚିବ ଏବଂ ସମସ୍ତ…

ନ୍ୟାୟପାଳିକାକୁ ଏନକାଉଣ୍ଟର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ହାଇଦ୍ରାବାଦର ଭେଟେନାରୀ ଡାକ୍ତରଙ୍କ ଗଣଦୁଷ୍କର୍ମ ଘଟଣାର ଚାରି ଅଭିଯୁକ୍ତ ଗତ ୬ ତାରିଖରେ ପୋଲିସର ଏନକାଉଣ୍ଟରରେ ମୃତ୍ୟୁବରଣ କରିଛନ୍ତି । ପୋଲିସର କହିବା ଅନୁସାରେ ଅଭିଯୁକ୍ତ ମାନଙ୍କୁ ଅପରାଧ ସ୍ଥଳୀକୁ ନେବା ସମୟରେ ସେମାନେ…

କର୍ଣ୍ଣାଟକ ଉପ ନିର୍ବାଚନ: ଆଜି ପ୍ରକାଶ ପାଇବ ଫଳାଫଳ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପ ନିର୍ବାଚନର ଫଳାଫଳ ସୋମବାର ଦିନ ପ୍ରକାଶ ପାଇବାକୁ ଥିବା ବେଳେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆଜିର ଏହି ଫଳାଫଳ ବିଜେପିର ୟେଦ୍ଦୁରପ୍ପା ସରକାର ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଭୋଟ୍ ଗଣତି ହେଉଥିବା ୧୫ଟି ଆସନ ମଧ୍ୟରୁ ବିଜେପିକୁ ଅତିକମରେ ୬ଟି…

ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ନିକଟ ଜ୍ୟୋତିପୁର ଅଞ୍ଚଳ ଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ସେମାନଙ୍କର ବୟସ ପାଖାପାଖି ୨୦ ବର୍ଷ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ । ମିଳିଥିବା ସୂଚନାନୁଯାୟୀ ଗତକାଲି ଏକ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୦୯-୧୨-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୯ ରିଖ ସୋମବାର ବିଛା ୨୩ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର  ଘାତ ବାର-:…

‘ବିନ୍ଦୁ ସାହିତ୍ୟ ସମାଜ’ର ବାର୍ଷିକ ଉତ୍ସବ: ସାହିତ୍ୟ ସମ୍ମାନରେ ସମ୍ମାନିତ ହେଲେ ୧୫ କବି

ଭୁବନେଶ୍ୱର: ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ, କବିତା ପାଠ, ସମ୍ବର୍ଦ୍ଧନା ସଭା ଓ ୧୫୦ତମ ଗାନ୍ଧୀ ଆଲୋଚନା ଚକ୍ର ରବିବାର ଦିନ ୟୁନିଟ୍-୯ସ୍ଥିତ ଲୋହିଆ ଏକାଡ଼େମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୫ ଜଣ ବିଶିଷ୍ଟ କବି ଓ କବିୟତ୍ରୀଙ୍କୁ ବିନ୍ଦୁ ସାହିତ୍ୟ ସମ୍ମାନରେ…

ସୁସ୍ଥ ହୋଇ ଘରକୁ ଫେରିଲେ ଲତା ମଙ୍ଗେସକର

ନୂଆଦିଲ୍ଲୀ: ଭାରତର କୋକିଲକଣ୍ଠି ତଥା ସ୍ୱର ସାମ୍ରାଗ୍ନୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା କିଛିଦିନ ହେବ ବିଗିଡ଼ି ଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରର ସୁଧାର ଆସିଥିବା ଜଣାପଡିଛି । नमस्कार.पिछले 28 दिनोंसे मैं ब्रीच कैंडी हॉस्पिटल में थी।…

ଖୁବଶୀଘ୍ର ବଜାରକୁ ଆସୁଛି ସାମସଙ୍ଗ ଗାଲାସ୍କି ଏ୫୧, ଜାଣନ୍ତୁ କେତେ ରହିଛି ଦାମ୍

ଭୁବନେଶ୍ୱର: କୋରିଆ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାମସଙ୍ଗ ଖୁବଶୀଘ୍ର ତାର ଏ ସିରିଜ ଶ୍ରେଣୀର ଏ୫୧ ଲଞ୍ଚ କରିବାକୁ  ଯାଉଛି | ଏହାପୂର୍ବରୁ ଏ୫୧ କୁ ନେଇ ବହୁତ କିଛି ତଥ୍ୟ ଲିକ ହୋଇଥିଲା | ଯେମିତି କି ଲଚିଂ ଡେଟ ଆଉ କିଛି ଫିଚର୍ସ ର ତଥ୍ୟ | ଲିକ୍ ରିପୋର୍ଟ ଓ ଜାତୀୟଗଣମାଧ୍ୟମ…

ଧାମରା ପୋର୍ଟର ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆରୋଗ୍ୟ କେନ୍ଦ୍ର ଶୁଭାରମ୍ଭ

ଭୁବନେଶ୍ବର: ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଡିସେମ୍ବର ୮ ତାରିଖରେ ଭଦ୍ରକ ଜିଲ୍ଲା ଦୋସିଙ୍ଗା ପଞ୍ଚାୟତସ୍ଥିତ ନରସିଂହପ୍ରସାଦ ଗ୍ରାମରେ ଏକ ଆରୋଗ୍ୟ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଚାନ୍ଦବାଲି ବିଧାୟକ…