Latest Odisha News

BREAKING NEWS

ଏକବିଂଶ ଶତାବ୍ଦୀ ପାଇଁ କୃଷି ବିଲ୍ ଜରୁରୀ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରବିବାର ଦିନ ସଂସଦରେ ପାରିତ ହୋଇଥିବା ଦୁଇଟି କୃଷି ସଂସ୍କାର ବିଲ୍ ଏକବିଂଶ ଶତାବ୍ଦୀର ଆବଶ୍ୟକତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହିତ କୃଷକମାନଙ୍କ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପୂର୍ବପରି ଜାରି ରହିବ ବୋଲି ମଧ୍ୟ ସେ ଆଶ୍ୱାସନା ଦେଇଛନ୍ତି।…

କଟକ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

କଟକ: ଜଗତପୁର ସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଏହାର ଆଇସିୟୁରେ ନିଆଁ ଲାଗିଥିବା କୁହାଯାଉଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିପାରିନାହିଁ । ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ କିଛି ପ୍ରତ୍ୟକ୍ଷଦର୍ଶୀ ଆଇସିୟୁ…

ଆରପାରିରେ ଅଭୟ ପାଢ଼ୀ

ଭୁବନେଶ୍ୱର: ପ୍ରସାର ଭାରତୀର ଆଡିସନାଲ ଡାଇରେକ୍ଟର ଜେନେରାଲ (ଏଡିଜି) ଅଭୟ କୁମାର ପାଢୀ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ପୂର୍ବରୁ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ସ୍ୱର୍ଗତଃ ପାଢ଼ୀ ଆଇଏମସି,ଢେଙ୍କାନାଳର ଜଣେ ପୂର୍ବତନ ଅଧ୍ୟାପକ ମଧ୍ୟ ଥିଲେ।

[ଦେଖନ୍ତୁ ଭିଡ଼ିଓ] ଟ୍ୱିଟରରେ ଭାଇରାଲ ହେଉଛି ଏହି ନୀଳ ରଙ୍ଗର ସାପ, ଦେଖିଲେ ଆଖି ଲାଖିଯିବ !

ଭୁବନେଶ୍ୱର: ପ୍ରକୃତି ଏପରି ଅନେକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଯାହା ବେଳେ ବେଳେ ମଣିଷକୁ ବିସ୍ମିତ କରିଦିଏ । ମଣିଷକୁ ବିସ୍ମିତ କଲାଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯାହାକୁ ଦେଖିଲେ ପ୍ରକୃତିର ସୌନ୍ଦର୍ଯ୍ୟର ପରିସୀମା କେତେ ଯେ ବ୍ୟାପ୍ତ ତାହା ସ୍ପଷ୍ଟ ହେଉଛି । ଏହି…

ବେବୋ @40, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ବାଇ: ୪୦ ବର୍ଷରେ ବଲିଉଡର ବେବୋ । ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ଆଜି ୪୦ ବର୍ଷ ବୟସରେ ପାଦ ରଖିଛନ୍ତି । କରୋନା ଯୋଗୁଁ ସେ ଏଥିର ତାଙ୍କ ଜନ୍ମ ଦିନକୁ ନିଜ ପରିବାର ସହ ପାଳନ କରିଛନ୍ତି । ଯାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ଫଟୋ ଭାଇରାଲ…

ପଥରର ପ୍ରାଣବାଣୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ହେ ଆତ୍ମକୈନ୍ଦ୍ରିକ ବସ୍ତୁଲୋଭୀ ମଣିଷ, ନିଜ ସଭ୍ୟତାର ଇତିହାସକୁ ଅନା । ଯେତେବେଳେ ସଭ୍ୟତାର ସମୟ ଆସି ନ ଥିଲା, ସେତେବେଳେ ତମେସବୁ ରହୁଥିଲ ଘନ ଅନ୍ଧକାର ଯୁଗରେ - ସେ ଯୁଗ ଥିଲା ପ୍ରାଗୈତିହାସିକ ଯୁଗ । ଜଙ୍ଗଲରେ ଫଳମୂଳ ଖାଇ ବଂଚୁଥିଲ ।…

ଶକ୍ତି ଦେଖାଇଲା ବାୟୁସେନା, ଏଲ୍‌ଏସିରେ ଉଡିଲା ରାଫେଲ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହାର ସମାଧାନ ଲାଗି ଆଜି ଷଷ୍ଠଥର ପାଇଁ କମାଣ୍ଡର ସ୍ତରୀୟ ବୈଠକ ବସିଛି । ତେବେ ଏହା ପୂର୍ବରୁ ବାୟୁସେନା ତାର ଶକ୍ତି ପ୍ରଦର୍ଶନ କରିଛି । ଚୀନ ନିଜର ସୈନ୍ୟଶକ୍ତି ବଳରେ ଭାରତକୁ ଡରାଇବାକୁ ଚାହିୁଁଛି, କିନ୍ତୁ…

ଭାରତ ଓ ଚୀନ୍ ମଧ୍ୟରେ ଆଜି କମାଣ୍ଡର ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ସେନା ମଧ୍ୟରେ ୬ଷ୍ଠ ଥର ପାଇଁ ସୋମବାର ଦିନ କମାଣ୍ଡର ସ୍ତରୀୟ ଆଲୋଚନା କରାଯାଉଛି । ସୂଚନାନୁଯାୟୀ, ଏହି ବୈଠକରେ ପୂର୍ବ ଲଦାଖରେ ଦୁଇ ଦେଶର ସେନାଙ୍କୁ ପଛକୁ ହଟାଇବା ଓ ଉତ୍ତେଜନା ହ୍ରାସ କରିବା ନେଇ ହୋଇଥିବା ପାଞ୍ଚ ସୁତ୍ରି ସହମତି ଉପରେ ଧ୍ୟାନ୍ କେନ୍ଦ୍ରିତ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ଏହି ସପ୍ତାହରେ ସାରା, ରକୁଲ ଓ ଶ୍ରଦ୍ଧାଙ୍କୁ ଏନସିବିର ସମନ୍‌

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଯୋଡି ହୋଇଛି । ଏହି ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଏହି ସପ୍ତାହରେ ସାରା ଅଲ୍ଲୀ ଖାନ୍‌, ରକୁଲ ପ୍ରିତ ସିଂହ, ଶ୍ରଦ୍ଧା କପୁର ଓ ସିମୋନଙ୍କୁ ପଚରାଉଚରା ପାଇଁ ସମନ କରିପାରେ ବୋଲି…

ନାବାଳିକା ଗଣଦୁଷ୍କର୍ମ ମାମଲା, ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳୁ: ଜାଗୀ

ଭୁବନେଶ୍ୱର:ରାଜଧାନୀରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ  ଆଜି ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ଓଟିଭିର  ଏମଡି ଜାଗିମଙ୍ଗତ ପଣ୍ଡା ।  ମହିଳା କମିଶନଙ୍କ ପକ୍ଷରୁ ହୋଇଥିବା ନୋଟିସ ଆଧାରରେ  ବ୍ୟକ୍ତିଗତ ଭାବେ ଶ୍ରୀମତୀ ପଣ୍ଡା ହାଜର ହୋଇଛନ୍ତି । ପୀଡିତା ନାବାଳିକା ମାଙ୍କ…