ଗ୍ରାହକଙ୍କୁ ଝଟକା: ଗୋଟିଏ ଦିନରେ ରୁପା ବଢ଼ିଲା ୨୦୦୦ ଟଙ୍କା
ନୂଆଦିଲ୍ଲୀ: ସୁନା ପରେ ଏବେ ରୁପାର ଦର ମଧ୍ୟ ଏହାର ପୁରୁଣା ରେକର୍ଡ ଭାଙ୍ଗିଛି । ମୁମ୍ବାଇ ବଜାରରେ ବୁଧବାର ରୁପାର ମୂଲ୍ୟ ୨୦୦୦ ଟଙ୍କା ବୃଦ୍ଧି ପାଇଛି।
ଯାହାଫଳରେ ବର୍ତ୍ତମାନ ରୁପା ମୂଲ୍ୟ ପ୍ରତି କେଜି ୪୫ ହଜାର ଟଙ୍କାର ସର୍ବୋଚ୍ଚ ସ୍ତର ଛୁଇଁଛି । ତେବେ ବୁଧବାର ସୁନା ମୂଲ୍ୟ ୧୦୦…