ଗାଁଲୋକଙ୍କ ଦ୍ୱାରା କରାଯାଉଥିବା ବ୍ୟାରିକେଡ ସମ୍ପୂର୍ଣ୍ଣ ବେଆଇନ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ । ପ୍ରଶାସନ ପକ୍ଷରୁ ସିଲ ହୋଇଛି ସବୁ ରାଜ୍ୟ ଓ ଜିଲ୍ଲାର ସୀମା । ଏହି ସମୟରେ ଅନେକ ଗାଁର ଲୋକ ମାନେ ମଧ୍ୟ ସେମାନଙ୍କ ଗ୍ରାମରେ ବ୍ୟାରିକେଡ କରିଥିବା ସାମ୍ନାକୁ ଆସିଛି ।
ତେବେ ଗାଁ ଲୋକଙ୍କ ଦ୍ଵାର କରା ଯାଉଥିବା ଏହି ବ୍ୟାରିକେଡ…