Latest Odisha News

BREAKING NEWS

ନୂଆ ୧୪ କରୋନା ପଜିଟିଭ୍‌ଙ୍କ ମଧ୍ୟରେ ଦୁଇ ଶିଶୁ, ସମସ୍ତଙ୍କର କୋଲକାତା ଲିଙ୍କ୍

ଭୁବନେଶ୍ୱର : ଗୁରୁବାର ଚିହ୍ନଟ ହୋଇଥିବା ୧୪ ଜଣଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଶିଶୁ ଅଛନ୍ତି । ଉଭୟଙ୍କ ବୟସ ତିନି ବର୍ଷ ବୋଲି ଜଣାପଡିଛି ।ଏମାନେ ସମସ୍ତେ କଟିକଟା କଣ୍ଟେନମେଣ୍ଟ ଅଂଚଳର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତଙ୍କର କୋଲକାତା ଲିଙ୍କ୍ ଥିବା…

ଯାଜପୁର ଜିଲ୍ଲାରେ ଆଉ ୧୪ କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂଖ୍ୟା ୧୪୨ରେ ପହଞ୍ଚିଲା

ଭୁବନେଶ୍ୱର : ଯାଜପୁର ଜିଲ୍ଲାରେ ଆଉ ୧୪ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭ୍ ରୋଗୀ ସଂଖ୍ୟା ୧୪୨ରେ ପହଞ୍ଚିଛି । ନୂଆ ୧୪ ରୋଗୀଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ ରୋଗୀ…

ସୁରା ପାଣ୍ଠିରେ କରୋନା ଲଢ଼େଇ !

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ବିନାଶକାରୀ କୋଭିଡ ସଂକ୍ରମଣର ମୁକାବିଲା ପାଇଁ ଏବେ ବିପୁଳ ପାଣ୍ଠି ଆବଶ୍ୟକ ପଡୁଛି| ଜି-୨୦ ଭଳି ବିଭିନ୍ନ ବହୁରାଷ୍ଟ୍ରିୟ ସଙ୍ଗଠନ ସଦସ୍ୟଭୂକ୍ତ ଦେଶଗୁଡ଼ିକୁ ଜରୁରୀ ସହାୟତାଦେବା ଲାଗି ଅର୍ଥବ୍ୟବସ୍ଥା କରୁଥିବା ବେଳେ ବିଶ୍ବରେ ଜାତୀୟ ତଥା…

ସାମ୍ନାକୁ ଆସିଲା ରିଷି କପୁରଙ୍କ ଶେଷ ଭିଡିଓ ବାର୍ତ୍ତା

ମୁମ୍ବାଇ: ସାମ୍ନାକୁ ଆସିଲା ବଲିଉଡର ବର୍ଷିଆନ୍ ଅଭିନେତା ରିଷି କପୁରଙ୍କ ଲାଷ୍ଟ ଭିଡିଓ ବାର୍ତ୍ତା । ଏହି ଭିଡିଓରେ ରିଷି କପୁର ହସ୍ପିଟାଲର ଏକ ବେଡ୍‌ରେ ଶୋଇଛନ୍ତି । ଏବଂ ତାଙ୍କ ପାଖରେ ଜଣେ ଯୁବକ ଠିଆ ହୋଇଛନ୍ତି । ସେ ତାଙ୍କ ଫିଲ୍ମ ‘ଦିୱାନା’ର ଏକ ଗୀତ ଗାଉଥିବା ଦେଖିବାକୁ ମିଳିଛି । ଏହି…

ମୁମ୍ବାଇର ଚନ୍ଦନୱାଡି ଶ୍ମଶାନରେ ପଞ୍ଚଭୂତରେ ଲୀନ ହେଲେ ରିଷି କପୁର

ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲେବଲିଉଡର ବର୍ଷିଆନ୍ ଅଭିନେତା ରିଷି କପୁରଙ୍କୁ। ମୁମ୍ବାଇ ସ୍ଥିତ ଚନ୍ଦନୱାଡି ଶ୍ମଶାନରେ ଦିଆଯାଇଛି ତାଙ୍କୁ ଅନ୍ତିମ ବିଦାୟ । ସପରିବାର ଏବଂ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ରିଷିଙ୍କ ଅନ୍ତିମ ସଂସ୍କାର । ଏହି ଅନ୍ତିମ ସଂସ୍କାରରେ କରିନା…

ବଜ୍ରପାତ ସହ ବର୍ଷା ଆଶଙ୍କା: ୮ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ…

କରୋନା ଭୂତାଣୁ ରୋକିବାରେ ସଫଳ ହେଉଛି ଇବୋଲା ମେଡିସିନ୍‌ !

ୱାଶିଂଟନ୍‌: ସାରା ବିଶ୍ୱରେ କାୟା ମେଲାଇଛି ମାରାତ୍ମକ ଭୂତାଣୁ କରୋନା । ଏପରି ସ୍ଥଳେ ଆମରିକାରୁ ଆସିଛି ଏକ ଖୁସି ଖବର । ଇବୋଲା ସଂକ୍ରମଣ ରୋକିବା ପାଇଁ ବ୍ୟବହାର କରାଯାଉଥିବା ରେମ୍‌ଡେସିଭିର ଔଷଧ କରୋନା ଭୂତାଣକୁ ରୋକିବାରେ ସଫଳ ହେଉଥିବା କୁହାଯାଇଛି । କରୋନା ସଂକ୍ରମିତଙ୍କ କ୍ଷେତ୍ରରେ…

ଅଥ ଅଥର୍ବ ଅର୍ଥନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏ ନିବନ୍ଧ ଲେଖିବା ପୂର୍ବରୁ ପଣ୍ଡିତ ବିଷ୍ଣୁ ଶର୍ମା ସଂସ୍କୃତରେ ଲେଖିଥିବା ଅଥ କୃଷ୍ଣସର୍ପ କଥା ମନେ ପକାଇଦେଉଛି । ଥରେ ଗୋଟିଏ ବେଙ୍ଗ ତା’ର ପରିବାର ଓ ସାଙ୍ଗ ସାଥୀ ମାନଙ୍କ ସହିତ କୂଅରେ ବାସ କରୁଥିଲା । ତା’ ପାଖ ସଂପର୍କୀୟମାନେ ତାକୁ…

ଲକଡାଉନ ପରେ ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ବିମାନ ବନ୍ଦର

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ପରେ ଯେକୌଣସି ମୁହୂର୍ତ୍ତ ଖୋଲିପାରେ ବିମାନ ବନ୍ଦର । ଏନେଇ ପ୍ରସ୍ତୁତ ରହିବାକୁ ଭୁବନେଶ୍ୱର ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଛି । ନିର୍ଦ୍ଦେଶ ଆସିବା ପରେ ବିମାନ ବନ୍ଦରରେ ନିର୍ଦ୍ଦେଶକ ବିଭି ରାଓଙ୍କ ଅଧ୍ୟକ୍ଷତାରେ…

ରିଷି କପୁରଙ୍କୁ ମନେ ପକାଇଲେ ଲତା ମଙ୍ଗେସକର, ସେୟାର କଲେ ଫଟୋ

ମୁମ୍ବାଇ: ସୁରସମ୍ରାଜ୍ଞୀ ତଥା ମହାନ ଗାୟିକା ଲତା ମଙ୍ଗେସକର ରିଷି କପୁରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ତାଙ୍କୁ ମନେ ପକାଇ ସେ ରିଷିଙ୍କ ଏକ ପିଲା ଦିନର ଫଟୋ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଲତା ମଙ୍ଗେସକର ଦୁଇଟି ଟ୍ୱିଟ୍ କରିଛନ୍ତି । ପ୍ରଥମ ଟ୍ୱିଟ୍‌ରେ ସେ…