କରୋନା ଲକଡାଉନ: ଶାହିନବାଗରୁ ହଟିଲେ ବିକ୍ଷୋଭକାରୀ, ତମ୍ବୁ ହଟାଇ ରାସ୍ତା ଖାଲି କଲା ପୋଲିସ
ନୂଆଦିଲ୍ଲୀ: ନାଗରିକତା ଆଇନ ବିରୋଧରେ ଗତ ଡିସେମ୍ବର ୧୫ ରୁ ଶାହିନବାଗରେ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କୁ ପୋଲିସ ହଟାଇ ଦେଇଛି। ଦିଲ୍ଲୀ ଏବଂ ନୋଏଡାକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଥିବା ତମ୍ବୁଗୁଡ଼ିକୁ ମଧ୍ୟ ପୋଲିସ ହଟାଇ ଦେଇଛି।
DCP South East:People at the protest site…