ଓମାର ଅବଦୁଲ୍ଲାଙ୍କୁ ଗୃହବନ୍ଦୀରୁ ମିଳିବ ମୁକ୍ତି
ଜମ୍ମ କାଶ୍ମୀର: ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଗୃହବନ୍ଦୀରୁ ଖୁବଶୀଘ୍ର ମିଳିବ ମୁକ୍ତି । ଛଅ ମାସ ପରେ ମୁକୁଳିବେ । ଗତ ଫେବ୍ରୁଆରୀ ମାସରୁ ସେ ନଜରବନ୍ଦୀରେ ଅଛନ୍ତି । ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ କରିଥିଲେ। ଆଇନଶୃଙ୍ଖଳା…