ଆରମ୍ଭ ହେଲା ଜେଇଇ ଆଡଭାନ୍ସ ପରୀକ୍ଷା, ଓଡିଶାରୁ ୩୧୬୧ ହଜାର ପରୀକ୍ଷାର୍ଥୀ
ଭୁବନେଶ୍ୱର : ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ ପରୀକ୍ଷା ସୋମବାର ଦିନ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ସାରା ଦେଶରେ ପ୍ରାୟ ୧.୭୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।
ଏହି ପରୀକ୍ଷା ରାଜ୍ୟର କଟକ, ଭୁବନେଶ୍ୱର, ରାଉରକେଲା ଓ…