Latest Odisha News

BREAKING NEWS

ତିହାର ଜେଲ୍‌ ଇତିହାସରେ ପ୍ରଥମ ଥର ୪ ଦୋଷୀଙ୍କୁ ଏକକାଳୀନ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କ ଓକିଲ ଏପି ସିଂହଙ୍କ ପକ୍ଷରୁ ସମସ୍ତ ଉପାୟ କରାଯାଇଥିଲା । ତଥାପି ମଧ୍ୟ ସାଢେ଼ ୭ବର୍ଷ ପରେ ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି । ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ ମିନିଟରେ ତିହାର ଜେଲରେ ୪ଜଣ…

ଇସ୍ତଫା ଦେଲେ କମଳନାଥ; ଜ୍ୟୋତିରାଦିତ୍ୟ କହିଲେ ‘ସତ୍ୟମେବ ଜୟତେ’

ଭୋପାଳ: ମଧ୍ୟପ୍ରଦେଶରେ ଚାଲିଥିବା ମହାସଙ୍କଟର ମହାସମାପ୍ତି ଘଟିବାକୁ ଯାଉଛି । ଆଜି ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରକୁ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ପଠାଇଦେଇଛନ୍ତି ।…

ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ଏକତ୍ର ହେବା ମନା: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଭୁବନେଶ୍ୱର ଗୀତଗୋବିନ୍ଦ ସଦନରୁ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ରାଜ୍ୟବାସୀଙ୍କୁ କରୋନାଭାଇରସ ସମ୍ପର୍କରେ ତାଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ଲୋକଙ୍କୁ ଏକତ୍ର ରହିବା ମନା । ରାଜ୍ୟରେ କରୋନା ବ୍ୟତୀତ ଅନ୍ୟ କୌଣସି ସଭା…

କୋଭିଡ-୧୯ ପାଇଁ କେରଳ ସରକାର ଘୋଷଣା କଲେ ୨୦ ହଜାର କୋଟି ଟଙ୍କାର ପ୍ୟାକେଜ

କେରଳ: ସାରା ବିଶ୍ୱରେ ଏବେ କରୋନା ଭୂତାଣୁ ସଂକ୍ରମଣ ଚିନ୍ତାର ବିଷୟ ହୋଇଛି । ଏହି ମହାମାରୀର ମୁକାବିଲା ପାଇଁ ବିଭିନ୍ନ ଦେଶ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦ କ୍ଷେପ ନିଆଯାଉଛି । ଏହି କ୍ରମରେ କେରଳ ସରକାର ଜନସାଧାରଣଙ୍କ ପାଇଁ ୨୦ ହଜାର ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା…

ୟୁନିୟନ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିରର ପାଣ୍ଠି: ମନ୍ଦିର ପ୍ରଶାସନ

ପୁରୀ: ୟେସ ବ୍ୟାଙ୍କ ପକ୍ଷରୁ ଶ୍ରୀ ମନ୍ଦିରର ଏସବିଆଇ ଆକାଉଣ୍ଟକୁ ସୁଧ ସହିତ କର୍ପସ ପାଣ୍ଠି ଫେରସ୍ତ କରାଯିବାର ଗୋଟିଏ ଦିନ ପରେ ମନ୍ଦିରର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଶୁକ୍ରବାର ଦିନ କହିଛନ୍ତି ଯେ ମନ୍ଦିର ପାଣ୍ଠି ଏବଂ ମନ୍ଦିରର ମୂଳ ପାଣ୍ଠିକୁ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ…

ବଢୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା; ଆମେରିକାରେ ଗୋଟିଏ ଦିନରେ ୧୫୦ ମୃତ

ୱାଶିଂଟନ: ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର(ସିଡିସି) ଅନୁସାରେ ଗୁରୁବାର ଦିନ ଆମେରିକାରେ ୧୦,୪୯୧ଜଣ କରୋନାଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଆମେରିକାରେ ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦୪ ବଢ଼ିଛି ଏବଂ ମୃତ୍ୟୁ ସଂଖ୍ୟା ୫୩ରୁ ୧୫୦କୁ ବୃଦ୍ଧି ପାଇଛି ।…

କରୋନା ପାଇଁ ମୁମ୍ବାଇ, ପୁଣେ, ନାଗପୁର ସମେତ ୪ ସହର ଲକଡାଉନ୍

ମୁମ୍ବାଇ: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏପର୍ଯ୍ୟନ୍ତ ଭାରତରେ କରୋନା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୨୦୦ରେ ପହଞ୍ଚିଛି । ଯେଉଁଥିରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ରୋଗୀ ଅଛନ୍ତି । ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖି ମହାରାଷ୍ଟ୍ର ସରକାର ୪ଟି ସହରକୁ…

ବିଶ୍ୱ ପଖାଳ ଦିବସ: ପଖାଳର ଅଦ୍ଭୁତ ଉପକାରିତା ସମ୍ପର୍କରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପଖାଳ ଦିବସ । କି ଧନୀ କି ଗରିବ କୋଟି କୋଟି ଓଡ଼ିଆ ଏହି ପଖାଳ ପ୍ରେମରେ ବାୟା ।ଓଡିଆ ଜାତିର ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ଏହି ପଖାଳ କଂସା ମାୟାରୁ ବାଦ୍ ଯାଇନାହାଁନ୍ତି । ତାଙ୍କ ନିକଟରେ ପରଷା ଯାଉଥିବା ଛପନ ଭୋଗ ମଧ୍ୟରୁ ପଖାଳ ହେଉଛି ଅନ୍ୟତମ ।…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଲା, ଜାଣନ୍ତୁ କେଉଁ ରାଜ୍ୟରେ କେତେ?

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୨୦୬ ରେ ପହଞ୍ଚିଥିବା ନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ପକ୍ଷରୁ ଶୁକ୍ରବାର ଦିନ ପ୍ରକାଶ କରାଯାଇଛି । ଏହି ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୫୨ ଟି…

ଆଦାନୀ ଧାମରା ପୋର୍ଟରେ କରୋନା ମୁକାବିଲା ଲାଗି ବ୍ୟାପକ ପ୍ରସ୍ତୁତି

ଧାମରା: ବିଶ୍ୱବ୍ୟାପୀ କରୋନା ଭାଇରସ୍‌କୁ ନେଇ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଦାନୀ ଧାମରା ପୋର୍ଟ ଏଥିରୁ ବାଦ୍ ପଡ଼ିନାହିଁ । ପୋର୍ଟ କର୍ତ୍ତୃପକ୍ଷ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସମସ୍ତ ନିର୍ଦ୍ଦେଶାବଳୀକୁ ପାଳନ କରୁଛନ୍ତି । ଏହି ସଂକ୍ରାନ୍ତ ୨୮ ଜାନୁଆରୀ ୨୦୨୦…