ହିଞ୍ଜିଳିରୁ ଜିତିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ବିଧାନସଭା ଆସନରେ ବିଜୟ ହାସଲ କରିଛନ୍ତି ।
ସେହିପରି ଅନ୍ୟ ବିଜୟୀ ପ୍ରାର୍ଥୀମାନେ ହେଲେ:
ଯାଜପୁର ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବିଜୟ ହାସଲ କରିଛନ୍ତି ।…