କରୋନାଭାଇରସ ମହାମାରୀ; ମୃତ୍ୟୁ ସଂଖ୍ୟାରେ ଚୀନକୁ ଟପିଲା ଇଟାଲୀ
ଇଟାଲୀ: କରୋନାଭାଇରସ ସଂକ୍ରମଣରେ ଚୀନରେ ୩,୨୪୮ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଇଟାଲୀ ଏହି ମୃତ୍ୟୁସଂଖ୍ୟାକୁ ଅତିକ୍ରମ କରିଛି ।
ଏବେ ଇଟାଲୀରେ ମୃତ୍ୟୁ ସଂଖ୍ୟା ମୋଟ୍ ୩,୪୦୫ରେ ପହଞ୍ଚିଥିବା ବେଳେ ବିଶ୍ୱବ୍ୟାପୀ ଏହି ସଂଖ୍ୟା ପ୍ରାୟ ୧୦,୦୦୦ ଛୁଇଁଛି ।
ଗଣମାଧ୍ୟମରେ…