୫ମ ଥର ଲାଗି ନବୀନ ହେବେ ମୁଖ୍ୟମନ୍ତ୍ରୀ: ଚିକିଟି ଆସନରେ ବିଜେଡ଼ି ପ୍ରାର୍ଥୀ ଉଷା ଦେବୀ ୪୪୩୬ ଭୋଟରେ ଆଗୁଆ
ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ଲାଗି ଆଜି ଭୋଟ ଗଣତି ଚାଲିଥିବା ବେଳେ ଚିକିଟି ଆସନରେ ୯ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ଉଷା ଦେବୀ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀଙ୍କ ଠାରୁ ପ୍ରାୟ ୪୪୩୬ ଭୋଟରେ ଆଗୁଆ ରହିଛନ୍ତି ।
ଏହି ଆସନରେ ବିଜେଡ଼ି ପ୍ରାର୍ଥୀ ୫୬୩୪ଟି…