କରୋନା ଭୟ: ଯାତ୍ରୀ ଭଡା ଉପରେ ରିହାତି ପ୍ରତ୍ୟାହାର କଲା ରେଳବାଇ
ନୂଆଦିଲ୍ଲୀ: ବଢୁଥିବା କରୋନାଭାଇରସ ସଂକ୍ରମଣକୁ ଧ୍ୟାନରେ ରଖି ରେଳ ମନ୍ତ୍ରଣାଳୟ ଗୁରୁବାର ଦିନ ଛାତ୍ର, ଭିନ୍ନକ୍ଷମ ଏବଂ ରୋଗୀଙ୍କ ବ୍ୟତୀତ ସମସ୍ତ ବର୍ଗର ଯାତ୍ରୀଙ୍କ ଭଡା ଉପରେ ରିହାତି ପ୍ରତ୍ୟାହାର କରିନେଇଛି।
କୋଭିଡ-୧୯ ର ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ରେଳବାଇ କହିଛି ଯେ…