Latest Odisha News

BREAKING NEWS

ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ୍ ଗଣତି: ଓଡିଶା ଲୋକସଭା ଆସନରୁ କିଏ କେଉଁଠୁ ଆଗୁଆ…

ଭୁବନେଶ୍ୱର : ପ୍ରାରମ୍ଭିକ ଭୋଟ୍ ଗଣତି ଚାଲିଥିବା ବେଳେ ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ରହିଛନ୍ତି ।

ସେହିପରି ଉକ୍ତ ଆସନରୁ ବିଜେଡି ପ୍ରାର୍ଥୀ ମହେଶ୍ୱର ମହାନ୍ତି ମଧ୍ୟ ଆଗୁଆ ରହିଛନ୍ତି ।

ଆଗୁଆ-

ବ୍ରହ୍ମଗିରି – ଲଳିତେନ୍ଦୁ ମହାପାତ୍ର (ବିଜେପି )।

କାକଟପୁର- ତୁଷାର କାନ୍ତି ବେହେରା (ବିଜେଡି) ।

ନିମାପଡା- ସମୀର ଦାସ (ବିଜେଡ଼ି)।

ସତ୍ୟବାଦୀ- ଉମାକାନ୍ତ ସାମନ୍ତରାୟ (ବିଜେଡି)

ସେହିପରି କେନ୍ଦ୍ରାପଡାରେ ବିଜେଡି ଆଗୁଆ

Leave A Reply

Your email address will not be published.