Latest Odisha News

BREAKING NEWS

ବିଜେପିର ୪ ଜଣ ନେତାଙ୍କୁ ମିଳିଲା ନୂତନ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା ବିଜେପିର ୪ ଜଣ ବରିଷ୍ଠ ନେତାଙ୍କୁ ନୂତନ ଦାୟିତ୍ୱ ଅର୍ପଣ କରାଯାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସୁଶାନ୍ତ ମିଶ୍ରଙ୍କୁ ରାଜ୍ୟ ସମ୍ପାଦକ, ଉରକୁଳ ତାଣ୍ଡିଙ୍କୁ ଅନୁସୁଚିତ ଜାତି ମୋର୍ଚ୍ଚାର ରାଜ୍ୟ ଉପସଭାପତି,…

ମାଲେସିଆ ବିପକ୍ଷରେ ଭାରତ ୪-୨ ଗୋଲରେ ବିଜୟୀ, ବିରେନ୍ଦ୍ର ଲାକ୍ରାଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ୍’ ପୁରସ୍କାର

ଇପୋ: ସୁଲତାନ ଆଜଲାନ ଶାହ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଆୟୋଜକ ମାଲେସିଆକୁ ୪-୨ ଗୋଲରେ ପରାସ୍ତ କରିଛି । ମାଲେସିଆର ଇପୋଠାରେ ଖେଳାଯାଇଥିବା ଏହି ମ୍ୟାଚରେ ସୁନ୍ଦର ଅଦ୍ଭୁତପୂର୍ବ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିବାରୁ ଓଡ଼ିଆ ହକି ଖେଳାଳି ବିରେନ୍ଦ୍ର ଲାକ୍ରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍…

ବିଜେପିରେ ସାମିଲ ହେଲେ ଆଠମଲ୍ଲିକ ରାଜ ପରିବାର ସଦସ୍ୟ ପରେଶ ଦେଓ

ଭୁବନେଶ୍ୱର: ବିଜେପିରେ ମଙ୍ଗଳବାର ଦିନ ଯୋଗଦେଇଛନ୍ତି ଆଠମଲ୍ଲିକ ଯୁବରାଜ ପରେଶ ଦେଓ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ଆଠମଲ୍ଲିକ ରାଜ ପରିବାରର ସଦସ୍ୟ ପରେଶ ଦେଓ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଜାଣନ୍ତୁ, କେଉଁ ଦାଢିର ଲୁକ୍ସରେ ଆପଣ ଆକର୍ଷକ ଦିଶିବେ…

ଭୁବନେଶ୍ୱର: ଆଜିକାଲି ପ୍ରତିଦିନ ଫ୍ୟାଶନରେ ପୋଷାକ ଠାରୁ ଆରମ୍ଭ କରି ଜୋତା ଓ ରିଷ୍ଟ ୱାଚ ଷ୍ଟାଇଲ ବଦଳିବାରେ ଲାଗିଛି । ମହିଳାଙ୍କ ପରି ପୁଅମାନେ ମଧ୍ୟ ନିଜ ଲୁକକୁ ନେଇ ସବୁବେଳେ ଏକ୍ସପରିମେଣ୍ଟ୍ କରିଥାନ୍ତି । ବର୍ତ୍ତମାନ ସମୟରେ ପୁଅମାନେ ନିଜ ପସନ୍ଦ ମୁତାବକ ବିୟର୍ଡକୁ ଷ୍ଟାଇଲ୍ ଶେପ୍ ଦେଇ…

ଚିଟଫଣ୍ଡ ପ୍ରସଙ୍ଗ: ବାଲେଶ୍ୱର ଓ ମୟୁରଭଞ୍ଜ ସାଂସଦଙ୍କୁ ଏଥର ଟିକଟ ନ’ଦେଇପାରେ ବିଜେଡ଼ି

ଭୁବନେଶ୍ୱର: ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଏବଂ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ଏଥର ବିଜେଡ଼ି ଲୋକସଭା ନିର୍ବାଚନ ଲାଗି ଦଳୀୟ ଟିକଟ ନ’ଦେଇପାରେ, ଚିଟଫଣ୍ଡ ହେରଫରରେ ଛନ୍ଦି ହୋଇଥିବା ବେଳେ ଏହି ମାମଲାର ଫଇସାଲା ଏଯାଏଁ ହୋଇନାହିଁ । ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ, ହାଁସଦା…

ରିଲିଜ୍ ହେଲା ‘ଦ ତାସକେଣ୍ଟ୍ ଫାଇଲ୍ସ’ ଟ୍ରେଲର୍, ଏବେବି ରହସ୍ୟ ଘେରରେ ଶାସ୍ତ୍ରୀଙ୍କ ମୃତ୍ୟୁ…

ମୁମ୍ବାଇ : ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ରହସ୍ୟମୟୀ ମୃତ୍ୟୁ ଉପରେ ଆଧାରିତ ଫିଲ୍ମ ‘ଦ ତାସକେଣ୍ଟ ଫାଇଲ୍ସ’ର ଟ୍ରେଲର ନିକଟରେ ରିଲିଜ ହୋଇଛି । https://youtu.be/OgWylHdfIdo ତାସକେଣ୍ଟ ଫାଇଲ ସ୍ୱାକ୍ଷରିତ ହେବାର କିଛି ଘଣ୍ଟା ପରେ ଲାଲ ବାହାଦୁର…

ସମ୍ବିତ ପାତ୍ରଙ୍କ ଇଚ୍ଛା: ପୁରୀରେ ଶଙ୍ଖ ଫୁଟୁ !

ଭୁବନେଶ୍ୱର : ପୁରୀରୁ ବିଜେପି ଲୋକସଭା ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ରଙ୍କ ଇଚ୍ଛା ‘ପୁରୀରେ ଶଙ୍ଖ ଫୁଟୁ’ । ଏକଥା ଆମେ କହୁନୁ, ଏଭଳି କିଛି ବ୍ୟକ୍ତବ୍ୟ ଖୋଦ୍ ସମ୍ବିତଙ୍କ ମୁହଁରୁ ବାହାରିଛି । ଗଣମାଧ୍ୟମ ଆଗରେ ଏଭଳି ଇଚ୍ଛା ପ୍ରକାଶ କରିଛନ୍ତି ସମ୍ବିତ । ପୂର୍ବରୁ ପୁରୀ ଲୋକସଭା ଆସନରୁ…

ବିଜେପି ଛାଡ଼ିଲେ ବରିଷ୍ଠ ନେତା ସୁବାସ ଚୌହାନ

ବରଗଡ଼: ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ଶାଖାର ଉପ ସଭାପତି ସୁବାସ ଚୌହାନ ଦଳରୁ ମଙ୍ଗଳବାର ଦିନ ଇସ୍ତଫା ପ୍ରଦାନ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟତା ପଦରୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ସୁବାସ ଚୌହାନ ତାଙ୍କର ଇସ୍ତଫା ପତ୍ର ପାର୍ଟି ସଭାପତି ବସନ୍ତ…

ଦେବଗଡରେ ମାଓବାଦୀ କ୍ୟାମ୍ପ ଠାବ

ଦେବଗଡ : ଦେବଗଡରେ କନସର ସଂରକ୍ଷିତ ଜଙ୍ଗଲରେ ଏକ କମ୍ବିଂ ଅପରେସନ ବେଳେ ସିଆରପିଏଫ୍ ଯବାନଙ୍କ ଦ୍ୱାରା ମଙ୍ଗଳବାର ଦିନ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିବା ପରେ ସିଆରପିଏଫର ୧୨ ବାଟାଲିଅନ୍ କମ୍ବିଂ ଅପରେସନ୍…

ନବରଙ୍ଗପୁର ଜେଲରେ ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଉମରକୋଟ ସବ୍ ଜେଲର ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଦେବ ମାଝିଙ୍କୁ ସୋମବାର ରାତିରେ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ମଙ୍ଗଳବାର ସକାଳେ…