Latest Odisha News

BREAKING NEWS

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: କରଣ ଜୋହରଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ

ମୁଜାଫରପୁର: ବଲିଉଡ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ କୋର୍ଟରେ ବଲିଉଡ ସୁପରଷ୍ଟାର ସଲମାନ ଖାନ, ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ସମେତ ୭ ଜଣଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଆଣିଛନ୍ତି ଜଣେ ସ୍ଥାନୀୟ ଓକିଲ । ଏସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି…

ରଥଯାତ୍ରା ବନ୍ଦ କରିବାକୁ ଷଡଯନ୍ତ୍ର ଚାଲିଛି: ବିଜୟ ମହାପାତ୍ର

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ୫ ଦିନ । ହେଲେ ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିିଁ ସେନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇନାହାଁନ୍ତି । ଏହାରି ଭିତରେ ସରକାରଙ୍କୁ ଘେରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ସାଧାରଣରେ ସନ୍ଦେହ…

ବନ୍ଦ ହେବ ରସୁଲଗଡ-ବାଣୀବିହାର ରାସ୍ତା

ଭୁବନେଶ୍ୱର: ଖୁବଶୀଘ୍ର ବନ୍ଦ ହେବ ରାଜଧାନୀ ଭୁବନେଶ୍ୱରର ବାଣୀବିହାର ଓ ରସୁଲଗଡକୁ ସଂଯୋଗ କରୁଥିବା ରାସ୍ତା । ସହିଦ ନଗର ରେଳ ଓଭରବ୍ରିଜ୍‌ର ସମ୍ପ୍ରସାରଣ ହେବ । ତେଣୁ ଜାତୀୟ ରାଜପଥ ୧୬ର ଏହି ରାସ୍ତା ବଦଳରେ ବିକଳ୍ପ ରାସ୍ତା ଦେଇ ଯାତାୟତ ପାଇଁ କମିଶନରେଟ୍ ପୋଲିସ ଚିଠି ଲେଖିଛି । ରେଳ…

ଶୁକ୍ରବାର ଚୀନ ମାମଲାରେ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ପୂର୍ବ ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ ହେବାରୁ ଗତକାଲି ୨୦ ଜଣ ଯବାନ ସହିଦ ହୋଇଥିବା ଘଟଣା ନେଇ ଆଲୋଚନା ହେବ । ଶୁକ୍ରବାର ଅପରାହ୍ନ ୫ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ଦଳର…

ଚୀନ-ଭାରତ ସଂଘର୍ଷ: ସହିଦ ହେଲେ ୨ ଓଡ଼ିଆ ଯବାନ

ଭୁବନେଶ୍ୱର: ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ହୋଇଥିବା ଚୀନ ସୈନିକମାନଙ୍କ ବିରୋଧରେ ଲଢି ୨ ଓଡ଼ିଆ ପୁଅ ଦେଶମାତୃକା ଲାଗି ସହିଦ ହୋଇଛନ୍ତି । ସୋମବାର ରାତିରେ ହୋଇଥିବା ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ଦେଶ ଲାଗି ପ୍ରାଣ ଦେଇଛନ୍ତି । ଏହି ଦୁଇଜଣ ଓଡ଼ିଆ ଯବାନ ମାନଙ୍କ ମଧ୍ୟରୁ ଜଣେ…

ସ୍ଥିତି ଅନୁଧ୍ୟାନ ନିମନ୍ତେ କୋଦଳା ଅଞ୍ଚଳକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

କୋଦଳା: ବୁଧବାର ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୂଲାଙ୍ଗେ ଅଚାନକ ପରିଦର୍ଶନ କରିଛନ୍ତି। କୋଦଳାର ବସଷ୍ଟାଣ୍ଡ ଚାରିଛକ ଠାରେ ପହଞ୍ଚି କିଛି ସମୟ ସେଠାରେ ଉପସ୍ଥିତ ରହି ଜିଲ୍ଲାପାଳ ବିଭିନ୍ନ ଦୋକାନ ବଜାର ସଫେଇ, ମାସ୍କ ପିନ୍ଧିବା , ସାମାଜିକ ଦୂରତା ଆଦି ତଦାରଖ…

କଳିଙ୍ଗ ଷ୍ଟାଡିୟମରେ ହେବ ବିଶ୍ୱସ୍ତରୀୟ ଖେଲୋ ଇଣ୍ଡିଆ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ କ୍ରୀଡ଼ାର ବିକାଶ ପାଇଁ  ୮ଟି ରାଜ୍ୟକୁ ସଟ୍‌ଲିଷ୍ଟ୍ କରିଛନ୍ତି । ସେହି ରାଜ୍ୟ ଗୁଡ଼ିକ ହେଲେ ଓଡ଼ିଶା, କର୍ଣ୍ଣାଟକ, କେରଳ, ତେଲଙ୍ଗାନା, ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ ଓ ନାଗାଲାଣ୍ଡ । ଏହିସବୁ ରାଜ୍ୟର ଆଧୁନିକ ସୁବିଧା ସୁଯୋଗ ଥିବା…

କରୋନା ପଜିଟିଭ ଚିହ୍ନଟ ହେଲେ ଏସ୍‌ସିବି ମେଡିକାଲ୍‌ କଲେଜର ଡାକ୍ତରୀ ଛାତ୍ରୀ

କଟକ: କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି କଟକ ସ୍ଥିତ ଏସ୍‌ସିବି ମେଡିକାଲ୍‌ କଲେଜର୍ ଏମ୍‌ବିବିଏସ୍‌ ଶେଷ ବର୍ଷର ଜଣେ ଛାତ୍ରୀ । ଏହି ଛାତ୍ରୀଙ୍କ ସ୍ୱାବ୍‌ ନମୁନା ପଜିଟିଭ୍‌ ଆସିଥିଲା । ଏହାପରେ ବୁଧବାର ଦିନ ତାଙ୍କୁ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଛାତ୍ରୀ ଜଣକ…

ଆସନ୍ତୁ ଜାଣିବା କେଉଁ ୫ ଚୀନ କମ୍ପାନୀ ଭାରତୀୟ ବଜାର ଉପରେ କବଜା କରି ଅଛନ୍ତି

ନୂଆଦିଲ୍ଲୀ: ଭାରତ-ଚୀନ ସଂଘର୍ଷ ଯୋଗୁ ୨୦ ଯବାନ ଆମର ଶହୀଦ ହୋଇଛନ୍ତି । ଏଥିନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତ ଅର୍ଥନୀତିରେ ଚୀନକୁ ଝଟକା ଦେବା ଲକ୍ଷ୍ୟରେ ଯୋଜନା ଆରମ୍ଭ କରିଛି । ଆସନ୍ତୁ ଜାଣିବା ଚୀନର କେଉଁ ୫ କମ୍ପାନୀ ଭାରତରୁ କୋଟି କୋଟି ଟଙ୍କା ବୋହି…

ଆଇନଜୀବୀ ପଜିଟିଭ ଚିହ୍ନଟ ହେବା ପରେ ପୁରୀ ଜିଲ୍ଲା କୋର୍ଟରେ ପଡିଲା ତାଲା

ପୁରୀ: ପୁରୀ ଜିଲ୍ଲା କୋର୍ଟର ଜଣେ ଆଇନଜୀବୀ ଓ ତହସିଲ କାର୍ଯ୍ୟାଳୟର ଜଣେ ‘ମୋହରିର’ କରୋନା ପଜିଟିଭ୍ ଚିହ୍ନଟ ହେବା ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡିଏସଆର ଅଫିସ ବନ୍ଦ କରାଯାଇଛି | ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ସବ୍-କଲେକ୍ଟର ଭବତରନା ସାହୁ କହିଛନ୍ତି ଯେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…