ମୋଦୀଙ୍କ ଟ୍ୱିଟ୍, ମହିଳାଙ୍କ ପାଇଁ ସମର୍ପିତ ହେବ ସୋସିଆଲ ମିଡିଆ ଆକାଉଂଟ
ନୂଆଦିଲ୍ଲୀ: ସୋସିଆଲ ମିଡିଆ ଛାଡିବା ନେଇ ଲାଗି ରହିଥିବା ସସ୍ପେନ୍ସ ଉପରୁ ପରଦା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଆଜି ଟ୍ୱିଟ୍ କରିଛନ୍ତି ଯେ, ମୁଁ ସୋସିଆଲ ମିଡିଆ ଛାଡୁନାହିଁ । ମହିଳାଙ୍କ ଯୋଗଦାନ ପାଇଁ ସମର୍ପିତ ହେବ ତାଙ୍କ ଆକାଉଂଟ । ମହିଳା ଦିବସରେ ପ୍ରେରଣା…