ଭାରତୀୟ ନୋଟରେ ରହୁ ଲକ୍ଷ୍ମୀଙ୍କ ଚିତ୍ର: ସୁବ୍ରମଣ୍ୟମ ସ୍ୱାମୀ
ଭୋପାଳ: ଭାରତୀୟ ନୋଟ୍ରେ ରହୁ ମାତା ଲକ୍ଷ୍ମୀଙ୍କ ଚିତ୍ର । ଏହାଦ୍ୱାରା ଅର୍ଥନୀତି ଓ ଟଙ୍କା ମୂଲ୍ୟରେ ସୁଧାର ଆସିବ । ଏଭଳି କିଛି ଅଦ୍ଭୁତ ପ୍ରସ୍ତାବ ଦେଇଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । ମଧ୍ୟପ୍ରଦେଶରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ସେ କହିଛନ୍ତି ଯେ, ଇଣ୍ଡୋନେସିଆ ମୁଦ୍ରାରେ…