କାଠମାଣ୍ଡୁରୁ ଦେଖାଗଲା ମାଉଂଟ ଏଭେରେଷ୍ଟ
କାଠମାଣ୍ଡୁ: କରୋନା ଭାଇରସ ଅନେକ କିଛି ଆମକୁ ଶିକ୍ଷା ଦେଉଛି । ଆମେ କିପରି ପରିବେଶକୁ ନଷ୍ଟ କରୁଛେ ତାହା ପ୍ରମାଣିତ କରାଇଛି । ବର୍ତମାନ କରୋନା ଯୋଗୁ ଲୋକେ ଘରୁ ବାହାରୁ ନାହାନ୍ତି । କଳକାରଖାନା ବନ୍ଦ, ଗାଡିମଟର ଚଳାଚଳ ବନ୍ଦ । ଏଥିଯୋଗୁ କେଉଁଠାରେ ବାୟୁମଣ୍ଡଳ ପରିସ୍କାର ହେଲାଣି ତ…