ଆସନ୍ତା ସପ୍ତାହ ନିଲାମ ହୋଇପାରେ ସୁକିନ୍ଦା ଖଣି
ଭୁବନେଶ୍ୱର: ରାଜ୍ୟ ସରକାର ସୁକିନ୍ଦା କ୍ରୋମାଇଟ୍ ଖଣି ଓ ଅନ୍ୟଏକ କାର୍ଯ୍ୟରତ ଲୁହା ଖାଦାନକୁ ମଧ୍ୟ ନିଲାମ କରିବାର ସମ୍ଭାବନା ରହିଛି । ଯାହା ରାଜ୍ୟ ଅଧିନରେ ଥିବା ଓଡିଶା ଖଣିଜ ଅନ୍ୱେଷଣ ନିଗମ ଲିମିଟେଡ ଲାଗି ସଂରକ୍ଷିତ କରାଯାଇଥିଲା ।
ଅଧିକାରୀଙ୍କ ସୂଚନାନୁଯାୟୀ, ଖଣିକୁ ଖୁବଶୀଘ୍ର…