ଭୁବନେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ
ଭୁବନେଶ୍ୱର : ଭୁବନେଶ୍ୱରରେ ବୁଧବାର ଦିନ ଭିନ୍ନଭିନ୍ନ ସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି ।
ପ୍ରାପ୍ତ ସୂଚନାନୁଯାୟୀ ବରମୁଣ୍ଡା ନିକଟସ୍ଥ ଫାୟାର ଷ୍ଟେସନ ଛକରେ ଜଣେ ଯୁବକଙ୍କୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି ।…