Latest Odisha News

BREAKING NEWS

ଏହିସବୁ ଅଞ୍ଚଳରେ ଆସନ୍ତାକାଲି ବନ୍ଦ ରହିବ ବିଦ୍ୟୁତ ସରବରାହ

ଭୁବନେଶ୍ୱର: ଆସନ୍ତାକାଲି (ମଙ୍ଗଳବାର) ପୁରୀ, କଟକ, ଭୁବନେଶ୍ୱର, କେନ୍ଦ୍ରାପଡା ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ଏହିସବୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରଖିବା ନେଇ ଘୋଷଣା କରିଛି ସେସୁ । କେଉଁ ଅଞ୍ଚଳରେ କେଉଁ ସମୟରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ... ୧.ଭୁବନେଶ୍ୱରର…

ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ପଚାରିଲେ “ସାର୍ ! ଆପଣ ଖୁସି ତ?”, ଉତ୍ତରରେ ନବୀନ କ’ଣ କହିଲେ ଜାଣନ୍ତୁ…

ଭୁବନେଶ୍ୱର: ଆଜି ଥିଲା ଓଡ଼ିଶା ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଥମ ଦିନ । ଏହି ପ୍ରଥମ ଦିନ ଗୃହ ଆରମ୍ଭ ହେବା ପରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ରହିଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ବିଧାୟକ ତାରା ବାହିନୀପତି ଏକ କଥାଛଳରେ “ସାର୍ ! ଆପଣ ଖୁସି ତ?”…

ସମ୍ବଲପୁରରେ ଖୋଲିଲା ପ୍ରଥମ ଫୁଡ଼ ଏଟିଏମ୍

ସମ୍ବଲପୁର: ସମ୍ବଲପୁର ମୁନିସିପାଲିଟି ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ 'ସ୍ୱାଇଛା'ର ମିଳିତ ସହଯୋଗରେ ସମ୍ବଲପୁରରେ ପ୍ରତିଷ୍ଠା ହୋଇଛି ପ୍ରଥମ ଫୁଡ଼ ଏଟିଏମ୍ । କୌଣସି ସାମାଜିକ ସମାରୋହ କିମ୍ବା ଘରେ ଖାଦ୍ୟ ବଞ୍ଚିଗଲେ ସମ୍ବଲପୁରବାସୀ ଏଥର ଏହି ଫୁଡ଼ ଏଟିଏମକୁ ଦାନ କାରିପାରିବେ । ୭୦୦…

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟ ପୁଣି ଗିରଫ

କଟକ: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟ ବୁଧବାର ଦିନ କଟକଠାରେ କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇଛି । ମିଳିଥିବା ସୂଚନାନୁଯାୟୀ, ରାଜା ଆଚାର୍ଯ୍ୟ ମାଲଗୋଦାମ ପୋଲିସ ଦ୍ୱାରା ଗିରଫ ହୋଇଛି । କୋର୍ଟଙ୍କ ଆଦେଶ ଅବମାନନା କରିଥିବା ଯୋଗୁଁ ପୂର୍ବ ୱାରେଣ୍ଟଯୋଗୁଁ ଗିରଫ ହୋଇଥିବା…

ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ‘ସୂଚନା ଅଧିକାର ଆଇନ’ ପରିସରଭୁକ୍ତ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ମଧ୍ୟ ସୂଚନା ଅଧିକାର (ଆରଟିଆଇ) ଆଇନର ପରିସର ଭୁକ୍ତ ବୋଲି ବୁଧବାର ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ଏହାଏକ ସର୍ବସାଧାରଣ ପ୍ରତିଷ୍ଠାନ । ସ୍ୱଚ୍ଛତା, ନ୍ୟାୟିକ ସ୍ୱାଧିନତାର ପରିପନ୍ଥୀ ନୁହେଁ ବୋଲି ସୁପ୍ରିମକୋର୍ଟ…

କାଳିଆ ଯୋଜନାରେ ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ: ମନ୍ତ୍ରୀ

ଭୁବନେଶ୍ୱର: କାଳିଆ ଯୋଜନାରେ ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ବୋଲି ବୁଧବାର ଦିନ ଓଡ଼ିଶା ବିଧାନସଭାରେ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ପ୍ରଦାନ କରିଛନ୍ତି । କଂଗ୍ରେସ ସଦସ୍ୟ ତାରା ବାହିନୀପତି, ବିଜେଡ଼ି ବିଧାୟକ ଅଶ୍ୱିନୀ ପାତ୍ର ଏବଂ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନର…

ଦ୍ଵିତୀୟଥର ପାଇଁ ବିଧାୟିକା ଭାବେ ଶପଥ ଗ୍ରହଣ କଲେ ରୀତା ସାହୁ

ଭୁବନେଶ୍ୱର: ରାଜ୍ୟ ରାଜନୀତିର ଟାର୍ଗେଟରେ ରହିଥିବା ବିଜେପୁରର ନବ ବିଧାୟିକା ରୀତା ସାହୁ ବୁଧବାର ଦିନ ଶପଥ ଗ୍ରହଣ କରିଛନ୍ତି । ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଥିବା ରୀତା ସାହୁଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଶପଥ ପାଠ କରାଇଛନ୍ତି।…

ସୁପ୍ରିମକୋର୍ଟଙ୍କ ରାୟ: କର୍ଣ୍ଣାଟକ ବିଧାନସଭାର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଲଢିପାରିବେ ନିର୍ବାଚନ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାର ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ଜଣ ବିଧାୟକଙ୍କ ଯାଚିକା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଚୂଡ଼ାନ୍ତ ଶୁଣାଣିର ରାୟ ପ୍ରକାଶ କରିଛନ୍ତି । ଏହି ରାୟ ଅନୁଯାୟୀ କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସ ଓ ଜେଡ଼ିଏସର ୧୭…

ଐତିହାସିକ କଟକ ‘ବାଲିଯାତ୍ରା’କୁ ଜାତୀୟ ମାନ୍ୟତା ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର: କଟକର ଐତିହାସିକ ବାଲିଯାତ୍ରାକୁ ନ୍ୟାସନାଲ୍ ମେରିଟାଇମ୍ ହେରିଟେଜ୍ ଫେଷ୍ଟିଭାଲ୍ ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ କେନ୍ଦ୍ରୀୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ…