ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ଗୃହରେ ଅନୁପସ୍ଥିତ ରହିପାରିବେ ନାହିଁ ବିଧାୟକ !
ଭୁବନେଶ୍ୱର: ବିଜୁ ଜନତା ଦଳର ବିଧାୟକଙ୍କ କାର୍ଯ୍ୟକଳାପ ଉପରେ କଡା ନଜର ରଖିବେ ଦଳର ମୁଖିଆ ନବୀନ ପଟ୍ଟନାୟକ ।
ଏନେଇ ବୁଧବାର ଦିନ ବିଧାନସଭା ଆରମ୍ଭ ପୂର୍ବରୁ ଆୟୋଜିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ମାନଙ୍କୁ କଡା ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।…