Latest Odisha News

BREAKING NEWS

ବାଂଲାଦେଶ ପରେ ବିଶ୍ୱକପରୁ ଓହରିଯିବ କି ପାକିସ୍ତାନ

ନୂଆଦିଲ୍ଲୀ: ଆଇସିସି ଟି୨୦ ବିଶ୍ୱକପରୁ ଆଇସିସି ବାଂଲାଦେଶକୁ ବାହାର କରିଦେଇଛି । ସ୍କଟଲାଣ୍ଡକୁ ବାଂଲାଦେଶ ବଦଳରେ ବିଶ୍ୱକପ ଖେଳିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି । ଏକ ରିପୋର୍ଟ ଅନୁସାରେ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ବିଶ୍ୱକପରୁ ଓହରିଯିବା ପାଇଁ ଚିନ୍ତା କରୁଛି । ପିସିବି…

ଆଇସିସି ଟି୨୦ ବିଶ୍ୱକପ: ବାଂଲାଦେଶ ଆଉଟ, ସ୍କଟଲାଣ୍ଡ ଇନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଟି୨୦ ବିଶ୍ୱକପ ୨୦୨୬ରୁ ବାଂଲାଦେଶକୁ ଆଉଟ କରିଦେଇଛି । ଶନିବାର ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି । ବାଂଲାଦେଶ ବଦଳରେ ସ୍କଟଲାଣ୍ଡକୁ ବିଶ୍ୱକପରେ ସାମିଲ କରାଯାଇଛି । ଭାରତରେ ମ୍ୟାଚ ନ ଖେଳିବା ନିଷ୍ପତି ବାଂଲାଦେଶ ବୋର୍ଡ ପାଇଁ ମହଙ୍ଗା…

ବିଜେପି ସମର୍ଥିତ ସରପଞ୍ଚ ସମିତି ସଭ୍ୟଙ୍କୁ ମନମୋହନ ଦେଲେ ଟାସ୍କ, ୬ ମାସ ଭିତରେ ଅଧୁରା କାମ ସାର…

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପଞ୍ଚାୟତ ନିର୍ବାଚନକୁ ନେଇ ବଡ ସୂଚନା ଦେଇଛନ୍ତି । ମନମୋହନ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ୬ ମାସ ପରେ ଘୋଷଣା ହେବ । ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ରହିଛି । ଜନଗଣନା ପାଇଁ ନିର୍ଦ୍ଧାରିତ ସମୟରୁ ୨ରୁ ୩ ମାସ…

Keonjhar bank robbery case: କେନ୍ଦୁଝର ବ୍ୟାଙ୍କ ଲୁଟ୍‌ ଘଟଣାରେ ଦୁଇ ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ

ରାଞ୍ଚି: ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରରୁ ଲୁଟ୍ ଘଟଣାରେ ୨ଲୁଟେରାଙ୍କୁ ବାନ୍ଧିଲା ପୋଲିସ । କେନ୍ଦୁଝର ଜିଲ୍ଲା ବଡ଼ବିଲ କଳିଙ୍ଗ ମୁଖ୍ୟ ରାସ୍ତାରେ ଥିବା ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରରୁ ଲୁଟ୍ ଘଟଣାରେ ୨ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଏଥିସହ ଲୁଟ୍ ରେ ବ୍ୟବହାର ହୋଇଥିବା ଗାଡ଼ିକୁ ଜବତ…

Mahanadi Tribunal: ଫେବୃଆରୀ ୭କୁ ଓଡ଼ିଶା ଶୁଣାଣି ଘୁଞ୍ଚାଇବାକୁ ମନାକଲେ ମହାନଦୀ ଟ୍ରିବ୍ୟୁନାଲ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସମ୍ପର୍କୀତ ବଡ ଖବର ସାମ୍ନାକୁ ଆସିଛି । ଆସନ୍ତା ୭ ତାରିଖରେ ହେବାକୁ ଥିବା ମହାନଦୀ ଟ୍ରିବ୍ୟୁନାଲ ଶୁଣାଣିକୁ ଘୁଞ୍ଚାଇବା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧକୁ ଟ୍ରିବ୍ୟୁନାଲ ପ୍ରତ୍ୟାଖ୍ୟାନ କରିଛନ୍ତି । ଆଡଭୋକେଟ୍ ଜେନେରାଲ୍ ଉପସ୍ଥିତ ରହିପାରିବେ ନାହିଁ…

India’s Own Space Station: ମହାକାଶରେ ଭାରତର ନିଜ ଘର!, କାମ ଆରମ୍ଭ କଲା ISRO…

ନୂଆଦିଲ୍ଲୀ: ଖୁବଶୀଘ୍ର ମହାକାଶରେ ଭାରତର ନିଜ ଘର।ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏବେ ମହାକାଶ ଜଗତରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି। ଚନ୍ଦ୍ର ଏବଂ ସୂର୍ଯ୍ୟ ମିଶନର ସଫଳତା ପରେ, ISRO ଏହାର ସବୁଠାରୁ ମହତ୍ୱାକାଂକ୍ଷୀ ପ୍ରକଳ୍ପ, ଭାରତୀୟ ମହାକାଶ…

Mokim Supporters Resign: କଂଗ୍ରେସକୁ ଝଟକା: ଇସ୍ତଫା ଦେଲେ ୪୧ଜଣ ମୋକିମଙ୍କ ସମର୍ଥକ

କଟକ: କଂଗ୍ରେସରୁ ଇସ୍ତଫା ଦେଲେ ମହମ୍ମଦ ମୋକିମଙ୍କ ସମର୍ଥକ । ମୋଟ ୪୧ ଜଣ କଂଗ୍ରେସ ନେତାଙ୍କ ସମୂହ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ ସଭାପତି । ଅନ୍ୟପକ୍ଷେ, କିଛି ଯୁବ ଓ ଛାତ୍ର କର୍ମକର୍ତ୍ତା…

Budget 2026: MSMEକୁ ମିଳିବ କି ଆୟକର ଛାଡ଼? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ…ବଜେଟ୍ ରୁ କ’ଣ ରହିଛି…

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖରେ ମୋଦି ସରକାରଙ୍କ ପକ୍ଷରୁ ଦେଶର ବଜେଟ୍ ଉପସ୍ଥାପନ କରିବେ। ସେ ସକାଳ ୧୧ ଟାରେ ଲୋକସଭାରେ ଦେଶର ବଜେଟ୍ ଉପସ୍ଥାପନ କରିବେ। ଏହି ଆଗାମୀ ବଜେଟ୍ ରୁ ଦେଶବ୍ୟାପୀ ନାଗରିକଙ୍କ ଅନେକ ଆଶା ରହିଛି। ରେଳ କ୍ଷେତ୍ର ହେଉ, ଶିକ୍ଷା,…

Border 2 Tribute To Dharmendra:ବଢୁଛି ‘ବର୍ଡର ୨’ କ୍ରେଜ୍, ପ୍ରବୀଣ ଅଭିନେତା ଧର୍ମେନ୍ଦ୍ରଙ୍କୁ…

ମୁମ୍ବାଇ: ଫିଲ୍ମ 'ବର୍ଡର' ୧୯୯୭ରେ ମୁକ୍ତିଲାଭ କରିଥିଲା, ଏବଂ ଏହାର ସିକ୍ୱେଲ୍ ୨୯ ବର୍ଷ ପରେ ପୁଣି ପରଦାକୁ ଆସିଛି। 'ବର୍ଡର ୨'କୁ ନେଇ ବହୁତ ଉତ୍ସାହ ରହିଛି, ଯାହା ଏବେ ଥିଏଟରରେ ସ୍ପଷ୍ଟ ହୋଇଛି। ଏହାକୁ ନେଇ ଫ୍ୟାନଙ୍କ କ୍ରେଜ ବଢ଼ିବାରେ ଲାଗିଛି। ଏହି ଫିଲ୍ମରେ ଅନେକ ସୈନିକଙ୍କ ପ୍ରକୃତ…

ଗଣତନ୍ତ୍ର ଦିବସ ପୂର୍ବରୁ ପୋଲିସକୁ ବଡ଼ ସଫଳତା: ପଞ୍ଜାବରୁ ୪ ଆତଙ୍କବାଦୀ ଗିରଫ

ହୋସିଆରପୁର: ୭୭ତମ ଗଣତନ୍ତ୍ର ଦିବସ ପୂର୍ବରୁ ପଞ୍ଜାବର ହୋସିଆରପୁରରେ ପୋଲିସ ଏକ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ପାକିସ୍ତାନୀ ଆଇଏସ୍‌ଆଇ-ସମର୍ଥିତ ସଂଗଠନ ନିଷିଦ୍ଧ ବବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ସହ ଜଡିତ ଏକ ଆତଙ୍କବାଦୀ ମଡ୍ୟୁଲକୁ ପୋଲିସ ଧ୍ବଂସ କରିଦେଇଛି। ଏହି ଅପରେସନରେ ଚାରି…