Latest Odisha News

BREAKING NEWS

ଅଭିଜିତ କହିଲେ ବଲିଉଡରେ ଗାୟକଙ୍କ ଉପରେ ଅନାବଶ୍ୟକ ଚାପ ପକାଯାଇଥାଏ

ମୁମ୍ବାଇ: ଲୋକପ୍ରିୟ ଗାୟକ ଅରିଜିତ ସିଂ ପ୍ଲେ ବ୍ୟକ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିବା ପରେ ବଲିଉଡକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଦେଶର ପ୍ରଥମ ଇଣ୍ଡିଆନ ଆଇଡଲ ଅଭିିଜିତ ସାୱନ୍ତ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ଇଣ୍ଡଷ୍ଟ୍ରିରେ ଗାୟକଙ୍କ ଉପରେ ବିଭିନ୍ନ ପ୍ରକାରର ଚାପ ପକାଯାଇଥାଏ ।…

ଲାଇନ୍‌ଚ୍ୟୁତ ହେଲା ଏକ୍ସପ୍ରେସ୍ ଟ୍ରେନ୍, ଟ୍ରାକରୁ ଖସିଲା ୩ ବଗି

ଭୁବନେଶ୍ୱର: ଲାଇନ୍‌ଚ୍ୟୁତ ହେଲା ଏକ୍ସପ୍ରେସ୍। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଯଖପୁରା ରେଳଷ୍ଟେସନ୍‌ ନିକଟରେ କୌଣସି କାରଣରୁ ଲାଇନଚ୍ୟୁତ ହେଲା ଏମଜିଆର-ଚେନ୍ନାଇ ସେଣ୍ଟ୍ରାଲ ନିୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍। କୌଣସି କ୍ଷୟକ୍ଷତି ହେଇନଥିବା ସୂଚନା ମିଳିଛି। ଏହି ଟ୍ରେନ୍‌ ଦୁର୍ଘଟଣାରେ କେହି…

ମହାନଦୀ ଜଳ ବିବାଦ, ଫେବୃଆରୀ ୭ରେ ଟ୍ରିବ୍ୟୁନାଲରେ ହେବ ଶୁଣାଣି

କଟକ: କେମିତି ହେବ ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ? ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଫେବୃଆରୀ ୭ରେ ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ହେବ ଶୁଣାଣି । ଏହା ପୂର୍ବରୁ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମଧ୍ୟସ୍ଥତା ପାଇଁ…

ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ, ସଂଶୋଧନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ। ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର। ମୋଟ୍ ୧୧ ଜିଲ୍ଲାର ୨୫ଟି ସ୍ଥାନରେ ଇଂରାଜୀ ନାଁ ମଧ୍ୟ ସଂଶୋଧନ ହେବ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ଏଣିକି ଓଡ଼ିଆ ନାଁ ଅନୁସାରେ ରହିବ…

ଏବେ ବି ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍! ପାକିସ୍ତାନ ସରକାର ଜାରି କଲା ବୟାନ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ୨୦୨୬ ମ୍ୟାଚ୍ ସମ୍ପର୍କରେ ପରିସ୍ଥିତି ଅସ୍ପଷ୍ଟ ରହିଛି। ପାକିସ୍ତାନ ସରକାର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ଦଳ ଭାରତ ବିପକ୍ଷରେ ଖେଳିବ ନାହିଁ। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏ ବିଷୟରେ ଆଇସିସିକୁ ଆନୁଷ୍ଠାନିକ ଭାବରେ ଜଣାଇ ନାହିଁ।…

ଟ୍ରମ୍ପଙ୍କ ଦାବିକୁ ଖାରଜ କଲା ରୁଷ: ଭାରତକୁ ନେଇ ଏପରି କହିଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରୁଷ ସ୍ପଷ୍ଟ ଭାବରେ କହିଛି ଯେ ଭାରତ ଏହାର ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦ କ୍ରୟ ପାଇଁ ଯେକୌଣସି ଦେଶ ସହିତ କାରବାର କରିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନ। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ବୁଧବାର ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଜୋର ଦେଇଛନ୍ତି ଯେ ଭାରତର…

Weather Update: ଖସିବ ପାରଦ, ଫେରିବ ଶୀତ

ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ କମ ଶୀତ ଅନୁଭୁତ ହେଉଛି। ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଅଧିକ ରହିବ। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୧୬-୧୭ ଡିଗ୍ରୀ ପାଖାପାଖି ରହିପାରେ। କିନ୍ତୁ ଶୁକ୍ରବାରଠାରୁ ପାରଦ ସାମାନ୍ୟ ଖସିବ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ…

ପାକିସ୍ତାନର ଖାଇବର ପଖତୁନଖ୍ୱାରେ ବଡ଼ ଆକ୍ରମଣ, ଫାଟିଲା ଗ୍ୟାସ ପାଇପ ଲାଇନ

ଇସଲାମାବାଦ: ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଏକ ବଡ଼ ଆକ୍ରମଣ ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଦେଶର ହିଂସାଗ୍ରସ୍ତ ଉତ୍ତର-ପଶ୍ଚିମ ପ୍ରଦେଶ ଖାଇବର ପଖତୁନଖ୍ୱାର ଲକ୍କି ମାରୱାଟ ଅଞ୍ଚଳର ମାଞ୍ଜିୱାଲା ନିକଟରେ ଏକ ଗ୍ୟାସ ପାଇପଲାଇନକୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ…

National Winter Games: ଔଲିରେ ଏହି ଦିନଠୁ ଆରମ୍ଭ ହେବ ଜାତୀୟ ଶୀତକାଳୀନ କ୍ରୀଡ଼ା ; ଓଡିଶା ସମେତ ୧୭ ଦଳ…

ଡେରାଡୁନ:ଉତ୍ତରାଖଣ୍ଡର ଔଲି(Uttarakhand’s Auli)ରେ ପ୍ରସ୍ତାବିତ ଜାତୀୟ ଶୀତକାଳୀନ କ୍ରୀଡ଼ାର ତାରିଖ ଘୋଷଣା କରାଯାଇଛି। ପର୍ଯ୍ୟଟନ ବିଭାଗ, ଗଢ଼ୱାଲ ମଣ୍ଡଳ ବିକାଶ ନିଗମ ଏବଂ ଉତ୍ତରାଖଣ୍ଡ ଶୀତକାଳୀନ କ୍ରୀଡ଼ା ସଂଘର ଏକ ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜାତୀୟ ଶୀତକାଳୀନ…

ଟ୍ରକ୍‌ ଧକ୍କାରେ କଂଗ୍ରେସ ନେତାଙ୍କ ଚାଲିଗଲା ଜୀବନ

ଯାଜପୁର:ଡୁବୁରୀ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ୍‌ ଧକ୍କାରେ କଂଗ୍ରେସ ନେତା ରଞ୍ଜିତ ରାଜଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା କଂଗ୍ରେସର ଉପସଭାପତି ଦାୟିତ୍ବରେ ଥିଲେ ରଞ୍ଜିତ । ରଞ୍ଜିତ ଦୀର୍ଘଦିନ ଧରି ସୁକିନ୍ଦା ବ୍ଲକ୍ କଂଗ୍ରେସ ସଭାପତି ରୂପେ କାର୍ଯ୍ୟ କରି ଆସୁଥିଲେ। ନିକଟରେ…