KING COMING: ବଦଳିବନି ରିଲିଜ୍ ଡେଟ୍, ଡିସେମ୍ବର ୨୪ରେ “କିଙ୍ଗ” ରିଲିଜ୍
ମୁମ୍ବାଇ : ଚଳିତ ବର୍ଷ ଖ୍ରୀଷ୍ଟମାସ୍ ସପ୍ତାହରେ ବକ୍ସ ଅଫିସରେ ହେବ ଧମାକା । ଆସିବ ବଲିଉଡ ବାଦଶାହ ଶାହାରୁଖଙ୍କ ଆକ୍ସନ ଥ୍ରୀଲର । ଡଙ୍କୀ ପରେ ଚଳିତ ବର୍ଷ ଆସୁଛି କିଙ୍ଗ ଖାନ୍ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ କିଙ୍ଗ୍ । ୩ବର୍ଷ ପରେ ବଲିଉଡ ବାଦଶାହ ଶାହାରୁଖ ନେବେ ଧମାକେଦାର ରିଏଣ୍ଟ୍ରି ।…