Latest Odisha News

BREAKING NEWS

HLCA meeting: ଖୋର୍ଦ୍ଧାରେ ସେମିକଣ୍ଡକ୍ଟର ମେମୋରି ଚିପ୍ ପ୍ଲାଣ୍ଟ, ଢ଼େଙ୍କାନାଳରେ ଡିଫେନ୍ସ ଉପକରଣ ନିର୍ମାଣ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୪୪ ତମ ହାଇ ଲେଭେଲ କ୍ଲିଅରାନ୍ସ ଅଥରିଟି ବୈଠକରେ ଆଜି ୪୪, ୨୦୦ କୋଟି ଟଙ୍କାର ୧୦ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ରାଜ୍ୟର ୮ଟି ଜିଲ୍ଲାରେ ଏହି ୧୦ଟି ପ୍ରକଳ୍ପ ସ୍ଥାପନ କରାଯିବ, ଯାହାଦ୍ୱାରା…

OKCLର ବାର୍ଷିକ ଉତ୍ସବ-୨୦୨୬:“ଘରେ ଘରେ ଓଏସ-ସିଆଇଟି – ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତା”ଶପଥ ଆହ୍ୱାନ

ଭୁବନେଶ୍ବର: ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ୍‌ (OKCL)ର ବାର୍ଷିକ ମିଟ୍–୨୦୨୬, ତା-୨୧ ଫେବୃଆରୀ ୨୦୨୬ (ଶନିବାର) ଦିନ ଭୁବନେଶ୍ୱରର ରେଳ ଅଡିଟୋରିଅମ୍‌ରେ ଆୟୋଜିତ ହୋଇଥିଲା। ଏହି ଅବସରରେ ମନ୍ତ୍ରୀ…

ଏ କି ବ୍ୟବସ୍ଥା ? ଟ୍ରାକ୍ଟରରେ ବୁହାହୋଇ ପରୀକ୍ଷା କେନ୍ଦ୍ରକୁ ଗଲେ ଦଶମ ଶ୍ରେଣୀ ଛାତ୍ର

କନ୍ଧମାଳ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ଟ୍ରାକ୍ଟରରେ ବୁହାହୋଇ ପରୀକ୍ଷା କେନ୍ଦ୍ରକୁ ଯାଇଛନ୍ତି ଦଶମ ଶ୍ରେଣୀ ଛାତ୍ର । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ପରୀକ୍ଷା କେନ୍ଦ୍ରକୁ ଟ୍ରାକ୍ଟରରେ ବିପଦ ସଂକୂଳ ଅବସ୍ଥାରେ ବସି କ.ନୂଆଗାଁ ପି.ଏମ୍…

ଟି୨୦ ବିଶ୍ୱକପ: ସୁପର ଏଇଟର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ

କଲମ୍ବୋ: ଚଳିତ ଟି୨୦ ବିଶ୍ୱକପର ସୁପର ଏଇଟ ପର୍ଯ୍ୟାୟ ଶନିବାରଠାରୁ ଆରମ୍ଭ ହୋଇଛି । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଟସ ପରେ ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଉଭୟ ଟିମକୁ ୧ପଂଏଟ ଲେଖାଏଁ ମିଳିଛି । ଟସ…

ଓଡ଼ିଶାକୁ ଚିନ୍ତା ବାଲ୍ୟ ବିବାହ, ୧୨ ଜିଲ୍ଲାରେ ଅଧିକ…

ଭୁବନେଶ୍ୱର: ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ୧୨ଟି ଜିଲ୍ଲାରେ ବାଲ୍ୟବିବାହ ହାର ଜାତୀୟ ହାରଠାରୁ ଅଧିକ ବୋଲି ଶନିବାର ରାଜ୍ୟ ବିଧାନସଭାକୁ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ନବରଙ୍ଗପୁର…

ଅନୁଗୁଳ ଜଙ୍ଗଲରେ ପିକନିକ, ସାମାଜିକ ସମାବେଶ ମନା

ଅନୁଗୁଳ: ମାର୍ଚ୍ଚ ୧ରୁ ଆରମ୍ଭ କରି ରାଜ୍ୟରେ ମୌସୁମୀ ବର୍ଷା ଆସିବା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାର ସମସ୍ତ ବନାଞ୍ଚଳରେ ପିକନିକ୍, ସାମାଜିକ ସମାବେଶ ଏବଂ ତତ୍ ଜନିତ କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯିବ। ଅନୁଗୁଳ ଜିଲ୍ଲା ପ୍ରଶାସନ ଶନିବାର ଦିନ ଏହି ନିଷେଧାଦେଶ ଘୋଷଣା କରିଛି।…

ଟି୨୦ ବିଶ୍ୱକପ: ଚୂଡାନ୍ତ ଏକାଦଶରେ ବଡ ପରିବର୍ତନ କରିବା ଲକ୍ଷ୍ୟରେ ନାହିଁ ଟିମ ଇଣ୍ଡିଆ

ଅହମ୍ମଦାବାଦ: ଆଇସିସି ଟି୨୦ ବିଶ୍ୱକପ ୨୦୨୬ର ସୁପର ଏଇଟ ମୁକାବିଲା ଆରମ୍ଭ ହୋଇଯାଇଛି । ଭାରତ ତାର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଗ୍ରୁପ ପର୍ଯ୍ୟାୟରେ ଭାରତ ଅପରାଜେୟ ରହି ସୁପର ଏଇଟକୁ ଉନ୍ନୀତ ହୋଇଥିଲା । ଅଭିଷେକ ଶର୍ମାଙ୍କ ଖରାପ ଫର୍ମ ଏବଂ ଟିମ ଇଣ୍ଡିଆର ନୈରାଶ୍ୟଜନକ…

Opium Cultivation: ୨୨ କୋଟିର ଅଫିମ ଗଛ ନଷ୍ଟ,୩ ମହିଳାଙ୍କ ସମେତ ୬ ଗିରଫ

ଆଠଗଡ଼: ନରସିଂହପୁର ବ୍ଲକରେ ଅଫିମ ଚାଷ ଠାବ କରିଛି ଅବକାରୀ ବିଭାଗ । ନରସିଂହପୁର ବ୍ଲକର ଦେବଭୂଇଁ ପଞ୍ଚାୟତ ଜୟ ଦାମୋଦରପୁର ଗ୍ରାମ ମୁଣ୍ଡା ସାହିରେ ପ୍ରାୟ ୧ ଏକର ଜମିରେ ଅଫିମ ଚାଷ ହୋଇଥିଲା । ସୂଚନାଥାଉକି, ୪୩ ହଜାର ୭୫୦ଟି ଅଫିମ ଗଛ ନଷ୍ଟ କରିଛନ୍ତି ଅବକାରୀ କର୍ମଚାରୀ । ନଷ୍ଟ ଅଫିମ ଗଛର…

୪୭ ବର୍ଷ ପରେ ଏକାଠି ରଜନୀକାନ୍ତ ଓ କମଲ ହାସନ, ଧମାକା କଲା ପ୍ରୋମୋ…

ମୁମ୍ବାଇ: ୪୭ ବର୍ଷ ପରେ ରଜନୀକାନ୍ତ ଏବଂ କମଲ ହାସନ ଏକାଠି ନଜର ଆସିବାକୁ ଯାଉଛନ୍ତି। ପୂର୍ବରୁ ସେମାନେ ୧୯୭୯ରେ 'ଆଲ୍ଲାଉଦ୍ଦିନମ୍ ଆଲଭୁଥା ଭିଲାକୁମ୍' ଫିଲ୍ମ ରେ ଏକାଠି କାମ କରିଥିଲେ। ନିର୍ମାତାମାନେ ଶୁକ୍ରବାର ଦିନ ଏନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଆଉ ଏହି ଦୁଇ ବଡ଼ ସୁପରଷ୍ଟାରଙ୍କ…

୧୦ ବର୍ଷ ପରେ ଅଷ୍ଟ୍ରେଲିଆକୁ ଟି୨୦ ସିରିଜରେ ହରାଇଲା ଭାରତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ମହିଳା କ୍ରିକେଟ ଟିମ ୨-୧ରେ ଟି୨୦ ସିରିଜ ହାତେଇବା ପରେ ସଫଳ ହୋଇଛି । ଏଥିସହ ଭାରତୀୟ ଟିମ ଦୀର୍ଘ ୧୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି । ୨୦୧୬ରେ ଶେଷ ଥର ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସିରିଜ ବିଜୟୀ ହୋଇଥିଲା । ତୃତୀୟ ଟି୨୦ରେ ସ୍ମୃତି ମାନ୍ଧନା…