ବହୁ ଚର୍ଚ୍ଚିତ ମହିଳା ବାଇକର ହିଟ୍ ଆଣ୍ଡ ରନ୍ ମାମଲା: ରାଜସ୍ଥାନରୁ ଅଭିଯୁକ୍ତ ଡ୍ରାଇଭର ଗିରଫ
ନୂଆଦିଲ୍ଲୀ: ଗୁରୁଗ୍ରାମର ଚର୍ଚ୍ଚିତ ମହିଳା ବାଇକର ହିଟ୍ ଆଣ୍ଡ ରନ୍ ମାମଲାରେ ଅଭିଯୁକ୍ତ ଡ୍ରାଇଭର ଗିରଫ। ରାଜସ୍ଥାନର ରାଜଗଡରୁ କଲ୍ୟାଣ ବୈଂସଲା ଗିରଫ। ସିସିଟିଭି ଭିଡିଓ ଆଧାରରେ ହତ୍ୟା ଉଦ୍ୟମ ମାମଲାରେ ଗିରଫ ହେଲା ଅଭିଯୁକ୍ତ କଲ୍ୟାଣ ବୈଂସଲା। ମହିଳା ବାଇକରଙ୍କୁ କାରରେ ଗୋଡ଼ାଇ ଗୋଡ଼ାଇ…