ବିଜେପି ବିରୋଧରେ ଗର୍ଜିଲେ ମମତା: “ଦେଖିବି ସେମାନଙ୍କ ପାଖରେ କେତେ ଅଣ୍ଡା ଓ ଇଟା ଅଛି”
କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣ କରିଛନ୍ତି । କୋଲକାତାରେ ଆୟୋଜିତ ଟିଏମସି ଛାତ୍ର ସଂଗଠନର ଏକ ବିଶାଳ ସମାବେଶକୁ ଉଦବୋଧନ ଦେଇ ମମତା ଦାବି କରିଛନ୍ତି ଯେ…