Latest Odisha News

BREAKING NEWS

One Nation One Election: ୨୦୨୯ରେ ଏକାଠି ହୋଇପାରେ ଲୋକସଭା-ବିଧାନସଭା ନିର୍ବାଚନ! ‘ଏକ ଦେଶ, ଏକ ନିର୍ବାଚନ’କୁ ୯୯%…

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ବ୍ୟବସ୍ଥାକୁ ନେଇ ବଡ଼ ପରିବର୍ତ୍ତନର ସଙ୍କେତ ମିଳିଛି। ‘ଏକ ଦେଶ, ଏକ ନିର୍ବାଚନ’ ବା One Nation, One Election ବ୍ୟବସ୍ଥା ୨୦୨୯ରୁ ଲାଗୁ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହା ଲାଗୁ ହେଲେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକାସାଙ୍ଗରେ…

Baba Ram Rahim: ୭ ବର୍ଷରେ ୧୭ ପାରୋଲ୍! ପୁଣି ବାହାରକୁ ଆସିଲେ ରାମ ରହିମ, ଜାଣନ୍ତୁ ପାରୋଲ ଓ ଫରଲୋ ମଧ୍ୟରେ…

ଚଣ୍ଡିଗଡ: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସିଂହଙ୍କୁ ପୁଣି ୨୧ ଦିନର ଫରଲୋ ମିଳିଛି। ରୋହତକର ସୁନାରିଆ ଜେଲରେ ସଜା କାଟୁଥିବା ରାମ ରହିମ ମଙ୍ଗଳବାର ସକାଳ ପ୍ରାୟ ୬ଟାରେ ଜେଲରୁ ବାହାରିଛନ୍ତି। ଏହା ତାଙ୍କର ୧୭ତମ ଅସ୍ଥାୟୀ ମୁକ୍ତି। ଏଥର ତାଙ୍କୁ ହରିୟାଣାର ସିର୍ସା ସ୍ଥିତ ଡେରା…

Hijab in School: ହିଜାବ ପିନ୍ଧିପାରିବେନି ମୁସଲିମ ଛାତ୍ରୀ! ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ରାୟ

ପ୍ରୟାଗରାଜ: ‘ଇସଲାମିକ୍ ଆସ୍ଥାର ଜରୁରୀ ଅଂଶ ନୁହେଁ ହିଜାବ’ ହିଜାବ ପିନ୍ଧିପାରିବେନି ମୁସଲିମ୍ ଛାତ୍ରୀ! ସ୍କୁଲ୍‌ର ନିର୍ଦ୍ଧାରିତ ୟୁନିଫର୍ମ ସହ ହିଜାବ ବା ମୁଣ୍ଡ ଢାଙ୍କିବା ପାଇଁ ସ୍କାର୍ଫ ପିନ୍ଧିବାକୁ ଅନୁମତି ଦାବି କରିଥିବା ଜଣେ ମୁସଲିମ ଛାତ୍ରୀଙ୍କ ଆବେଦନକୁ ଖାରଜ କରିଛନ୍ତି…

ଏହି ବିଷାକ୍ତ ଫଳ ବିକିବା ଅଭିଯୋଗରେ Amazon, Swiggy ର ଲାଇସେନ୍ସ ରଦ୍ଦ

ବେଙ୍ଗାଲୁରୁ: କର୍ଣ୍ଣାଟକ ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ Amazon, Swiggy Instamart ଏବଂ BigBasket ର ଖାଦ୍ୟ ଲାଇସେନ୍ସକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ପ୍ଲାଟଫର୍ମଗୁଡ଼ିକ ବିଷାକ୍ତ ଦୁଦୁରା ଫଳକୁ ଖାଦ୍ୟ ଭାବରେ ବିକ୍ରି କରୁଥିଲେ।…

କେନ୍ଦ୍ରାପଡାରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର, ଡଙ୍ଗାରେ ଚଢ଼ିବା ବେଳେ…

ଆଳି: କେନ୍ଦ୍ରାପଡ଼ାରେ ପୁଣି ଥରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି।ଏଥର ଡଙ୍ଗାରେ ଚଢ଼ିବା ସମୟରେ କୁମ୍ଭୀର ଜଣେ ବୃଦ୍ଧଙ୍କୁ ଟାଣି ନେଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଅନ୍ତର୍ଗତ ଗଙ୍ଗାଧର ପ୍ରସାଦ ଡିଆ ଗ୍ରାମ ନିକଟ ଖରସ୍ରୋତା ନଦୀ କୂଳରେ ଘଟିଛି। ନିଖୋଜ ବୃଦ୍ଧ ୬୦ ବର୍ଷୀୟ…

Bangladesh PM’s India Visit: ଭାରତ ଆସିବାକୁ ମନା କରିଦେଲେ ତାରିକ୍! ରହିଛି ପାକିସ୍ତାନ କନେକ୍ସନ୍?

ନୂଆଦିଲ୍ଲୀ: କାହା ବଳରେ ବଳିୟାନ୍ ହୋଇ ଭାରତ ଉପରେ ଚାପ ପକାଇବାକୁ ଚାହୁଁଛି ବାଂଲାଦେଶ? ପଛରେ ଅଛି ଚୀନ-ପାକିସ୍ତାନ ହାତ? ଭାରତ ସହିତ ଶତ୍ରୁତା ମହଙ୍ଗା ପଡିପାରେ? ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ପ୍ରସ୍ତାବିତ ଭାରତ ଗସ୍ତ ବାତିଲ ହେବା ପରେ ଦୁଇ ଦେଶର ସମ୍ପର୍କକୁ…

ବଢୁଛି ଟକ୍ସିକ କ୍ରେଜ; ଆଡଭାନ୍ସ ବୁକିଂରେ ୪୦ କୋଟି ପାର

ନୂଆଦିଲ୍ଲୀ: ୟଶଙ୍କ ଫିଲ୍ମ ଟକ୍ସିକ (ଟକ୍ସିକ: ଏ ଫେଇରୀ ଟେଲ୍ ଫର୍ ଗ୍ରୋନ୍-ଅପ୍ସ) ପାଇଁ ଆଗୁଆ ବୁକିଂ ଅଗଷ୍ଟ ୨୧ ତାରିଖରେ ଆରମ୍ଭ ହୋଇଥିଲା। ଫିଲ୍ମଟି ଅଗଷ୍ଟ ୨୬ ତାରିଖରେ ଥିଏଟରରେ ମୁକ୍ତିଲାଭ କରିବ। ତେବେ ଆଗୁଆ ବୁକିଂରେ ଫିଲ୍ମଟି ଦମଦାର କଲେକ୍ସନ କରିଛି। ଗୀତୁ ମୋହନଦାସଙ୍କ…

ବହୁଚର୍ଚ୍ଚିତ ପିହୁ ନିଖୋଜ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା

ଯାଜପୁର: ବହୁଚର୍ଚ୍ଚିତ ତଥା ରହସ୍ୟଘେରା ପିହୁ ନିଖୋଜ ମାମଲାକୁ ଇତିମଧ୍ୟରେ ୬ ବର୍ଷ ବିତିଯାଇଥିଲେ ସୁଦ୍ଧା ଅଦ୍ୟାବଧି ତାଙ୍କର କୌଣସି ଖୋଜଖବର ମିଳିପାରିନାହିଁ । ପୋଲିସ ଏବଂ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ, ଏବେ ଏହି ଘଟଣାରେ ହସ୍ତକ୍ଷେପ…

ସରକାରୀ ଚାକିରି ନାଁରେ ୧.୫୦ କୋଟି ଟଙ୍କା ଠକେଇ, ୫ ଗିରଫ

ବ୍ରହ୍ମପୁର: ସରକାରୀ ବିଭାଗରେ ଚାକିରି ପ୍ରତିଶ୍ରୁତି ଦେଇ ପ୍ରାୟ ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ଜଣେ ଦମ୍ପତିଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଗୋପାଳପୁରର ଜଗଦୀଶ ବେହେରା ଏବଂ ତାଙ୍କ ସ୍ତ୍ରୀ ବନିତା ବେହେରା, ପୁରୀର …

ସମୁଦ୍ର ପାଲଟୁଛି ଫୁଟନ୍ତା କଡ଼େଇ: ପ୍ରଦୂଷଣ ଓ ଗ୍ଲୋବାଲ ୱାର୍ମିଂ ଯୋଗୁଁ ସାମୁଦ୍ରିକ ଜୀବଜନ୍ତୁଙ୍କ ପ୍ରତି ବଢ଼ୁଛି…

ନୂଆଦିଲ୍ଲୀ/ଭୁବନେଶ୍ୱର: ଗ୍ଲୋବାଲ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ ଏବେ ସାମ୍ନାକୁ ଆସିବାରେ ଲାଗିଛି । ଚଳିତ ଅଗଷ୍ଟ ମାସରେ ବିଶ୍ୱର ମହାସାଗରଗୁଡ଼ିକର ହାରାହାରି ତାପମାତ୍ରା ବୃଦ୍ଧି ପାଇ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାଗୁଡ଼ିକର…