Latest Odisha News

BREAKING NEWS

ସମୁଦ୍ର ପାଲଟୁଛି ଫୁଟନ୍ତା କଡ଼େଇ: ପ୍ରଦୂଷଣ ଓ ଗ୍ଲୋବାଲ ୱାର୍ମିଂ ଯୋଗୁଁ ସାମୁଦ୍ରିକ ଜୀବଜନ୍ତୁଙ୍କ ପ୍ରତି ବଢ଼ୁଛି…

ନୂଆଦିଲ୍ଲୀ/ଭୁବନେଶ୍ୱର: ଗ୍ଲୋବାଲ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ ଏବେ ସାମ୍ନାକୁ ଆସିବାରେ ଲାଗିଛି । ଚଳିତ ଅଗଷ୍ଟ ମାସରେ ବିଶ୍ୱର ମହାସାଗରଗୁଡ଼ିକର ହାରାହାରି ତାପମାତ୍ରା ବୃଦ୍ଧି ପାଇ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାଗୁଡ଼ିକର…

ଓଲଟିଲା ତେଲ ଟ୍ୟାଙ୍କର: ଉଦ୍ଧାର ପରିବର୍ତ୍ତେ ବାଲଟି ଧରି ତେଲ ଲୁଟିବାରେ ଲାଗିଲେ ଲୋକେ

ଗୁନା: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଉଦ୍‌ବେଗଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ତେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରିବା କିମ୍ବା ପୋଲିସକୁ ଖବର ଦେବା…

କ୍ରିତି ସାନନଙ୍କ ‘ରାକ୍ଷୀ ବିଜ୍ଞାପନ’ ବିବାଦ ଉପରେ ବର୍ଷିଲେ କଙ୍ଗନା ରଣାୱତ: କହିଲେ,…

ମୁମ୍ବାଇ: ବଲିଉଡ୍‌ରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ନିକଟରେ ଅଭିନେତ୍ରୀ କ୍ରିତି ସାନନଙ୍କ ଏକ ରକ୍ଷାବନ୍ଧନ ବିଜ୍ଞାପନକୁ ନେଇ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ଲାଗି ରହିଥିବା ବେଳେ, ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବଲିଉଡ୍‌ର 'କ୍ୱିନ୍' ତଥା ସାଂସଦ କଙ୍ଗନା ରଣାୱତ।…

ଶିବଙ୍କ ମସ୍ତକରେ କାହିଁକି ସ୍ଥାନ ପାଇଲେ ଚନ୍ଦ୍ର? ଶ୍ରାବଣ ପୂର୍ଣ୍ଣିମାରେ ପଢ଼ନ୍ତୁ ଏହି ଆଧ୍ୟାତ୍ମିକ କାହାଣୀ

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିର ଏକ ସ୍ୱତନ୍ତ୍ର ଏବଂ ପବିତ୍ର ସ୍ଥାନ ରହିଛି । ଚଳିତ ବର୍ଷ ଅର୍ଥାତ୍ ୨୦୨୬ ମସିହାରେ ଶ୍ରାବଣ ପୂର୍ଣ୍ଣିମା ତିଥି ଅଗଷ୍ଟ ମାସ ୨୮ ତାରିଖରେ ପାଳନ କରାଯିବ। ଏହି ଦିନ ସାରା ଦେଶରେ ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ପାଳନ…

ଜିଆଇ ଟ୍ୟାଗ୍ ଦୌଡ଼ରେ ଓଡ଼ିଶାର ଆଉ ୩ ଉତ୍ପାଦ: ତାଲିକାରେ ଅଛି ମାଣିକପାଟଣା ଦହି ଓ ସମ୍ବଲପୁରର ସରସତିଆ

ଭୁବନେଶ୍ୱର: ଓଡ଼ିଶାର କୃଷି ତଥା ଖାଦ୍ୟ ସଂସ୍କୃତିକୁ ଏବେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ମିଳିବାକୁ ଯାଉଛି । ରାଜ୍ୟର ଅନେକ ପାରମ୍ପରିକ ଉତ୍ପାଦକୁ ଭୌଗୋଳିକ ସୂଚକ ବା ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଜୋରଦାର ହୋଇଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ,…

ଇରାନ ଛାଡ଼ିଲା “ଖାମେନେଇ”ଙ୍କ ଭିଡ଼ିଓ

ତେହେରାନ: ସ୍ୱାସ୍ଥ୍ୟବସ୍ଥା ଗୁଜବ ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ନୂଆ ଭିଡିଓ ଜାରି କରିଛି ଇରାନ। ଦେଶର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ  ଇସ୍ରାଏଲ ଗଣମାଧ୍ୟମ ଦାବି କରିଥିଲା ଯେ ମୋଜତାବାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ସଙ୍କଟାପନ୍ନ…

ଅପରେସନ୍ ଇକୋନୋମିକ୍ ଆଉଟକାଷ୍ଟ’: ଇରାନକୁ ଆର୍ଥିକ ଭାବେ ବିଶ୍ୱରୁ ଅଲଗା ପାଇଁ ବଡ଼ ରଣନୀତି 

ୱାଶିଂଟନ: ଇରାନ ବିରୁଦ୍ଧରେ ଆମେରିକା ଏକ ଅଭୂତପୂର୍ବ ଆର୍ଥିକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଇରାନର ଆର୍ଥିକ ନେଟୱାର୍କ, ତୈଳ ରାଜସ୍ୱ ଏବଂ ବିଶ୍ୱ ସଂଯୋଗକୁ ଟାର୍ଗେଟ କରୁଛି। ତେବେ ଏହା ଦ୍ୱାରା ତେହେରାନ ଉପରେ ଚାପ ବୃଦ୍ଧି କରି ହେବ। ଆମେରିକା ବାଣିଜ୍ୟ ସଚିବ ସ୍କଟ୍ ବେସାଣ୍ଟ…

ପୁଣି ଭିଜିବ ଓଡ଼ିଶା, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା କରି ଭାରତୀୟ ପାଣିପାଗ କେନ୍ଦ୍ର (IMD) ଓଡ଼ିଶାର ଛଅଟି ଜିଲ୍ଲା ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରିଛି। ସେହିପରି ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ହଳଦିଆ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗର…

Jantar Mantar Protest: ମହିଳା ପ୍ରତିବାଦକାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, SC କହିଲେ ପ୍ରାଥମିକତା…

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ଜୁଲାଇ ୨୦ରେ ଛାତ୍ର ପ୍ରତିବାଦ ସମୟରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗର ସ୍ୱତଃ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ଆବେଦନର ବିଚାର କରିଛନ୍ତି। ବରିଷ୍ଠ ଆଇନଜୀବୀ ଶୋଭା ଗୁପ୍ତା ସୁପ୍ରିମକୋର୍ଟଙ୍କୁ ଏପରି ଏକ ବ୍ୟବସ୍ଥା ପ୍ରତିଷ୍ଠା…

ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା;ଘଣ୍ଟାରେ ୮ ହଜାର ଶ୍ରଦ୍ଧାଳୁ କରି ପାରିବେ ଦର୍ଶନ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ପ୍ରତି ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଛୁଟି ଦିନ ମାନଙ୍କରେ ଏହି ସଂଖ୍ୟା ବହୁଗୁଣିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନକୁ ସୁନିଶ୍ଚିତ କରିବା ଲାଗି…