ରାଗିଗଲେ ଭାରତର ପୂର୍ବତନ ଅଫ ସ୍ପିନର ହରଭଜନ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ସ୍ପିନର ହରଭଜନ ସିଂ ଅବସର ନେବା ପରେ ଏବେ କମେଂଟ୍ରି କରୁଛନ୍ତି । ଆଇପିଏଲ ୨୦୨୬ରେ କମେଂଟ୍ରି ଅବସରରେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ହରଭଜନଙ୍କୁ ଟ୍ରୋଲ କରିଛନ୍ତି । ଯାହାକୁ ନେଇ ସେ ରାଗି ଯାଇଥିଲେ । ଜଣେ ୟୁଜର ଲେଖିଥିଲେ ଇଆନ ବିଶପଙ୍କ…