Latest Odisha News

BREAKING NEWS

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ପୁଣି ଖୋଲିଲା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ…

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ସ୍କଲାରଶିପ୍ ପୋର୍ଟାଲକୁ ଆଉଥରେ ଖୋଲା ଯାଇଛି । ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ୬ ଫେବୃଆରୀରୁ ୨୬ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ…

India US Interim Trade Framework: ଭାରତ ହାତରେ ଆମେରିକା ବଜାର ଚାବି? ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଦୁଇ ଦେଶ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ପାଇଁ ଢାଞ୍ଚା ପ୍ରକାଶ କରିଛନ୍ତି। ଆମେରିକା ଏବଂ ଭାରତ ଶୁଳ୍କ ହ୍ରାସ କରିବା ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ କରିବା…

PM Modi Malaysia Visit: ୨ ଦିନିଆ ମାଲେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଆହୁରି ସୁଦୃଢ ହେବ ଦୁଇ ଦେଶର ରଣନୈତିକ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଲେସିଆ ଗସ୍ତ କରିଛନ୍ତି। ତାଙ୍କର ଗସ୍ତ ଦୁଇ ଦିନ ଧରି ଚାଲିବ। ତାଙ୍କ ସରକାରୀ ପ୍ରସ୍ଥାନ ପୂର୍ବରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ନିମନ୍ତ୍ରଣରେ ଏହି ଗସ୍ତ ହେଉଛି। ପ୍ରଧାନମନ୍ତ୍ରୀ…

ଆସନ୍ତା ୧୨ରେ ଭାରତ ବନ୍ଦ ଡାକରା, ଧର୍ମଘଟକୁ ଓହ୍ଲାଇବେ ଦେଶର ୫୦ କୋଟି ଶ୍ରମିକ କର୍ମଚାରୀ

ଭୁବନେଶ୍ୱର: ଆସନ୍ତା ୧୨ରେ ଭାରତ ବନ୍ଦ । ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦେଇଛି ସିଆଇଟିୟୁ ସମେତ ସମଗ୍ର ଦେଶର ପ୍ରମୁଖ ଦଶଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଏବଂ ବ୍ୟାଙ୍କ, ବୀମା, କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀ ସଂଗଠନ ସମୂହ । ଚାରି ଶ୍ରମକୋଡ଼ ରଦ୍ଦ, ବିହନ ବିଲ ୨୦୨୫ ରଦ୍ଦ, ବିଜୁଳି…

Ukraine and Russia: ୟୁକ୍ରେନ ଏବଂ ରୁଷ ପରସ୍ପରର ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କଲେ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ପରସ୍ପରର ଯୁଦ୍ଧବନ୍ଦୀ ଏବଂ ସାଧାରଣ ନାଗରିକଙ୍କୁ ଅଦଳବଦଳ କରିଛନ୍ତି । ଏହି ଅଦଳବଦଳରେ ୭ଜଣ ସାଧାରଣ ନାଗରିକଙ୍କ ସମେତ ୧୫୭ ୟୁକ୍ରେନୀୟ ଏବଂ ୧୫୭ ରୁଷୀୟ ସୈନିକଙ୍କୁ ଘରକୁ ଫେରାଇ ନିଆଯାଇଛି । ଚାରି ମାସ ମଧ୍ୟରେ ପ୍ରଥମ ଥର ପାଇଁ ଏହି ଅଦଳ ବଦଳ କରାଯାଇଛି ।…

ରୁଷ୍ ତେଲ କ୍ରୟ ଉପରୁ ଟାରିଫ୍ ହଟାଇଲା ଆମେରିକା, ଭାରତ ଉପରେ ଲାଗୁ ହୋଇଥିଲା ୨୫% ଟାରିଫ୍

ଓ୍ବାଶିଂଟନ୍: ରୁଷ୍ ତେଲ କ୍ରୟ ଉପରେ ଟାରିଫ୍ ହଟାଇଲା ଆମେରିକା । ଭାରତ ଉପରେ ଲାଗୁ ହୋଇଥିଲା ୨୫% ଟାରିଫ୍ । ଏହି ସପ୍ତାହରେ ଘୋଷଣା କରାଯାଇଥିବା ବାଣିଜ୍ୟ ଚୁକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଟ୍ରମ୍ପଙ୍କ ଦ୍ୱାରା ସ୍ବାକ୍ଷରିତ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ…

Missing Merchant Navy Officer: ଓଡ଼ିଆ ନାବିକ ନିଖୋଜ ଘଟଣା: ସର୍ଚ୍ଚ ଅପେରସନ ଜାରି…

ଭୁବନେଶ୍ବର: ଓଡ଼ିଆ ନାବିକ ନିଖୋଜ ଘଟଣା ୨ ଦେଶ ସହ ଆରମ୍ଭ ହେଲା ମିଳିତ ସର୍ଚ୍ଚ ଅପେରସନ । ସିଙ୍ଗାପୁର ଓ ମରିସସ ସହ ସର୍ଚ୍ଚ ଅପରେସନ ଆରମ୍ଭ ନେଇ ସିପିଙ୍ଗ ଡିଜିଙ୍କ ସୂଚନା । ପ୍ରେସ ରିଲିଜ ଜରିଆରେ ଓଡ଼ିଶା ସରକାରଙ୍କ ଚିଠିର ଜବାବ ରଖିଲେ ଡିଜି । MRCC ସହାୟତାରେ ସ୍ଥାନୀୟ ଅଞ୍ଚଳରେ…

ଏତେ ଲୋକପ୍ରିୟ କାହିଁକି ହୋଇଛି FASTag ବାର୍ଷିକ ପାସ୍ ? ଛଅ ମାସରେ ୫୦ ଲକ୍ଷରୁ ଅଧିକ ୟୁଜର୍ସ…

ନୂଆଦିଲ୍ଲୀ:FASTag ବାର୍ଷିକ ପାସ୍ (FASTag Annual Pass)ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଅନୁଯାୟୀ, FASTag ବାର୍ଷିକ ପାସ୍ ବ୍ୟବହାରକାରୀଙ୍କ ସଂଖ୍ୟା ଏହାର ଶୁଭାରମ୍ଭ ହେବାର ମାତ୍ର ଛଅ ମାସ ମଧ୍ୟରେ ୫୦ ଲକ୍ଷ ଅତିକ୍ରମ କରିଛି ଏବଂ…

ପୁରୁଣା ଗାଡି କିଣାବିକା ବେଳେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଲେ STA

ଭୁବନେଶ୍ୱର: ଅଣସ୍ୱୀକୃତିପ୍ରାପ୍ତ ଡିଲରଙ୍କ ଜରିଆରେ ପୁରୁଣା ଗାଡ଼ି କିଣାବିକା କରନ୍ତୁ ନାହିଁ । କ୍ରେତା ଓ ବିକ୍ରେତା ଉଭୟଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA), ଓଡ଼ିଶା ପକ୍ଷରୁ ପରାମର୍ଶ ଜାରି କରାଯାଇଛି । STA ପକ୍ଷରୁ ସୂଚନା ଦିଆଯାଇଛି ଯେ, ବ୍ୟବହୃତ ଗାଡ଼ି…

Filariasis Free Odisha: ଫାଇଲେରିଆ ନିରାକରଣ ପାଇଁ ବଡ଼ ଆକ୍ସନ ପ୍ଲାନ;ଫେବୃଆରୀ ୧୦ରୁ ୫ ଜିଲ୍ଲାରେ ସାମୁହିକ…

ଭୁବନେଶ୍ବର: ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗର ବଡ଼ ଆକ୍ସନ ପ୍ଲାନ । ଏଣିକି ଘରକୁ ଯାଇ ନିଜ ଉପସ୍ଥିତିରେ ମେଡିସିନ ଖୁଆଇବେ ସ୍ୱାସ୍ଥ୍ୟକର୍ମୀ । ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ମାଗଣା ବଣ୍ଟନ ସତ୍ତ୍ବେ ଲୋକେ ଔଷଧ ସେବନ କରୁ ନ ଥିବାରୁ ଏହି ପଦକ୍ଷେପ…